Browsing Tag

rourakela news

ସମାଜର ବିକାଶ ପାଇଁ ବିଜ୍ଞାନକୁ କେବଳ ଭାରତ ବ୍ୟବହାର କରିପାରିବ : ରାଜ୍ୟପାଳ

ରାଜଗାଙ୍ଗପୁର/ରାଉରକେଲା, (ସସ୍ମିତା ପ୍ରଧାନ) : ବିଜ୍ଞାନକୁ ବିନାଶରେ ନୁହେଁ ବିକାଶରେ କେବଳ ଆମ ଭାରତ ବର୍ଷ ହିଁ ବ୍ୟବହାର କରିପାରିବ । ଧ୍ୱଂସ ପାଇଁ ମିସାଇଲ ତିଆରି କରିବା ପରିବର୍ତ୍ତେ ବିକାଶ ପାଇଁ ମିସାଇଲ ତିଆରି କରିବା ଦରକାର । ଏହା ଭାରତ ବର୍ଷ ପାଇଁ ସମ୍ଭବ । ଏହା କେବଳ ଭାରତର
Read More...

ରାଉରକେଲା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଆତ୍ମସୁରକ୍ଷା ତାଲିମ ଶିବିର ଉଦ୍‌ଯାପିତ

ରାଉରକେଲା, (ସସ୍ମିତା ପ୍ରଧାନ) : ସେକ୍ଟର ୪ ସ୍ଥିତ ରାଉରକେଲା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଆତ୍ମସୁରକ୍ଷା ତାଲିମ ଶିବିର ୨୦୨୧- ୨୨ ଉଦ୍‌ଯାପିତ ହୋଇଯାଇଛି । ବିଦ୍ୟାଳୟର ଅଧ୍ୟକ୍ଷା ସୁଜାତା ପ୍ରଧାନଙ୍କ ଅଧ୍ୟକ୍ଷତା ଓ କାର୍ଯ୍ୟକ୍ରମର ସଂଯୋଜିକା ଅଧ୍ୟାପିକା ବନ୍ଦନା ସୋରେନଙ୍କ ମଂଚ
Read More...

ଓଡ଼ିଶାରେ ଓଡ଼ିଆ ଭଦ୍ରଲୋକ ଡାକଘରେ ହଟହଟା

ରାଉରକେଲା, (ସସ୍ମିତା ପ୍ରଧାନ) : ଓଡ଼ିଆ ଭାଷା ବିକାଶ ମଞ୍ଚର ସାଧାରଣ ସମ୍ପାଦକ ଆର୍ତ୍ତତ୍ରାଣ ମହାପାତ୍ର ୧୮ ତାରିଖ ଦୁଇଟା ପଇଁଚାଳିଶ ମିନିଟ୍ ସମୟରେ ଏକ ରେଜିଷ୍ଟ୍ରି ଚିଠି ପାଇଁ ଚାରି ନମ୍ବର ଡାକଘରର ବିଭାଗୀୟ କର୍ମଚାରୀଙ୍କୁ ପ୍ରଦାନ କରିଥିଲେ । ଦାୟିତ୍ଵରେ ଥିବା କର୍ମଚାରୀ ହିନ୍ଦୀରେ
Read More...

ହିନ୍ଦୁ ସଂଗଠିତ ନହେଲେ ସମ୍ବିଧାନ ମଧ୍ୟ ଆମକୁ ରକ୍ଷା କରିପାରିବ ନାହିଁ – ତୋଗାଡିଆ

ରାଉରକେଲା, (ସସ୍ମିତା ପ୍ରଧାନ) : କାଶ୍ମୀରଠାରୁ କୈରାନା ଯାଏ ଦିନକୁଦିନ ହିନ୍ଦୁମାନଙ୍କ ପଳାୟନ ଜାରୀ ରହିଥିବା ବେଳେ ଏ ଦେଶର ବିଭିନ୍ନ ଭାଗରେ ହିନ୍ଦୁମାନଙ୍କ ଜୀବନଧାରା ଦୁର୍ବିସହ ହେଉଛି । ଯେଉଁଠି ହିନ୍ଦୁ ମାନଙ୍କ ସଂଖ୍ୟା ହ୍ରାସ ପାଉଛି, ସେଠି ହିନ୍ଦୁ ହତ୍ୟା, ବଳାତ୍କାର ତଥା ଅମାନୁଷିକ
Read More...

ବାସୁଦେବପୁର ଜନକଲ୍ୟାଣ ପରିଷଦ ଆନୁକୂଲ୍ୟରେ ଜାତୀୟ କବି ବାଞ୍ଛାନିଧି ଜୟନ୍ତୀ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲାର ଅଗ୍ରଣୀ ସାମାଜିକ- ସାଂସ୍କୃତିକ ଅନୁଷ୍ଠାନ ବାସୁଦେବପୁର ଜନକଲ୍ୟାଣ ପରିଷଦ ଆନୁକୂଲ୍ୟରେ ଛେଣ୍ଡ କଲୋନୀ ସ୍ଥିତ ହୃଷିକେଶ ରାୟ ମହାବିଦ୍ୟାଳୟ ପରିସରରେ ଜାତୀୟ କବି ବାଞ୍ଛାନିଧି ମହାନ୍ତିଙ୍କ ୧୨୬ତମ ଜୟନ୍ତୀ ପାଳିତ ହୋଇଯାଇଛି । ସଭା ପ୍ରାରମ୍ଭରେ
Read More...

ଓମ୍‌ଫେଡ୍‌ର ପ୍ରଦୂଷଣ ନେଇ ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ଅସନ୍ତୋଷ

ରାଉରକେଲା, (ସସ୍ମିତା ପ୍ରଧାନ) : ଆଜି ପ୍ରଧାନପାଲି ଅଞ୍ଚଳର ଜନ ସାଧାରଣମାନେ ବିଭିନ୍ନ ସମସ୍ୟା ନେଇ ପ୍ରଦୂଷଣ ବିଭାଗ ଯାଇଥିଲେ । ପାଖରେ ଥିବା ଫାକ୍ଟ୍ରିରୁ ଅନବରତ କଳା ଧୂଆଁ ବାହାରି ସ୍ଥାନୀୟ ଅଂଚଳରେ ବାୟୁ ପ୍ରଦୂଷଣ କରୁଛି । ଯାହାଦ୍ୱାରା କି ଛୋଟ ପିଲା ଓ ବୟସ୍କମାନେ ବିଭିନ୍ନ ରୋଗର
Read More...

୧୯୭୮ ବ୍ୟାଚର ମତ ବିନିମୟ କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ଦୈନଦିନ ଜୀବନ ସଂଘର୍ଷରୁ କିଛି ସମୟ ବାହାର କରି ପୁରୁଣା ସ୍ମୃତିକୁ ମନେପକାଇବା ସହ ପରସ୍ପର ମଧ୍ୟରେ ମତ ବିନିମୟ ପାଇଁ ସମସ୍ତଙ୍କ ମନରେ ଉଦବେଗ ରହିଥିବା ବେଳେ କେତେବେଳେ ତାହା ସମ୍ଭବ ତ ପୁଣି କେତେବେଳେ ସବୁ ପ୍ରସ୍ତୁତି ଥାଇ ମଧ୍ୟ କିଛି ହୋଇପାରେନି ।
Read More...

ରାଉରକେଲା ବିକାଶ ମଞ୍ଚ ୮ ଦଫା ଦାବୀ ନେଇ ସଚେତନତା ସମାବେଶ

ରାଉରକେଲା, (ସସ୍ମିତା ପ୍ରଧାନ) : ସ୍ଥାନୀୟ ବିଶ୍ରା ଛକଠାରେ ରାଉରକେଲା ବିକାଶ ମଞ୍ଚର ଆବାହକ ଡଃ ସୁମନ ଦତ୍ତଙ୍କ ଆବାହକତ୍ୱରେ ୮ ଦଫା ଦାବୀ ନେଇ ଆୟୋଜିତ ସଚେତନତା ସମାବେଶରେ ରାଉରକେଲାର ବିଭିନ୍ନ ରାଜନୈତିକ ଦଳ, ଶ୍ରମିକ ସଙ୍ଗଠନ, ସାମାଜିକ, ସାହିତ୍ୟ, ସାଂସ୍କୃତିକ, ଶିକ୍ଷାନୁଷ୍ଠାନର
Read More...

ରାଉରକେଲା ରିଂ ରୋଡ ୭/୧୫ ଛକ ଠାରେ ଭୟଙ୍କର ସଡ଼କ ଦୁର୍ଘଟଣା : ଡ୍ରାଇଭର ଆହତ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ରିଂ ରୋଡ ୭/୧୫ ଛକ ଠାରେ ସଡ଼କ ଦୁର୍ଘଟଣା ଘଟିଥିବା ଜଣାପଡିଛି । ସୂଚନା ଅନୁସାରେ ଗାଡ଼ି ନମ୍ବର OD 14Z 6056ରେ ଛେଣ୍ଡ ଅଂଚଳର ଅଭିଳାଷ ସାହୁ ନାମକ ଜଣେ ବ୍ୟକ୍ତିଙ୍କ ପୁଅ ତାଙ୍କ ଡ୍ରାଇଭରକୁ ସାଙ୍ଗରେ ନେଇ କୌଣସି କାମରେ ଯାଇ ଘରକୁ ଫେରୁଥିବା
Read More...

ତୋଗାଡିଆଙ୍କ କାର୍ଯ୍ୟକ୍ରମ ସ୍ଥଳ ସ୍ଥାନାନ୍ତର

ରାଉରକେଲା, (ସସ୍ମିତା ପ୍ରଧାନ) : ବିଶ୍ୱହିନ୍ଦୁ ପରିଷଦକୁ ଛାଡି ୨୦୧୮ ମସିହାରେ ଅନ୍ତରାଷ୍ଟ୍ରୀୟ ହିନ୍ଦୁ ପରିଷଦର ଗଠନ କରିଥିବା ବିଶ୍ୱବିଖ୍ୟାତ କେନସର ସର୍ଜନ ଡକ୍ଟର ପ୍ରବୀଣ ଭାଇ ତୋଗାଡିଆ ଆସନ୍ତା କାଲି ସୁନ୍ଦରଗଡ଼ ଗସ୍ତରେ ଆସୁଥିବା ବେଳେ ମାଦ୍ରୀକାଲୋ ଭବନରେ ଅନୁଷ୍ଠିତ ଏକ ବିଶାଳ
Read More...