ପୁଇଁନ୍ତଲା ବ୍ଲକ ସହ ସମଗ୍ର ବଲାଙ୍ଗିର ଜିଲ୍ଲାକୁ ସଂପୂର୍ଣ୍ଣ ମରୁଡ଼ି ଘୋଷଣା ପାଇଁ କୋଶଲ ସେନା ପକ୍ଷରୁ ଦାବୀପତ୍ର…
ପୁଇଁନ୍ତଲା, (କେପିଏନ୍ଏସ୍) : ପୁଇଁନ୍ତଲା ବ୍ଲକ ସହ ସମଗ୍ର ବଲାଙ୍ଗିର ଜିଲ୍ଲାକୁ ସଂପୂର୍ଣ୍ଣ ମରୁଡ଼ି ଘୋଷଣା ପାଇଁ କୋଶଲ ସେନା ପକ୍ଷରୁ ପୁଇଁନ୍ତଲା ବ୍ଲକ ବିଡ଼ିଓଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବୀପତ୍ର ପ୍ରଦାନ କରାଯାଇଛି । କୁହାଯାଇଛି, ଚଳିତ ୨୦୨୧ ବର୍ଷର ଶ୍ରାବଣ ମାସ ଶେଷ!-->…
Read More...
Read More...