Browsing Tag

rourakela news

ଉଦ୍‌ଘୋଷକଙ୍କ ପିତୃବିୟୋଗ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଜ୍ୟର ଜଣାଶୁଣା ତଥା ରାଉରକେଲା ଅଲ ଇଣ୍ଡିଆ ରେଡିଓର ଉଦ୍‌ଘୋଷକ ଅଶୋକ କୁମାର ରାଉତଙ୍କ ପିତା ଶୁକଦେବ ରାଉତ (୭୪)ଙ୍କ ହୃଦଘାତରେ ଆଜି ସକାଳେ ବିୟୋଗ ହୋଇଯାଇଛି । ସ୍ୱର୍ଗତ ରାଉତ ବିଏସ୍‌ଏନ୍‌ଏଲ୍‌ର ପ୍ରାକ୍ତନ କର୍ମଚାରୀ ଥିଲେ । ସେ ଜଣେ ସରଳ ଅମାୟିକ ତଥା
Read More...

ସାରସ୍ୱତ ସାଧକ ଡ. ଭୋଳାନାଥ ରାଉତଙ୍କ ବିୟୋଗରେ ଶୋକସଭା

ରାଉରକେଲା, (ସସ୍ମିତା ପ୍ରଧାନ) : ପ୍ରବୀଣ ଶିକ୍ଷାବିତ୍ ତଥା ସାରସ୍ୱତ ସାଧକ ଡକ୍ଟର ଭୋଳାନାଥ ରାଉତଙ୍କ ବିୟୋଗରେ ରାଉରକେଲା ଆଇନ ମହାବିଦ୍ୟାଳୟଠାରେ ଏକ ଶୋକସଭା ଆୟୋଜନ କରାଯାଇଥିଲା । ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ଦେବେନ୍ଦ୍ର ନାଥ ବେହେରାଙ୍କ ସଭାପତିତ୍ୱରେ ଆୟୋଜିତ ଏହି ଶୋକସଭାରେ ଆଇନ
Read More...

ସାରସ୍ୱତ ସାଧକ ବକୁଳବନର ବାଗ୍ମୀ ପଣ୍ଡିତ ଗୋଦାବରୀଶ ମିଶ୍ର ଜୟନ୍ତୀ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ସତ୍ୟବାଦୀ ପଞ୍ଚସଖା ଯୁଗର ଅନ୍ୟତମ ସାରସ୍ୱତ ସାଧକ ବକୁଳବନର ବାଗ୍ମୀ ପଣ୍ଡିତ ଗୋଦାବରୀଶ ମିଶ୍ର ୧୩୬ତମ ଜୟନ୍ତୀ ଇସ୍ପାତ ମାର୍କେଟଠାରେ ଅନୁଷ୍ଠିତ ହୋଇଯାଇଛି । କବି ଆର୍ତ୍ତତ୍ରାଣ ମହାପାତ୍ରଙ୍କ ଆବାହକତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରାକ୍ତନ ପୁଲିସ
Read More...

ସିୟର କାର୍ଯ୍ୟାଳୟଠାରେ ଇ ଶ୍ରମ କାର୍ଡ ବଣ୍ଟନ

ରାଉରକେଲା, (ସସ୍ମିତା ପ୍ରଧାନ) : ସୁନ୍ଦରଗଡ ଅଟୋ ୱାର୍କର୍ସ ଆସୋସିଏସନ୍ ତରଫରୁ ଇ ଶ୍ରମ କାର୍ଡ ସେକ୍ଟର ୭ ସ୍ଥିତ ସିୟର କାର୍ଯ୍ୟାଳୟଠାରେ ବଣ୍ଟନ କରାଯାଇଛି । ଆସୋସିଏସନ୍‌ର ସଭାପତି ଆଇନଜୀବୀ ବୈଦ୍ୟନାଥ ଦାସଙ୍କ ସଭାପତିତ୍ୱ ଓ ସାଧାରଣ ସଂପାଦକ ଭୂବନ ବେହେରାଙ୍କ ଆବାହକତ୍ୱରେ ଆୟୋଜିତ ଏହି
Read More...

ଲାୟନ୍ସ କ୍ଲବ ତରଫରୁ ଶିକ୍ଷକ ପ୍ରଶିକ୍ଷଣ କର୍ମଶାଳା ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଲାୟନ୍ସ କ୍ବେଷ୍ଟ ଇଣ୍ଟରନେସେନାଲ୍ ଫାଉଣ୍ଡେସନ ତରଫରୁ ଦୁଇ ଦିନିଆ ଶିକ୍ଷକ ପ୍ରଶିକ୍ଷଣ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଲାୟନ୍ସ କ୍ଲବ ରାଉରକେଲା, ଲାୟନ୍ସ କ୍ଲବ ପାନପୋଷ ଓ ଲାୟନ୍ସ କ୍ଲବର ଛେଣ୍ଡର ମିଳିତ ଆନୁକୂଲ୍ୟରେ ଏହି ଦୁଇଦିନିଆ କର୍ମଶାଳା
Read More...

ରତ୍ନାକର ଭାରିମଲ୍ଲଙ୍କ ବିୟୋଗ ସଚେତନ ନାଗରିକ ମଞ୍ଚ ପାଇଁ ଅପୂରଣୀୟ କ୍ଷତି

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ସହରର ଜଣେ ପ୍ରତିଷ୍ଠିତ ବ୍ୟକ୍ତିତ୍ୱ, ସମାଜସେବୀ, ଶିକ୍ଷାବିତ୍, ରାଜନେତା, ସଂଗଠକ ତଥା ସର୍ବୋପରି ଜଣେ ହୃଦୟବାନ ମଣିଷ ରତ୍ନାକର ଭାରିମଲ୍ଲଙ୍କ ବିୟୋଗ ସଚେତନ ନାଗରିକ ମଞ୍ଚ ପାଇଁ ଅପୂରଣୀୟ କ୍ଷତି । ସ୍ୱର୍ଗତ ଭାରିମଲ୍ଲ ସଚେତନ ନାଗରିକ ମଞ୍ଚର
Read More...

ଆସନ୍ତା ଫେବୃୟାରୀରେ ଇସ୍ପାତ ସାହିତ୍ୟ ସଂସଦର ସୁବର୍ଣ୍ଣ ଜୟନ୍ତୀ

ରାଉରକେଲା, (ସସ୍ମିତା ପ୍ରଧାନ) : ଆସନ୍ତା ୨୦୨୨ ମସିହା ଫେବୃଆରୀ ମାସରେ ଇସ୍ପାତ ସାହିତ୍ୟ ସଂସଦର ସୁବର୍ଣ୍ଣ ଜୟନ୍ତୀ ମହୋତ୍ସବ ମହାସମାରୋହରେ ପାଳନ କରାଯିବ ବୋଲି ସଂସଦର ସାଧାରଣ ପରିଷଦ ବୈଠକରେ ନିଷ୍ପତ୍ତି ନିଆଯାଇଛି । ସଂସଦର ସଭାପତି ତ୍ରିଲୋଚନ ମଥାନଙ୍କ ସଭପତିତ୍ୱ ଓ ସାଧାରଣ ସଂପାଦକ
Read More...

ବରିଷ୍ଠ ନାଗରିକଙ୍କ ପ୍ରତି ପ୍ରଶାସନିକ ଉଦାସୀନତା ନେଇ ଉଦ୍‌ବେଗ

ରାଉରକେଲା, (ସସ୍ମିତା ପ୍ରଧାନ) : ବିଭିନ୍ନ ବରିଷ୍ଠ ନାଗରିକ ସଂଗଠନର ଏକ ସମ୍ମିଳିତ ବୈଠକ ଜଗଦାସ୍ଥିତ ବରିଷ୍ଠ ନାଗରିକ ସୁରକ୍ଷା ମଞ୍ଚର ସଭା ଗୃହରେ ଅନୁଷ୍ଠିତ ହେଇଯାଇଛି । ମଞ୍ଚର ଉପଦେଷ୍ଟା ସଂଜୀବ ମହାନ୍ତି ସଭାରେ ଅଧକ୍ଷତା କରି ବରିଷ୍ଠ ନାଗରିକ ସଂଗଠନମାନଙ୍କର କର୍ମକର୍ତ୍ତାମାନଙ୍କୁ
Read More...

ଏଲ୍‌ଆଇସି ସମ୍ବଲପୁର ଡିଭିଜନ ପ୍ରଥମ ଶ୍ରେଣୀ ଅଫିସର ସଂଘର ସାଂଗଠନିକ ସଭା

ରାଉରକେଲା, (ସସ୍ମିତା ପ୍ରଧାନ) : ଏଲ୍‌ଆଇସି (ଜୀବନ ବୀମା ନିଗମ) ସମ୍ବଲପୁର ଡିଭିଜନ ପ୍ରଥମ ଶ୍ରେଣୀ ଅଫିସର ସଂଘର ଏକ ସାଂଗଠନିକ ସଭା ସେକ୍ଟର ୧୯ ରାଉରକେଲା ଏଲଆଇସି କାର୍ଯ୍ୟାଳୟଠାରେ ଅନୁଷ୍ଠିତ ହୋଇଯାଇଛି । ସଂଘର ସଭାପତି ନୃସିଂହ ଚରଣ ବିଶ୍ୱାଳଙ୍କ ଅଧ୍ୟକ୍ଷତା ଓ ସାଧାରଣ ସଂପାଦକ ସୁନିଲ
Read More...

ଆଜାଦହିନ୍ଦ୍ ସରକାର ପ୍ରତିଷ୍ଠା ଦିବସ ଉପଲକ୍ଷେ ଆଲୋଚନା ସଭା

ରାଉରକେଲା, (ସସ୍ମିତା ପ୍ରଧାନ) : ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୫ତମ ଜୟନ୍ତୀ ବର୍ଷ ଓ ଆଜାଦହିନ୍ଦ୍ ସରକାରର ୭୯ ତମ ପ୍ରତିଷ୍ଠା ଦିବସ ଅବସରରେ ଏକ ଆଲୋଚନା ସଭା ସାରା ଓଡିଶା ନେତାଜୀ ସୁବାଷ ୧୨୫ତମ ଜୟନ୍ତୀ ପାଳନ କମିଟି ତରଫରୁ ସେକ୍ଟର ୧ ସ୍ଥିତ ଡିଭାଇନ ଲାଇଫ ଏକାଡେମୀଠାରେ ଅନୁଷ୍ଠିତ
Read More...