Browsing Tag

saintala news

ଘୁନସରରେ ବାହୁଡା ଯାତ୍ରା ସମ୍ପନ୍ନ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ଅନ୍ତର୍ଗତ ଘୁନସର ଗ୍ରାମର ଚଳିତ ବର୍ଷ କରୋନା କଟକଣାକୁ ପାଳନ କରି ବାହୁଡା ଯାତ୍ରା ସମ୍ପନ୍ନ ହୋଇଯାଇଛି । ମୁଖ୍ୟ ପୂଜକ ବିଷ୍ଣୁ ପ୍ରସାଦ ନାଏକ ପୂଜାର୍ଚ୍ଚନା କରିଥିବା ବେଳେ ପ୍ରମୋଦ ନାଏକ, ବାଞ୍ଛାନିଧି ମିଶ୍ର, ସୁଦାମ…
Read More...

ଭାରସାମ୍ୟ ହରାଇ ଗଛରେ ପିଟି ହେଲା ବାଇକ : ଡାକ୍ତରଖାନାରେ ଯୁବକ ଭର୍ତ୍ତି

ସଇଁନ୍ତଲା, (ଅଜିତ କୁମାର ସାହୁ) : ସଇଁନ୍ତଲା ବ୍ଳକ କୁମ୍ଭାରୀ ନିକଟ କାନ୍ଦୁଲସର ଠାରେ ଭାରସାମ୍ୟ ହରାଇ ଜଣେ ଯୁବକ ତା'ର ବାଇକକୁ ଗଛରେ ପିଟି ଦେଇଥିବା ବେଳେ ଆମ୍ବୁଲାନ୍ସ ଯୋଗୁଁ ତାକୁ ସ୍ଥାନୀୟ ଡାକ୍ତରଖାନାରେ ଚିକିତ୍ସିତ ପାଇଁ ନିଆଯାଇଥିବା ବେଳେ ତାର ପରିଚୟ ମିଳିପାରି ନାହିଁ । ଯୁବକ…
Read More...

ବୃକ୍ଷ ରୋପଣ କରି ନିଜ ବିବାହ ବାର୍ଷିକ ଉତ୍ସବ ପାଳନ କଲେ ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ଓ ପୁର୍ବତନ ବ୍ଳକ ଅଧ୍ୟକ୍ଷ।…

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ନିଜ ବାସ ଭବନ ଠାରେ ଆଜି ପୁର୍ବତନ ମନ୍ତ୍ରୀ ତଥା କଂଗ୍ରେସ ଦଳ ବରିଷ୍ଠ ନେତା ସୁରେନ୍ଦ୍ର ସିଂ ଭୋଇ ଓ ପୂର୍ବତନ ବ୍ଳକ ଅଧକ୍ଷ। ମୋନିକା ସିଂ ଭୋଇଙ୍କ ଆଜି ୨୫ ତମ ବିବାହ ବାର୍ଷିକ ଉତ୍ସବକୁ ବୃକ୍ଷ ରୋପଣ କରି ନିଆଁରା…
Read More...

ବିଦ୍ୟୁତ ଦର ବୃଦ୍ଧି ପ୍ରତିବାଦରେ ସଇଁନ୍ତଲା ବିଜେପିର ବିକ୍ଷୋଭ : ଏସଡ଼ିଓଙ୍କୁ ଘେରିଲେ ବିଜେପି କର୍ମୀ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବିଦ୍ୟୁତ ଦର ବୃଦ୍ଧି ହ୍ରାସ କରିବା ଓ ଓଡ଼ିଶାର ଜନସାଧାରଣଙ୍କୁ ନିରବଚ୍ଚିନ୍ନ ଭାବେ ବିଦ୍ୟୁତ ଯୋଗାଇବା ଦାବୀରେ ଆଜି ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ ନିର୍ବାଚନ ମଣ୍ଡଳୀ ବିଜେପି ତରଫରୁ ବଲାଙ୍ଗିର ସାଂସଦଙ୍କ ସଇଁନ୍ତଲା ବ୍ଳକ ପ୍ରତିନିଧି ଅକ୍ଷୟ ରଣାଙ୍କ…
Read More...

ଲେମ୍ବୁ ଗଛରୁ ବୃଦ୍ଧଙ୍କ ଝୁଳନ୍ତା ମୃତଦେହ ଉଦ୍ଧାର : ଗୁଣି ଗାରେଡି ନେଇ ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ, ୫ ଅଟକ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ଭନ୍ଦ୍ରା ପଞ୍ଚାୟତସ୍ଥିତ ବରାହମାଲ ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଗୁଣି ଗାରେଡି ସନ୍ଧେହରେ ବୃଦ୍ଧ ନିତ୍ୟା ଭୋଇ(୬୫)ଙ୍କ ହତ୍ୟା ହୋଇଥିବା ନେଇ ଅଭିଯୋଗ ଆଣିଲେ ପରିବାର ଲୋକେ ।ତେବେ ବୃଦ୍ଧଙ୍କ…
Read More...

କେଦୁପତ୍ର ତୋଳାଳିଙ୍କ ଟଙ୍କା ହଡ଼ପ ନେଇ ଅଭିଯୋଗ : ତଦନ୍ତ ପାଇଁ ଦାବୀ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ଘୁନସର ସର୍କଲ କଂସର ଗ୍ରାମର ପତ୍ର ତୋଳାଳିଙ୍କ ଟଙ୍କା ହଡ଼ପ ହୋଇଥିବା ଅଭିଯୋଗ ହୋଇଛି । ତେବେ ଏହାର ତଦନ୍ତ କେବେ ହେବ ତାହାକୁ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ସୂଚନା ମତେ, କଅଁସର ଗ୍ରାମର କେନ୍ଦୁପତ୍ର…
Read More...

୫.୭ଫୁଟ୍‌ର ନାଗ ସାପ ଉଦ୍ଧାର କଲେ ବିକି

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ଘଣ୍ଟବାହାଲି ଗ୍ରାମରେ ଜଣେ ଯୁବକଙ୍କ ଘରେ ସାପ ରହି ଥିବା ସ୍ଥାନୀୟ ଲୋକେ ଦେଖି ବାକୁ ପାଇଥିଲେ । ପରେ ସାପ ଧରାଳି ବିକି ଜି ନାଗଙ୍କୁ ଖବର ଦେଇଥିଲେ । ଖବର ପାଇବା ପରେ ବିକି ଉକ୍ତ ଗ୍ରାମକୁ ପହଁଚି ୫.୭ଫୁଟର ଗୁଖୁରା…
Read More...

ସଇଁନ୍ତଲା କଂଗ୍ରେସ ଦଳ ପକ୍ଷରୁ ତୈଳ ଦର ବୃଦ୍ଧିକୁ ନେଇ ଦସ୍ତଖସ୍ତ ଅଭିଯାନ

ସଇଁନ୍ତଲା, (ଅଜିତ କୁମାର ସାହୁ) : ସାରା ଦେଶରେ ଦିନକୁ ଦିନ ଅହେତୁକ ପେଟ୍ରୋଲ, ଡିଜେଲ, ରନ୍ଧନ ଗ୍ୟାସ ତଥା ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀର ଅହେତୁକ ମୁଲ୍ୟବୃଦ୍ଧି ଘଟିଛି । ତେବେ ଏହାର ପ୍ରତିବାଦରେ ଅନେକ ଥର କଂଗ୍ରେସ ଦଳ ପକ୍ଷରୁ ଆନ୍ଦୋଳନ କରାଯିବା ସହ ରାଜରାସ୍ତାକୁ ଉହ୍ଲାଇବା ସହ…
Read More...

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରୁ ବଞ୍ଚିତ : ବ୍ଳକ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ସଇଁନ୍ତଲା, (ଅଜିତ କୁମାର ସାହୁ) : କେନ୍ଦ୍ର ସରକାରଙ୍କ ପକ୍ଷରୁ ୨୦୨୨ ସୁଦ୍ଧା ସମସ୍ତ ଗରିବ ଲୋକଙ୍କ ପାଇଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ କରିବା ସହ ସମସ୍ତେ ପକ୍କା ଘରେ ରହିବେ ବୋଲି ଭାଷଣ ବାଜିରେ କଥା ସାରି ଦେଇଛନ୍ତି ହେଲେ ହଜାର ହଜାର ଲୋକେ ଏବେ ବି ଭଙ୍ଗା ଘରରେ ଜୀବନ…
Read More...

ଜନ ଶିକ୍ଷଣ ସଂସ୍ଥାନ ପକ୍ଷରୁ କରୋନା ସଚେତନତା ଅଭିଯାନ

ସଇଁନ୍ତଲା, (ଅଜିତ କୁମାର ସାହୁ) : କରୋନା ମହାମାରୀକୁ ନେଇ ସାରା ରାଜ୍ୟରେ ଆତଙ୍କିତ ଅବସ୍ଥାରେ ରହୁଥିବା ବେଳେ ବର୍ତ୍ତମାନ ସୁଦ୍ଧା ଧୀରେ ଧୀରେ କରୋନା ସଂକ୍ରମଣ ହ୍ରାସ ପାଉଛି । ତେବେ ଆଜି ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ବୁଡ଼ାବାହାଲ ସ୍ଥାନୀୟ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଜନ…
Read More...