Browsing Tag

saintala news

ଦେଓଗାଁ ସେବାଶ୍ରମ ଡବ୍ଲୁସିଡି ନିର୍ଦ୍ଦେଶକ ଅରବିନ୍ଦ ଅଗ୍ରୱାଲଙ୍କ ପରିଦର୍ଶନ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ଟିକ୍ରାପଡା ସ୍ଥିତ ଦେଓଗାଁ ଗୁରୁକୁଳ ସପ୍ତର୍ଷି ସେବାଶ୍ରମ ଦୟାନନ୍ଦ ବିହାରକୁ ଆଜି ଡବ୍ଲୁସିଡି ଓ ଓଏସସିପିଏସର ନିର୍ଦ୍ଦେଶକ ଅରବିନ୍ଦ ଅଗ୍ରୱାଲ ପରିଦର୍ଶନ କରିଥିଲେ । ପ୍ରଥମେ ଆଶ୍ରମର ଅଧିଷ୍ଠତା ପଣ୍ଡିତ ସହଦେବ
Read More...

ଆମ୍ବପାଲି ରାସ୍ତାରେ ଜମୁଛି ଆଣ୍ଠୁଏ ପାଣି : ପାଣି ନିସ୍କାସନ ପାଇଁ ଦାବୀ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ଆମ୍ବପାଲି ଗ୍ରାମର ଉପରପଡା ରାସ୍ତା ଚାରି ଛକ ଠାରେ ଡ୍ରେନକୁ ସଫା କରାଯାଉ ନଥିବା ବେଳେ ବର୍ଷା ହେଲେ ରାସ୍ତାରେ ଆଣ୍ଠୁଏ ପାଣି ଜମିରହୁ ଥିବା ନେଇ ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି । ରାଜ୍ୟ ଓ କେନ୍ଦ୍ର ସରକାର
Read More...

ଫାଇନାନ୍ସ କମ୍ପାନୀ କର୍ମଚାରୀଙ୍କ ଠାରୁ ୯୦ ହଜାର ଲୁଟ୍‌ ଅଭିଯୋଗ, ତଦନ୍ତ ଜାରି

ସଇଁନ୍ତଲା, (ଅଜିତ କୁମାର ସାହୁ) : ଦିନକୁ ଦିନ ସଇଁନ୍ତଲା ଅଞ୍ଚଳରେ ଚୋରି, ଡ଼କାୟତ ବଢି ଚାଲିଥିବା ବେଳେ ସାଧାରଣରେ ଆଶଂକା ପ୍ରକାଶ ପାଇଛି । ପୁଣି ଏକ ଲୁଟ୍‌ ଘଟଣା ଆଜି ସାମ୍‌ନାକୁ ଆସିଛି । ଆଜି ଫାଇନାନ୍ସ କର୍ମଚାରୀଙ୍କ ଠାରୁ ଲୁଟ ହୋଇଥିବା ନେଇ ବଲାଙ୍ଗିର ଜିଲ୍ଲା ସଇଁତଲା ଥାନାରେ
Read More...

ବିଷ ପିଇ ଯୁବତୀଙ୍କ ଆତ୍ମହତ୍ୟା

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ କୁମ୍ଭାରୀ ଗ୍ରାମରେ ଇନ୍ଦୁ ରଣା ନାମ୍ନୀ ଜଣେ ଯୁବତୀ ବିଷ ପିଇ ଆତ୍ମହତ୍ୟା କରିଥିବା ଜଣାପଡିଛି । ତେବେ ଯୁବତୀ ଜଣକ କେଉଁ କାରଣରୁ ଆତ୍ମହତ୍ୟା କଲେ, ତାହାର କାରଣ ଅସ୍ପଷ୍ଟ ରହିଛି । ଯୁବତୀଙ୍କ ସ୍ୱାସ୍ଥ୍ୟାବସ୍ଥା ଅତି
Read More...

ଗଛରେ ପିଟିଲା ଗାଡି : ଅଳ୍ପକେ ବର୍ତିଲେ ଲୋକେ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ଦେଓଗାଁ ବ୍ଳକ ନାକେରସିରା ଛକ ଠାରେ ଆଜି ସକାଳୁ ୫ ଘଣ୍ଟା ମଧ୍ୟରେ ବଲାଙ୍ଗିର ଦେଇ ଆସୁଥିବା ଗାଡି ନମ୍ବର ଓଡ଼ି ୦୨ ବିଏମ ୭୦୫୧ ଗାଡିଟି ଏକ ଲିମ୍ବ ଗଛର ପିଟି ହୋଇ ଅଳ୍ପକେ ବର୍ତିଲେ ଗାଡ଼ିରେ ଥିବା ୩ ଜଣ ଯୁବକ । ସୂଚନା ମତେ ବଲାଙ୍ଗିର
Read More...

ଭଙ୍ଗା ଘରେ ବିତୁଛି ବୃଦ୍ଧ ଦମ୍ପତିଙ୍କ ଜୀବନ

ସଇଁନ୍ତଲା, (ଅଜିତ କୁମାର ସାହୁ) : ରାଜ୍ୟ ଓ କେନ୍ଦ୍ର ସରକାର ଗରିବ ଲୋକମାନଙ୍କ ପାଇଁ ଆବାସ ଯୋଜନାରେ ସାମିଲ କରି ଘର ଯୋଗାଇ ଦେଉଥିବା ବେଳେ ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ କଅସର ପଞ୍ଚାୟତ ଭେଜିପଦର ଗ୍ରାମରେ ବସବାସ କରୁଛନ୍ତି ବୃଦ୍ଧ ପମ୍ପତି ଜଗମନ ମହାକୁର(୫୮), ଅଏଲା ମହାକୁର(୫୪) ।
Read More...

ଶୋଚନୀୟ ଅବସ୍ଥାରେ ବରଗାଁ – ଡ଼ଙ୍ଗରମୁଣ୍ଡା ରାସ୍ତା

ସଇଁନ୍ତଲା, (ଅଜିତ କୁମାର ସାହୁ) : ରାଜ୍ୟ ଓ କେନ୍ଦ୍ର ସରକାର ଗ୍ରାମାଞ୍ଚଳର ଉନ୍ନତି ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରି ରାସ୍ତା ନିର୍ମାଣ କରିଛନ୍ତି ହେଲେ ସ୍ୱାଧୀନତାର ୭୩ ବର୍ଷ ପରେ ମଧ୍ୟ ଗ୍ରାମାଞ୍ଚଳର ଉନ୍ନତି ପାଇଁ ସରକାରଙ୍କ ପକ୍ଷରୁ ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକର ଜାତୀୟ
Read More...

୪ ଫୁଟର ନାଗ ସାପ ଉଦ୍ଧାର କଲେ ବିକି

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ଘୁନସର ଗ୍ରାମର ରାଜ କିଶୋର ବେହେରାଙ୍କ ବାଇକରେ ଏକ ସାପ ଥିବାର ଦେଖିବାକୁ ପାଇଥିଲେ ପରିବାର ଲୋକେ । ତେବେ ଖବର ପାଇବା ପରେ ସାପଧରାଳି ବିକି ନାଗ ଘଟଣା ସ୍ଥାନକୁ ଆସି ବାଇକ ଭିତରୁ ୪ ଫୁଟର ଏକ ନାଗ ସାପ ଉଦ୍ଧାର
Read More...

ଧର୍ମପରାୟଣା ମହିଳା କମଳିନୀ ସାହୁଙ୍କ ପରଲୋକ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକ ଭଦ୍ରା ଏମ.ଇ. ସ୍କୁଲର ପୂର୍ବତନ ପ୍ରଧାନ ଶିକ୍ଷକ ତଥା ବିଆରସିସି ପର୍ଶୁରାମ ସାହୁଙ୍କ ଧର୍ମପତ୍ନୀ କମଳିନୀ ସାହୁ(୫୮)ଙ୍କ ଗୁରୁବାର ଦିନ ପରଲୋକ ହୋଇଯାଇଛି । ସେ ଗତବର୍ଷ କର୍କଟ ରୋଗରେ ଆକ୍ରାନ୍ତ ଥାଇ ଚିକିତ୍ସାଧୀନ
Read More...

ରଜ ପର୍ବ ପାଇଁ ଚଳଚଞ୍ଚଳ କୁଆଁରୀ ଝିଅ : କରୋନା ଆଗରେ ଫିକା ପଡିଛି ରଜ

ସଇଁନ୍ତଲା, (ଅଜିତ କୁମାର ସାହୁ) : ରଜ ପର୍ବ ଓଡିଶାରେ ଶେଷ୍ଠ ପର୍ବ ଭାବରେ ବେଶ ପରିଚିତ । ନୂଆ ରଙ୍ଗର ଡ୍ରେସ ପିନ୍ଧି, ପାଦରେ ଅଳତା, ହାତରେ ମେହେନ୍ଦୀ ଲଗାଇ ସଜେଇ ହୋଇ ବେଶ ହସ ଖୁସିରେ ଏହି ରଜ ପର୍ବକୁ ସହର ଠାରୁ ଏବେ ଗାଁ ଗାଁରେ ବେଶ ଧୁମ ଧାମରେ ମଧ୍ୟ ପାଳନ କରୁଛନ୍ତି କୁଆଁରୀ ଝିଅ
Read More...