Browsing Tag

saintala news

କନ୍ଦକେଲଗାଁ ରେଲୱେ ଲାଇନ ନିକଟରୁ ଅଜଣା ବ୍ୟକ୍ତିଙ୍କ ମୃତ୍ୟୁ ଦେହ ଉଦ୍ଧାର

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ କନ୍ଦକେଲଗାଁ ରେଲୱେ ରାଇନ ନିକଟରୁ ଏକ ଅଜଣା ବ୍ୟକ୍ତିଙ୍କ ମୃତ୍ୟୁ ଦେହକୁ ଉଦ୍ଧାର କରିଛି ବଲାଙ୍ଗିର ଜିଆରପି ପୋଲିସ । ତେବେ ମୃତ୍ୟୁ ବ୍ୟକ୍ତିଙ୍କ ପରିଚୟ ମିଳିନ ଥିବା ବେଳେ ସ୍ଥାନୀୟ ଲୋକେ କହିବା ଅନୁଯାୟୀ ଏହି
Read More...

ଜେ.ଏସ୍ ମ୍ୟୁଜିକ୍ ଜନକ ସେଠ୍ ଏବଂ ଟିମ୍ ତରଫରୁ ସଂଗୀତ ମାଧ୍ୟମରେ ପୁଣି ଥରେ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ

ସଇଁନ୍ତଲା, (ଅଜିତ କୁମାର ସାହୁ) : ଦେଶରେ କରୋନା ପୁଣି ଥରେ ମାଡ଼ି ବସିଛି । ତେବେ ଜେ.ଏସ୍ ମ୍ୟୁଜିକ୍ ଜନକ ସେଠ୍ ଏବଂ ଟିମ୍ ତରଫରୁ ସଂଗୀତ ମାଧ୍ୟମରେ ପୁଣି ଥରେ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ କରଯାଇଛି । ଏଥିରେ ପରିବେଷଣ ହେଉଥିବା ଗୀତ ସବୁ ଫେସବୁକ ଏବଂ ୟୁଟ୍ୟୁବରେ ମଧ୍ୟ ଅପଲୋଡ଼ ହେଉଛି
Read More...

ମାରଓ୍ବାଡି ଯୁବା ମଞ୍ଚ ପକ୍ଷରୁ ଅକ୍ସିଜେନ ବ୍ୟାଙ୍କ ଉଦଘାଟିତ

ତୁଷୁରା, (ଅଜିତ କୁମାର ସାହୁ) : କରୋନା ମହାମାରୀକୁ ନେଇ ସାରା ରାଜ୍ୟରେ ଆତଙ୍କିତ ଅବସ୍ଥାରେ ଲୋକେ ରହୁଛନ୍ତି । ଅନେକ ଲୋକେ ଅକ୍ସିଜେନ ନପାଇବାରୁ ମୃତ୍ୟୁ ବରଣ ମଧ୍ୟ କରୁଛନ୍ତି । ତେବେ ଏଭଳି ପରିସ୍ଥିତିରେ ଆଗେଇ ଆସିଛି ବଲାଙ୍ଗିର ଜିଲ୍ଲା ତୁଷୁରା ମାରୱାଡି ଯୁବା ମଞ୍ଚ । ସ୍ଥାନୀୟ ଜୈନ
Read More...

ସଇଁନ୍ତଲା ମାରୱାଡି ଯୁବା ମଞ୍ଚ ପକ୍ଷରୁ ଅକ୍ସିଜେନ ବ୍ୟାଙ୍କ ଉଦଘାଟନ

ସଇଁନ୍ତଲା, (ଅଜିତ କୁମାର ସାହୁ) : କରୋନା ମହାମାରୀକୁ ନେଇ ସାରା ରାଜ୍ୟରେ ଆତଙ୍କିତ ଅବସ୍ଥାରେ ଲୋକେ ରହୁଛନ୍ତି । ଅନେକ ଲୋକେ ଅକ୍ସିଜେନ ନପାଇବାରୁ ମୃତ୍ୟୁ ବରଣ ମଧ୍ୟ କରୁଛନ୍ତି । ତେବେ ଏଭଳି ପରିସ୍ଥିତିରେ ଆଗେଇ ଆସିଛି ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ମାରୱାଡି ଯୁବା ମଞ୍ଚ ।
Read More...

ଅଭାବନୀୟ ଘଟଣା : ଜମିବାଡ଼ି ବିବାଦକୁ ନେଇ ଗୋଷ୍ଠୀ ସଙ୍ଘର୍ଷ, ଜଣେ ମୃତ, ୨ ଅଟକ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲାରେ ଏକ ଅଭାବନୀୟ ଘଟଣା ଘଟିଥିବାର ଖବର ମଳିଛି । ସୂଚନା ଯୋଗ୍ୟ ଯେ, ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ଥାନା କୁମ୍ଭାରୀ ଗ୍ରାମରେ ଗ୍ରାମର ବିଜୟ ରଣା ଓ ଡ଼ିଙ୍ଗର ରଣାଙ୍କ ପରିବାର ମଧ୍ୟରେ ଜମିବାଡ଼ିକୁ କେନ୍ଦ୍ର କରି ଗତକାଲି
Read More...

ଘୁନସରରେ କୋଭିଡ଼ ପରୀକ୍ଷା, କୋଭିଡ଼ ପରୀକ୍ଷା ପାଇଁ କୀଟ୍‌ ଅଭାବ : ନିରାଶ ହୋଇ ଫେରିଗଲେ ଲୋକେ

ସଇଁନ୍ତଲା, (ଅଜିତ କୁମାର ସାହୁ) : କରୋନା ମହାମାରୀ ବୃଦ୍ଧି ପାଉଛି ସାରା ରାଜ୍ୟରେ । ଏବେ ଚିନ୍ତାରେ ଲୋକେ । କରୋନା ମହାମାରୀ ସଙ୍ଗେ ଲଢେଇ କରୁଛି ମଣିଷ । କେତେବେଳେ ହାରି ଯାଉଛି ତ ଆଉ କେତେବେଳେ ମଣିଷ ବିଜୟ ଲାଭ କରିଛି । ହେଲେ କରୋନା ମହାମାରୀକୁ ନେଇ ପ୍ରଶାସନ ପକ୍ଷରୁ ସଚେତନତା ଜାରି
Read More...

ବିଜେପି ନେତା ମହେନ୍ଦ୍ର ଠାକୁରଙ୍କ ପିତୃ ବିୟୋଗ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ଧରପଗଡ଼ ଗ୍ରାମର ବିଧାୟକ ପ୍ରାର୍ଥୀ ମହେନ୍ଦ୍ର ଠାକୁରଙ୍କ ପିତା ଲଷ୍ମୀଧର ଠାକୁର(୧୦୧)ଙ୍କ ପରଲୋକ ଘଟିଛି । ତାଙ୍କର ମୃତ୍ୟୁ ଖବର ପ୍ରସାର ହେବା ପରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ସେ ଅଞ୍ଚଳରେ ବେଶ ଜଣାଶୁଣା
Read More...

ସଇଁନ୍ତଲା ବ୍ଳକରେ ବଢୁଛି କରୋନା ସଂକ୍ରମଣ : ସ୍ଥିତି ଅନୁଧ୍ୟାନ କରୁଛି ସ୍ୱାସ୍ଥ୍ୟ ବିଭାଗ

ସଇଁନ୍ତଲା, (ଅଜିତ କୁମାର ସାହୁ) : କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଉଛି । ତେବେ କିଛି ଦିନ ହେବ ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକରେ ସଂକ୍ରମଣ ସ୍ଥିର ଅବସ୍ଥାରେ ଥିବା ବେଳେ ଗତକାଲି ବ୍ଳକରେ ସର୍ବାଧିକ ୮୦ଜଣ କରୋନା ଚିହ୍ନଟ ହୋଇଛନ୍ତି । ତେବେ ଏଭଳି ପରିସ୍ଥିତିରେ ଲୋକେ ଭୟ କରିବା
Read More...

ଗୁରୁତର ରୋଗୀଙ୍କୁ ରକ୍ତଦାନ କରି ଜୀବନ ବଞ୍ଚାଇଲେ ସ୍ୱାମୀ ସ୍ତ୍ରୀ

ସଇଁନ୍ତଲା, (ଅଜିତ କୁମାର ସାହୁ) : କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ବଲାଙ୍ଗିର ଜିଲ୍ଲାରେ ରକ୍ତର ଘୋର ଅଭାବ ମଧ୍ୟ ରହିଛି । ଏଭଳି ଘଡିସନ୍ଧି ମୁହୂର୍ତ୍ତରେ ଜିଲ୍ଲା ନାରୀ ଶକ୍ତି ଫାଉଣ୍ଡେସନର ଚେଷ୍ଟାରେ ଆଜି ଜଣେ ଗୁରୁତର ରୋଗୀଙ୍କ ଜୀବନ ବଞ୍ଚାଇଛନ୍ତି ସ୍ୱାମୀ ସ୍ତ୍ରୀ । ସୂଚନା ମତେ
Read More...

ଆମ୍ବ ବିକାଳୀଙ୍କୁ କରୋନା ମାଡ଼ : କେଜି ପିଛା ୫ ଟଙ୍କା

ସଇଁନ୍ତଳା, (ଅଜିତ କୁମାର ସାହୁ) : କରୋନା ମହାମାରୀକୁ ନେଇ ସାରା ରାଜ୍ୟ ଚିନ୍ତିତ । ଦିନକୁ ଦିନ ସଂକ୍ରମଣ ବୃଦ୍ଧି ପାଉଛି । ଅନ୍ୟପଟେ ଲକଡାଉନ ଯୋଗୁଁ ଗରିବ ଖଟିଖିଆ ଲୋକଙ୍କ ଉପରେ ପ୍ରଭାବିତ ହୋଇଛି । ଲକଡାଉନ ଯୋଗୁଁ ଅନେକ ନୀରିହ ଲୋକେ ଭୋକ ଉପାସରେ ଆଶ୍ରୟ ନେଇଛନ୍ତି । ଯାହା ଫଳରେ ଅନେକ
Read More...