Browsing Tag

puri news

ବଲାଙ୍ଗିର ରେଡ଼କ୍ରସ କର୍ମୀ ଦେଖାଇଲେ ମହାନତା : ନିଜ ଜୀବନକୁ ବାଜି ଲଗାଇ ଅନ୍ୟର ଜୀବନ ବଞ୍ଚାଇଲେ

ପୁରୀ, (ଦିଲ୍ଲୀପ କୁମାର ଧାଉଡିଆ) : ଆଜି ସମୟ ୨:୩୦ ଘଣ୍ଟା ସମୟରେ ପୁରୀର ଏକ ହୋଟେଲ ସମ୍ମୁଖ ଗୋଲଡେନ ବିଚ ବେଳାଭୂମି ସମୁଦ୍ରରେ ଗାଧୋଇବା ସମୟରେ ପଶ୍ଚିମବଙ୍ଗରୁ ଆସିଥିବା ମାଧ୍ୟବ ଚକ୍ରବର୍ତ୍ତୀ ଓ ତାଙ୍କ ସ୍ତ୍ରୀ ସୁନିତା ଚକ୍ରବର୍ତ୍ତୀ ସମୁଦ୍ର ଢେଉରେ ଭାଷି ଯାଇଥିବା ବେଳେ ପାଖରେ ଉପସ୍ଥିତ
Read More...

ବେଳାଭୂମିରେ ରେଡ଼କ୍ରସ କର୍ମୀ ଦ୍ୱାରା ସ୍ୱଚ୍ଛତା ଓ ପ୍ଲାଷ୍ଟିକ ମୁକ୍ତ ସେଚେତନତା କାର୍ଯ୍ୟକ୍ରମ

ପୁରୀ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ବେଳାଭୂମିରେ ବଲାଙ୍ଗିର ରେଡ଼କ୍ରସ କର୍ମୀମାନଙ୍କ ଦ୍ୱାରା ସ୍ୱଚ୍ଛତା ଓ ପ୍ଲାଷ୍ଟିକ ମୁକ୍ତ ସେଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପୁରୀ ଗୋଲଡେନ ବିଚ୍‌ରେ ରେଡ଼କ୍ରସ କର୍ମୀମାନଙ୍କ ଦ୍ଵାରା ଲୋକମାନଙ୍କୁ ସମ୍ବଳ ଆମର, ଏହାର ସ୍ୱଚ୍ଛତା,
Read More...

୨୫୦ ଗ୍ରାମ୍ ବ୍ରାଉନସୁଗାର ଜବତ କରିବା ସହ ୫ ଜଣ ବେପାରୀଙ୍କୁ ଗିରଫ କଲା ଏସଟିଏଫ୍

ପୁରୀ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ବଳିଆପଣ୍ଡା ବାଇପାସ ଅଂଚଳରୁ ୨୫୦ ଗ୍ରାମ୍ ବ୍ରାଉନସୁଗାର ଜବତ କରିବା ସହ ୫ ଜଣ ବେପାରୀଙ୍କୁ ଗିରଫ କରିଛି ପୁରୀ ଏସଟିଏଫ୍ ବୋଲି ଖବର ମିଳିଛି । ଗିରଫ ୫ ଜଣ ବେପାରୀଙ୍କ ଘର ଖୋର୍ଦ୍ଧା ଜିଲ୍ଲାରେ ହୋଇଥିବା ବେଳେ ଜବତ ୨୫୦ ଗ୍ରାମ୍ ବ୍ରାଉନସୁଗାରର
Read More...

ମାନସିଂହ ସାହିତ୍ୟ ସଂସଦର ନବମ ମାସିକ କବିତା ଆସର ଅନୁଷ୍ଠିତ

ପୁରୀ : ମାନସିଂହ ସାହିତ୍ୟ ସଂସଦ, ନନ୍ଦଳା, ପୁରୀର ନବମ ମାସିକ କବିତା ଆସର ଆଜି ସନ୍ଧ୍ୟା ୭ଟାରେ ଅନୁଷ୍ଠିତ ହୋଇଯାଇଛି । ସୁସାହିତ୍ୟିକ ତଥା ପୁରୁଷୋତ୍ତମପୁର ଗୋଷ୍ଠୀ ଶିକ୍ଷାଧିକାରୀ ହରେକୃଷ୍ଣ ପଣ୍ଡା ମୁଖ୍ୟଅତିଥି ରୂପେ ଯୋଗ ଦେଇ କବିଙ୍କ ଅନ୍ତର ଆବେଗ ଉପରେ ଆଲୋକପାତ କରିଥିଲେ । ମୁଖ୍ୟ
Read More...

ପିପିଲିରେ ପୁଣି ବିଜେଡିର ବାଜିମାତ୍‌ : ଅମାନତ ହରାଇଲା କଂଗ୍ରେସ

୨୦ ହଜାରରୁ ଊର୍ଦ୍ଧ୍ୱ ଭୋଟ୍‌ରେ ଜିତିଲେ ବିଜେଡି ପ୍ରାର୍ଥୀ ରୁଦ୍ର ମହାରଥୀପୁରୀ, (ଦିଲ୍ଲୀପ କୁମାର ଧାଉଡିଆ) : ପିପିଲିରେ ପୁଣି ବିଜେଡିର ବାଜିମାତ୍‌ । ପିପିଲି ଉପନିର୍ବାଚନରେ ବିଜୁ ଜନତା ଦଳ ବିପୁଳ ପରିମାଣରେ ମତଦାନ ସାଉଁଟି ବିଜୟ ଲାଭ କରିଛି । ମୋଟ୍ ୨୫ ରାଉଣ୍ଡ ଗଣତି ପରେ ବିଜେଡି
Read More...

ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ଅବସରରେ ସଫେଇ କାର୍ଯ୍ୟକ୍ରମ

ପୁରୀ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ୍ ଅନ୍ତର୍ଗତ ମୁନିନ୍ଦା ଗ୍ରାମ ପଞ୍ଚାୟତର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବରକେରାରେ ଜାତିର ଜନକ ମହାତ୍ମାଗାନ୍ଧୀ ଓ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ ବାହାଦୁର ଶାସ୍ତ୍ରୀଙ୍କ ଜନ୍ମ ଜୟନ୍ତୀ ପାଳନ କରାଯାଇଛି ।
Read More...

ଆଗାମୀ ସାଢେ ତିନି ବର୍ଷରେ ଭାରତ ହେବ ହିନ୍ଦୁରାଷ୍ଟ୍ର : ପୁରୀ ଶଙ୍କରାଚାର୍ଯ୍ୟ

ପୁରୀ, (କେପିଏନ୍‌ଏସ୍‌) : ଗତ ତା ୧୩ ଓ ୧୪ ସେପ୍ଟେମ୍ବର ଦୁଇଦିନ ଧରି ଶଙ୍କରାଚାର୍ଯ୍ୟ ପୂଜ୍ୟପାଦ ଶ୍ରୀମଜ୍ଜଗଦ୍‌ଗୁରୁ ସ୍ୱାମୀ ନିଶ୍ଚଳାନନ୍ଦସରସ୍ୱତୀଜୀ ମହାରାଜଙ୍କ ଦ୍ୱାରା ସଂସ୍ଥାପିତ ପୀଠପରିଷଦ, ଆଦିତ୍ୟବାହିନୀ ଓ ଆନନ୍ଦବାହିନୀର ଓଡ଼ିଶା ପ୍ରାନ୍ତୀୟ ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଅଛି
Read More...

ଭିନ୍ନକ୍ଷମ ଛାତ୍ରଙ୍କୁ ମିଳୁନି ନ୍ୟାୟ : ଥାନାକୁ ଦୌଡି ଦୌଡି ନିରାଶ

ପୁରୀ, (ଦିଲ୍ଲୀପ କୁମାର ଧାଉଡିଆ) : ପିପିଲି-ପୁରୀ ଜିଲ୍ଲା ପିପିଲି ଥାନା ଅର୍ନ୍ତଗତ ତେଇସିପୁର ପଂଚାୟତ ପୋଡଙ୍ଗ ଗ୍ରାମର ଚନ୍ଦ୍ରଶେଖର ସେନାପତିଙ୍କ ଭିନ୍ନକ୍ଷମ ପୁଅ ରାଜେଶ ସେନାପତି ସମ୍ବଲପୁର ଜିଲ୍ଲା ଅର୍ନ୍ତଗତ କୃଷି ବିଶ୍ୱବିଦ୍ୟାଳୟ ଚିପିଲିମାର କୃଷି ବିଭାଗର ୨ୟବର୍ଷ ଛାତ୍ର ଭାବେ
Read More...

ପୁରୀ ଏସ୍‌ପିଙ୍କ ପିପିଲି ଥାନା ପରିଦର୍ଶନ

ପୁରୀ : ଆଜି ପୁରୀ ଜିଲ୍ଲା ଏସ୍‌ପି ଡ. କେ. ବିଶାଲ ସିଂ, ଆଇପିଏସ୍‌ ପିପିଲି ଥାନା ପରିଦର୍ଶନ କରି ଥାନାର ବିଭିନ୍ନ କାର୍ଯ୍ୟ ସମୀକ୍ଷା କରିଥିଲେ । ଏହି ସମୀକ୍ଷା ବୈଠକରେ ପୁରୀ ଜିଲ୍ଲା ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ମିହିର କୁମାର ପଣ୍ଡା, ପିପିଲି ଏସ୍‌ଡି୍‌ପିଓ ଦେବଦତ୍ତ ବରାଳ, ପିପିଲି,
Read More...

ଭିଜିଲାନ୍ସ ଜାଲରେ ପଡିଲେ ପୁରୀ ଶିଳ୍ପ କେନ୍ଦ୍ର ଉନ୍ନୟନ ଅଧିକାରୀ ସୀତାରାମ ସାହୁ

ପୁରୀ : ଭିଜିଲାନ୍ସ ଜାଲରେ ପଡିଛନ୍ତି ପୁରୀ ଶିଳ୍ପ କେନ୍ଦ୍ର ଉନ୍ନୟନ ଅଧିକାରୀ ସୀତାରାମ ସାହୁ । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଜି ତାଙ୍କ ଘର ସମେତ ବିଭିନ୍ନ ସ୍ଥାନରେ ରେଡ୍‌ ମାରିଛି ଭିଜିଲାନ୍ସ ଟିମ୍ । ପୁରୀ, ଭୁବନେଶ୍ୱର ଓ ନୟାଗଡ଼ରେ ଏକକାଳୀନ ୫ଟି ସ୍ଥାନରେ ରେଡ୍ ଚାଲିଥିବା
Read More...