Browsing Tag

patnagarh news

ଆବାସ ଯୋଜନାରେ ଅନିୟମିତାକୁ ନେଇ ଭରତବାହାଲ ଗ୍ରାମବାସୀଙ୍କ ବ୍ଲକ କାର୍ଯ୍ୟାଳୟ ଘେରାଓ

ପାଟଣାଗଡ, (ଅଜିତ ପୁରୋହିତ) : ମାଳ ମାଳ ସରକାରୀ ଯୋଜନା, ହେଲେ ଅଯୋଗ୍ୟଙ୍କୁ ବରଦାନ ଯୋଗ୍ୟଙ୍କୁ ହତାଦର କରୁଛି ପାଟଣାଗଡ ବ୍ଲକ ପ୍ରଶାସନ । ଏପରିକି ଆବାସ ଯୋଜନାରେ ଠିକ ସମୟରେ ଟଙ୍କା ନ ପାଇ ବାରମ୍ବାର ବ୍ଲକ କାର୍ଯ୍ୟାଳୟକୁ ଧାଇଁ ଧାଇଁ ହଇରାଣ ହେବା ପରେ ବାଧ୍ୟ ହୋଇ ବ୍ଲକ ଘେରିଛନ୍ତି
Read More...

ହୋଟେଲ ମାଲିକଙ୍କ ଉପଜିଲ୍ଲାପାଳ କାର୍ଯ୍ୟାଳୟ ଘେରାଓ

ପାଟଣାଗଡ, (ଅଜିତ ପୁରୋହିତ) : କରୋନା କଟକଣା ଆଳରେ ବାରମ୍ବାର ହୋଟେଲ ମାଲିକମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଉଥିବା ଏବଂ ବାକି ଦୋକାନକୁ ଛାଡି କେବଳ ହୋଟେଲଗୁଡିକୁ ଅନିର୍ଦ୍ଧିଷ୍ଠ କାଳ ପାଇଁ ବନ୍ଦ କରିବା ନିଷ୍ପତ୍ତିକୁ ବିରୋଧ କରି ଆଜି ପାଟଣାଗଡ ହୋଟେଲ ମାଲିକ ସଂଘ କର୍ମକର୍ତ୍ତା
Read More...

ବେଲପଡା ପୋଲିସ ଦ୍ୱାରା ୩ ଚୋର ଗିରଫ

ପାଟଣାଗଡ଼, (ଅଜିତ କୁମାର ପୁରୋହିତ) : ପାଟଣାଗଡ ଉପଖଣ୍ଡସ୍ଥ ବେଲପଡା ପୋଲିସ ଦ୍ୱାରା ବିଭିନ୍ନ ସ୍କୁଲମାନଙ୍କରୁ ଚୋରି ହୋଇଥିବା ବିଭିନ୍ନ ସାମଗ୍ରୀ ଜବତ କରାଯାଇ ଥିବାବେଳେ ୩ ଚୋରଙ୍କୁ ଗିରଫ କରାଯାଇଛି । କରୋନା ସମୟରେ ସ୍କୁଲଗୁଡିକ ବନ୍ଦ ଥିବାବେଳେ ଏହାର ଫାଇଦା ନେଇ ପାଟଣାଗଡ ବ୍ଲକ
Read More...

ପାନୀୟ ଜଳ ସମସ୍ୟା ନେଇ ମୁଖ୍ୟରାସ୍ତା ଅବରୋଧ

ପାଟଣାଗଡ଼, (ଦେବାଶିଷ ମିଶ୍ର) : ଆଜି ସଂଧ୍ୟାରେ ପାଟଣାଗଡ଼ ସହରସ୍ଥିତ ରାମଜୀଛକଠାରେ ସ୍ଥାନୀୟ ବାସିନ୍ଦା ପିଇବା ପାଣି ପାଇଁ ସହରର ମୁଖ୍ୟରାସ୍ତାକୁ ଅବରୋଧ କରିଥିଲେ । ଗତ ୪ ଦିନ ଧରି ସହରରେ ଜନସ୍ୱାସ୍ଥ୍ୟ ବିଭାଗ ତରଫରୁ ପିଇବା ପାଣି ଯୋଗାଣ ହୋଇ ପାରି ନଥିବାରୁ ଏହାକୁ ବିରୋଧ କରି ସ୍ଥାନୀୟ
Read More...

ବଜ୍ରାଘାତରେ ଜଣେ ମୃତ, ୨ ଗୁରୁତର

ପାଟଣାଗଡ, (ଦେବାଶିଷ ମିଶ୍ର) : ପାଟଣାଗଡ ବ୍ଲକ ଅନ୍ତର୍ଗତ ଝୁଲେନବନ୍ଧ ଗ୍ରାମରେ ଥିବା ଏକ ପଥର କ୍ୱାରୀରେ କାମ କାରୁଥିବା ବେଳେ ଆଜି ବଜ୍ରାଘାତରେ ଜଣକର ମୃତ୍ୟୁ ହେବା ସହ ଦୁଇ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଛି । ଝୁଲେନବନ୍ଧ ଗ୍ରାମର କିଛି ଶ୍ରମିକ ଗ୍ରାମର ଏକ ପଥର କ୍ୱାରୀରେ
Read More...

ଘୁନଘୁଟିପାଲି ଜଗଦମ୍ବା ଯୁବକ ସଂଘର ପ୍ରଶଂସନୀୟ କାର୍ୟ୍ୟ

ପାଟଣାଗଡ଼, (ରାଜେଶ ଦଣ୍ଡସେନା) : ପାଟଣାଗଡ଼ ନିକଟସ୍ଥ ଘୁନଘୁଟିପାଲି ଗ୍ରାମର ଚକ୍ର ବାରଲେଣ୍ଡିଆଙ୍କ ସ୍ତ୍ରୀ ସୁଶିଳା ବାରଲେଣ୍ଡିଆ ଦୀର୍ଘ ଚାରିବର୍ଷ ହେଲା କର୍କଟ ରୋଗରେ ପୀଡିତ ଅଛନ୍ତି । ସେ ଜଣେ ଗରିବ ପରିବାରର ହୋଇଥିବାରୁ ତାଙ୍କ ରୋଗର ଚିକିତ୍ସା ଠିକ ଭାବେ ହୋଇ ପାରୁନାହିଁ । ତାଙ୍କର
Read More...

ପାଟଣାଗଡ଼ ମିଳିତ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ଗୁରୁଦିବସ

ପାଟଣାଗଡ଼, (କେପିଏନ୍‌ଏସ୍‌) ; ପବିତ୍ର ଗୁରୁ ଦିବସ ଅବସରରେ ମିଳିତ ପ୍ରାଥମିକ ସଂଘ, ପାଟଣାଗଡ଼ ଆନୁକୂଲ୍ୟରେ ବରିଷ୍ଠ ଶିକ୍ଷକ ଡମ୍ବରୁଧର ପାଣିଗ୍ରାହୀଙ୍କ ସଭାପତିତ୍ୱରେ ଶିକ୍ଷକ ଭବନଠାରେ ଗୁରୁପୂଜନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ସର୍ବପ୍ରଥମେ ସ୍ୱର୍ଗତ କୋଭିଡ଼ ଯୋଦ୍ଧାମାନଙ୍କ ଉଦ୍ଦେଶ୍ୟରେ
Read More...

ଜଗଦମ୍ବା ଯୁବକ ସଂଘ ବଢେ଼ଇଲା ସହଯୋଗର ହାତ

ପାଟଣାଗଡ଼, (ରାଜେଶ ଦଣ୍ଡସେନା) : ଗଲା ଲଘୁଚାପ ବର୍ଷାରେ ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ବ୍ଲକ ଅନ୍ତର୍ଗତ ଘୁନଘୁଟିପାଲି ଗ୍ରାମରେ ଘଟିଥିଲା ଏକ ଦୁଖଃଦ ଘଟଣା। ଲଗାଣ ବର୍ଷାରେ ଏକ ଗରିବ ପରିବାରର ଘର ଭାଙ୍ଗି ଯାଇଥିଲା ଏବଂ କାନ୍ଥ ପଡି ଦୀପା ବାରଲେଣ୍ଡିଆ ମୃତ୍ୟୁବରଣ କରିଥିଲେ ।ବହୁତ ଦୁଃଖ
Read More...

‘କଢ଼ୋ’ ତରଫରୁ ଅନଲାଇନ ନୂଆଁଖାଇ ଭେଟଘାଟ ଓ କବିତା ଆସର

ପାଟଣାଗଡ଼, (କେପିଏନ୍‌ଏସ୍‌) : କୋଶଲି ସାହିତ୍ୟ ପତ୍ରିକା 'କଢ଼ୋ' ତରଫରୁ ଅନଲାଇନ ନୂଆଁଖାଇ ଭେଟଘାଟ ଓ କବିତା ଆସର ଅନୁଷ୍ଠିତ ହୋଇଯାଇଛି । କଢ଼ୋ ପତ୍ରିକାର ସମ୍ପାଦକ କ୍ଷୀରୋଦ୍ର କୁମାର ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ୟ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କୋଶଲି ଡେରା ପାଟଣାଗଡ଼ର
Read More...

ଧୁବଲପଡ଼ା ପଞ୍ଚାୟତର ବନ୍ଧନଭାଡ଼ି ଗାଁ ପାଇଁ ୪ ଦିନିଆ ସଟ୍‌ ଡାଉନ୍‌ ଘୋଷଣା କଲେ ସରପଞ୍ଚ

ପାଟଣାଗଡ଼, (ଅଜିତ କୁମାର ପୁରୋହିତ) : ପାଟଣାଗଡ଼ ବ୍ଲକ୍‌ ଅନ୍ତର୍ଗତ ଧୁବଲପଡ଼ାରେ ୪ ଦିନିଆ ସଟ୍‌ ଡାଉନ୍‌ ଘୋଷଣା କରିଛନ୍ତି ଗୋପାଳ ବାଗ । ତେବେ ୨୦ ତାରିଖ ରାତି ୮ ଘଣ୍ଟାରୁ ୨୪ ତାରିଖ ରାତି ୮ ଘଣ୍ଟା ପର୍ଯ୍ୟନ୍ତ ସଂପୃକ୍ତ ଗ୍ରାମ ପଞ୍ଚାୟନ ଅଧୀନସ୍ଥ ବନ୍ଧନଭାଡ଼ି ରାଜସ୍ୱ ଗ୍ରାମକୁ
Read More...