Browsing Tag

patanagarh news

ବରିଷ୍ଠ ସାମ୍ବାଦିକ ସତ୍ୟନାରାୟଣ ବେହେରାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ବିଧାୟକ ସରୋଜ ମେହେର

ପାଟଣାଗଡ଼, (କେପିଏନ୍‌ଏସ୍‌) : ବରିଷ୍ଠ ସାମ୍ବାଦିକ ସତ୍ୟନାରାୟଣ ବେହେରାଙ୍କ ଦେହାନ୍ତରେ ଶୋକ ପ୍ରକାଶ କରିଛନ୍ତି ପାଟଣାଗଡ ବିଧାୟକ ସରୋଜ କୁମାର ମେହେର । ଶ୍ରୀ ମେହେର ଶୋକ ପ୍ରକାଶ କରି କହିଛନ୍ତି ଯେ, ବରିଷ୍ଠ ସାମ୍ବାଦିକ ଶ୍ରୀ ବେହେରାଙ୍କ ଦେହାନ୍ତ ଆମ ଅଞ୍ଚଳ ପାଇଁ ଖୁବ୍‌ ଦୁଃଖଦାୟକ ।
Read More...

ମାଧୋସିଂ ଶହିଦ ଦିବସ ପାଳନ ପାଇଁ ସର୍ବ ଭାରତୀୟ ବିଞ୍ଝାଲ ସମାଜ ପକ୍ଷରୁ ପ୍ରସ୍ତୁତି ବୈଠକ

ପାଟଣାଗଡ, (ଗୋରେଖନାଥ ବରିହା) : ସର୍ବଭାରତୀୟ ବିଞ୍ଝାଲ ସମାଜ ବଲାଙ୍ଗିର ପକ୍ଷରୁ ମାଧୋସିଂ ଶହିଦ ଦିବସ ପାଳନ କରିବା ପାଇଁ ଏକ ପ୍ରସ୍ତୁତି ବୈଠକ ବେଲପଡା ବ୍ଳକ ବେହେରାମୁଣ୍ଡା ଗ୍ରାମରେ ଅନୁଷ୍ଠିତ ହୋଇଯାଇଛି । ବେଲପଡା ବ୍ଳକ ସଭାପତି ସୁଗ୍ରେସ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ
Read More...

ଜୁନାନିବାହାଲ ଗାଁରେ ପୋଲିସ ଓ ମାଓବାଦୀ ମୁହାଁମୁହିଁ : ଜଣେ ମାଓବାଦୀ ନିହତ, ପୋଲିସର ସର୍ଚ୍ଚ ଅପରେସନ ଜାରି

ପାଟଣାଗଡ଼, (ଗୋରେଖନାଥ ବରିହା) : ଖପ୍ରାଖୋଲ ଥାନା ଗନ୍ଧମାର୍ଦ୍ଦନ ପାହାଡ଼ ତଳି ଜୁନାନିବାହାଲ ଗାଁରେ ଗତକାଲି ସନ୍ଧ୍ୟାରେ ପୋଲିସ ମାଓବାଦୀ ମୁହାଁମୁହିଁ ହୋଇଥିବା ବେଳେ ଜଣେ ମାଓବାଦୀ ପୋଲିସ ଗୁଳିରେ ନିହତ ହୋଇଥିବା ଜଣାଯାଇଛି । ସୂଚନା ଅନୁସାରେ କିଛିଦିନ ହେଲା ଗନ୍ଧମାର୍ଦ୍ଦନ ପାହାଡ଼ ତଳି
Read More...

ପାଟଣାଗଡରେ ବ୍ଳକସ୍ତରୀୟ ନିଯୁକ୍ତି ମେଳା

ପାଟଣାଗଡ, (କେପିଏନ୍‌ଏସ୍‌) : ପାଟଣାଗଡ଼ ବ୍ଳକ କାର୍ଯ୍ୟାଳୟ ପରିସରରେ ବ୍ଳକସ୍ତରୀୟ ନିଯୁକ୍ତି ମେଳା ଆୟୋଜିତ ହୋଇଯାଇଛି । ଜିଲ୍ଲା ପ୍ରଶାସନ ଓ ନିଯୋଜନ ବିଭାଗ ପକ୍ଷରୁ ଆୟୋଜିତ ଉକ୍ତ ମେଳାକୁ ବଲାଙ୍ଗିର ଜିଲ୍ଲାପାଳ ଚଞ୍ଚଳ ରାଣା, ପାଟଣାଗଡ଼ ଉପଜିଲ୍ଲାପାଳ ବିଜୟା ନନ୍ଦ ସେଠୀ, ମୁଖ୍ୟ ଅତିଥି
Read More...

ଡାଙ୍ଗବାହାଲରେ ବିଜେଡ଼ିର ମିଶ୍ରଣ ପର୍ବ

ପାଟଣାଗଡ, (ଗୋରେଖନାଥ ବରିହା) : ବଲାଙ୍ଗିର ଜିଲ୍ଲା ପାଟଣାଗଡ ନିର୍ବାଚନ ମଣ୍ଡଳୀରେ ବିଜେଡିର ଶକ୍ତିବୃଦ୍ଧି ହେଉଛି । ଓଡିଶାର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆର୍ଦଶ ପ୍ରତି ଆକୃଷ୍ଟ ହୋଇ ଓ ପାଟଣାଗଡ ବିଧାୟକ ସରୋଜ କୁମାର ମେହେରଙ୍କ ଜନହିତକର କାମକୁ ନଜର ରଖି ପାଟଣାଗଡ ବ୍ଲକ
Read More...

ବିଜେଡ଼ିରେ ଯୋଗ ଦେଲେ ବିଜେପିର ପୁରୁଣା କର୍ମୀ

ପାଟଣାଗଡ, (ଗୋରେଖନାଥ ବରିହା) : ରାଜ୍ୟବ୍ୟାପୀ ବିଜୁଜନତା ଦଳ ପକ୍ଷରୁ ଦରଦାମ୍‌ ବୃଦ୍ଧିକୁ ନେଇ ପ୍ରତିବାଦ ପ୍ରଦର୍ଶନ ପୂର୍ବରୁ ପାଟଣାଗଡ଼ ବିଜେଡି କାର୍ଯ୍ୟାଳୟରେ ପାଟଣାଗଡ଼ ବିଧାୟକ ସରୋଜ କୁମାର ମେହେରଙ୍କ ଉପସ୍ଥିତିରେ ଏକ ମିଶ୍ରଣ ପର୍ବର ଆୟୋଜନ କରାଯାଇଥିଲା । ଆୟୋଜିତ ମିଶ୍ରଣ ପର୍ବରେ
Read More...

ପାଟଣାଗଡରେ ବଢୁଛି ଆଶାୟୀଙ୍କ ତାଲିକା : ମାତିଛନ୍ତି ସବୁ ଦଳ

ପାଟଣାଗଡ, (ଗୋରେଖନାଥ ବରିହା) : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଆସନ ସଂରକ୍ଷଣର ଚୂଡାନ୍ତ ତାଳିକା ପ୍ରକାଶ ପାଇବା ପରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ସର୍‌ଗରମ୍‌ ହେବାରେ ଲାଗିଛି ରାଜନୈତିକ ବାତାବରଣ, ପାଟଣାଗଡ଼ ନିର୍ବାଚନ ମଣ୍ଡଳୀରେ ବଢୁଛି ଆଶାୟୀଙ୍କ ତାଲିକା ବ୍ଳକର ରାଜନୈତିକ
Read More...

ଡେବିରିପାଲିରେ ନେହେରୁ ସ୍ପୋର୍ଟିଂ କ୍ଳବର ପ୍ରଥମ ବର୍ଷ ଫୁଟବଲ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ୍‌ ଅନୁଷ୍ଠିତ

ପାଟଣାଗଡ଼, (ଗୋରେଖନାଥ ବରିହା) : ବଲାଙ୍ଗିର ଜିଲ୍ଲା ବେଲପଡା ବ୍ଳକ ଡେବିରିପାଲି ଗାଁ ନେହେରୁ ସ୍ପୋର୍ଟିଂ କ୍ଳବ ଆନ୍ୟୁକୂଲ୍ୟରେ ଆୟୋଜିତ ପ୍ରଥମ ବର୍ଷ ଫୁଟବଲ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ ହୋଇଯାଇଛି । ତା.୧୨/୧୧/୨୧ରୁ ଆରମ୍ଭ ହୋଇ ୨୦/୧୧/୨୧ରେ ଫାଇନାଲ ମ୍ୟାଚ ହୋଇଥିଲା । ଏହି ଫୁଟବଲ
Read More...

ପାଟଣାଗଡ ସେବା ସମବାୟ ସମିତିରେ ମହାଦୁର୍ନୀତି : କାରସାଦି କରି ଧାନ ବିକ୍ରି ନାଁରେ ଲକ୍ଷାଧିକ ଟଙ୍କା ହଡପ,…

ପାଟଣାଗଡ, (ଗୋରେଖନାଥ ବରିହା) : ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଥାନା ଅନ୍ତର୍ଗତ ବିଭିନ୍ନ ସେବା ସମବାୟ ସମିତିଗୁଡ଼ିକରେ ଧାନ ବିକ୍ରି ନାଁରେ ମହାଦୁର୍ନୀତି କାରସାଦି ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗ ଅନୁଯାୟୀ ୨୦୧୯/୨୦, ୨୦୨୦/୨୧ରେ ଖରିଫ ଧାନ ବିକ୍ରି ପାଇଁ କେତେକ ସେବା
Read More...

ବାଞ୍ଜିତଲିଏନ କ୍ରିକେଟ କପ୍‌ ଉଦ୍‌ଯାପିତ : ବଲାଙ୍ଗିର ଚାମ୍ପିୟନ

ପାଟଣାଗଡ, (ଗୋରେଖନାଥ ବରିହା) : ପାଟଣାଗଡ଼ ବ୍ଲକ ବାଲିପଟା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଖଳିଆ କ୍ରିକେଟ ଖେଳ ପଡ଼ିଆଠାରେ ଅନୁଷ୍ଠିତ ହେଇଥିବା ବାଞ୍ଜିତଲିଏନ କ୍ରିକେଟ ଏସୋସିଏସନ୍‌ ତରଫରୁ ବାଞ୍ଜିତଲିଏନ କ୍ରିକେଟ କପର ଫାଇନାଲ ଉତ୍ସବ । ଫାଇନାଲ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ପାଟଣାଗଡ଼
Read More...