Browsing Tag

patanagarh news

ଯୋଗୀମୁଣ୍ଡା ଏସ୍‌ଏମ୍‌ସି ଚାଉଳ ଗୋଦାମରେ ଚଢାଉ : ୧୬ ଶହ ୪୦ ପ୍ୟାକେଟ ଚାଉଲ ଗଚ୍ଛିତ ଥିଲା

ପାଟଣାଗଡ଼, (ଗୋରେଖନାଥ ବରିହା) : ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ବ୍ଳକ ଅନ୍ତର୍ଗତ ଯୁଗୀମୁଣ୍ଡାଠାରେ ଥିବା ଏସ୍‌ଏମ୍‌ସି ଚାଉଳ ଗୋଦାମ ଉପରେ ଯୋଗାଣ ବିଭାଗର ଚଢାଉ କରିଥିଲା । ଏହି ଚଢାଉରେ ଉକ୍ତ ଗୋଦାମରେ ୧୬ ଶହ ୪୦ ପ୍ୟାକେଟ ଚାଉଲ ଗଚ୍ଛିତ ଥିବା ପାଟଣାଗଡ଼ ସପଲାଏ ଇନ୍‌ସ୍ପେକ୍ଟର ରାଜାରାମ
Read More...

ଅଦିନିଆ ବର୍ଷା ଓ ମେଘୁଆ ପାଗ ଯୋଗୁଁ ପରିବା ଚାଷ ନଷ୍ଟ : ସରକାରୀ ସହାୟତା ଯୋଗାଇ ଦେବାକୁ ଦାବୀ

ପାଟଣାଗଡ଼, (ଗୋରେଖନାଥ ବରିହା) : ଗତ ଜାନୁୟାରୀ ୧୦ରୁ ୧୩ ତାରିଖ ପର୍ଯ୍ୟନ୍ତ ତିନି ଧରି ଅଦିନିଆ ବର୍ଷା ହେବା ଫଳରେ ବ୍ୟାପକ ମାତ୍ରାରେ ଟମାଟୋ, କୋବି, ବାଇଗଣ, ସୋରିଷ, ଆଳୁ, ଝୁଡଙ୍ଗ ଆଦି ପନିପରିବା ଫସଲ ନଷ୍ଟ ହୋଇଯାଇଥିବା ଅଭିଯୋଗ ହୋଇଛି । ସୂଚନା ଅନୁସାରେ ପାଟଣାଗଡ଼ ଉପଖଣ୍ଡ ବେଲପଡା
Read More...

ରୁଗ୍‌ଣ ନିମ୍ନ ପ୍ରାଥମିକ ବିଦ୍ୟାଳୟ ପ୍ରତି ପ୍ରଶାସନର ଦୃଷ୍ଟି ପଡିବ କେବେ ?

ପାଟଣାଗଡ଼, (ଗୋରେଖନାଥ ବରିହା) : ସରକାର ପ୍ରାଥମିକ ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ କରିବା ପାଇଁ ବିଭିନ୍ନ ପ୍ରକାର ଯୋଜନା ପ୍ରଣୟନ କରୁଥିବା ବେଳେ ଏହି ସ୍ଥଳେ ଆଜି ବି ନିମ୍ନ ପ୍ରାଥମିକ ବିଦ୍ୟାଳୟରେ ଚାଲିଥିବା ଶିକ୍ଷା ବ୍ୟବସ୍ଥା ପ୍ରତି ଉପହାସ ସୃଷ୍ଟି କରୁଛି । ଏପରି ଏକ ଦୃଷ୍ଟାନ୍ତ
Read More...

ନିର୍ବାଚନ ସମୟରେ ୩ ବର୍ଷରୁ ଅଧିକ ଥିବା ଅଧିକାରୀ ଓ କର୍ମଚାରୀଙ୍କୁ ଜିଲ୍ଲାପାଳ କେବେ ବଦଳି କରିବେ ?

ପାଟଣାଗଡ଼, (ଗୋରେଖନାଥ ବରିହା) : ଏବେ ରାଜ୍ୟରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଓ ପୌର ନିର୍ବାଚନ ପାଇଁ ପ୍ରସ୍ତୁତି ଚାଲିଛି । ତେବେ କିଛି ଅଧିକାରୀ ୩ ବର୍ଷ କ'ଣ ୧୦/୧୫ ବର୍ଷ ଧରି ପାଟଣାଗଡ଼ ଉପଖଣ୍ଡ ବେଲପଡା, ଖପ୍ରାଖୋଲ ଆଦି ବ୍ଳକର ବିଭିନ୍ନ ବିଭାଗରେ ଗୋଟିଏ ସିଟ୍‌ରେ ରହିଲେଣି । ଏହି
Read More...

ଆସନ୍ତା ୧୪ରୁ ୧୭ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ ହରିଶଙ୍କରରେ ଦେବ ଦର୍ଶନ

ପାଟଣାଗଡ଼, (କେପିଏନ୍‌ଏସ୍‌) : ଆସନ୍ତା ୧୪ରୁ ୧୭ ତାରିଖ ପର୍ୟ୍ୟନ୍ତ ବନ୍ଦ ରହିବ ହରିଶଙ୍କରରେ ଦେବ ଦର୍ଶନ । ଏ ନେଇ ପାଟଣାଗଡ ଉପଜିଲ୍ଲାପାଳ ତଥା ପାଟଣାଗଡ଼ ଦେବୋତ୍ତର ବିଭାଗର କାର୍ୟ୍ୟନିର୍ବାହୀ ଅଧିକାରୀ ଏକ ଆଦେଶନାମା ଜାରି କରିଛନ୍ତି । ଜିଲ୍ଲାରେ ବଢ଼ି ଚାଲିଥିବା କରୋନା ସଂକ୍ରମଣକୁ
Read More...

ଆମ୍‌ବାହାଲି ଗାଁରେ ମହତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ବର୍ଷେ ହେଲା କାମକରି ଶ୍ରମିକ…

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ବ୍ଲକ ରେଙ୍ଗାଲି ପଂଚାୟତ ଆମ୍ବବାହାଲି ଗାଁରେ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ଆମ୍ବବାହାଲିଠାରୁ ହାଡସଙ୍ଗାର ରାସ୍ତା ଉନ୍ନତିକରଣ କାମରେ ୧୫ଜଣ ଶ୍ରମିକ ବର୍ଷେ ହେଲା କାମକରି ମଜୁରୀ ପାଇ
Read More...

ସଂରଣକ୍ଷରୁ ବାଦ ପ୍ରତିବାଦରେ ସୁନାମୁଦି ପଞ୍ଚାୟତରେ ତାଲା

ପାଟଣାଗଡ଼, (ଗୋରେଖନାଥ ବରିହା) : ପଞ୍ଚାୟତ ନିର୍ବାଚନରେ ଆଦିବାସୀଙ୍କୁ ସଂରକ୍ଷଣରୁ ବାଦ ଦେଇଥିବା ପ୍ରତିବାଦରେ ଆଜି ପାଟଣାଗଡ଼ ବ୍ଲକର ସୁନାମୁଦି ପଞ୍ଚାୟତରେ ତାଲା ପକାଇଛି ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ । ସରକାର ଆଦିବାସୀଙ୍କ ରାଜନୈତିକ ସଂରକ୍ଷଣ ପଦବୀ ସରପଞ୍ଚ, ବ୍ଲକ ଅଧ୍ୟକ୍ଷ ଓ
Read More...

ଚାଷୀଙ୍କୁ ବେପାରୀ ବୋଲି ଚଢାଉ କଲା ପ୍ରଶାସନ : ହଟହଟା ହେଲା ପ୍ରଶାସନ

ପାଟଣାଗଡ଼, (କେପିଏନ୍‌ଏସ୍‌) : ପାଟଣାଗଡ ଉପଖଣ୍ଡ ବେଲପଡା ବ୍ଲକ ଅନ୍ତର୍ଗତ ଜଲିଆ ଗ୍ରାମରେ ଗାଁର ଦୁଇ ଭାଇ ଅରକ୍ଷିତ ରାଉତ ଓ ଭୀଷ୍ମ ରାଉତ ବୋଲି ଦୁଇଜଣ ଚାଷୀଙ୍କ ୧୦ ଏକର ଜମିରେ ଧାନ ଅମଳ କରିଥଲେ । କିନ୍ତୁ କେହି ଜଣେ ଖଳ ପ୍ରକୃତିର ଲୋକ ପ୍ରଶାସନକୁ ସେମାନେ ବେପାରୀ କହି ଭୁଲ ଖବର ଦେଇଥିବା
Read More...

ବଡଭ୍ରାତା ପିତୃ ତୁଲ୍ୟ : ହେଲେ ସେହିଁ ପିତୃତୂଲ୍ୟ ସମ୍ମାନରେ କଳଙ୍କ, ବୋହୂକୁ ଅସଦାଚରଣ କରିବା ଅଭିଯୋଗରେ ଜେଲଗଲେ…

ପାଟଣାଗଡ଼, (ଗୋରେଖନାଥ ବରିହା) : ବଡ଼ଭ୍ରାତା ପିତୃ ତୁଲ୍ୟ ଏବଂ ବଡ଼ ବୋହୂ (ଭାଉଜ) ମାତା ସମାନ ବୋଲି କାହିଁ କେତେ ଯୁଗରେ ମାନିବା ସହିତ ସମ୍ମାନ ଦେବା ପରଂପରା ପ୍ରଥା ରହିଛି । ପିତାଙ୍କ ଦେହାନ୍ତ ପରେ ବଡ଼ ପୁଅ ପିତାଙ୍କ ପରି ଘରର ସମସ୍ତ ଭାର ସମ୍ଭାଳିବା ପାଇଁ ଦାୟିତ୍ବ ନେଇଥାନ୍ତି ହେଲେ
Read More...

କୁନି ଝିଅର ଉଚ୍ଚ ଆକାଂକ୍ଷା- ମୁଁ ଜର୍ଜ ହେବି ମ୍ୟାଡମ

ପାଟଣାଗଡ଼, (ଗୋରେଖନାଥ ବରିହା) : ଛୋଟ କୁନି ଝିଅ ମୁଁ ଜର୍ଜ ହେବି ମ୍ୟାଡମ ଅପରାଧୀମାନଙ୍କୁ ଉଚିତ୍ ଦଣ୍ଡ ଦେବି ବୋଲି କହିଥିବା ବିଷୟ ଏପରି ଏକ ଛୋଟ ଝିଅର ଫୋଟୋ ସହ ନିଜେ ପ୍ରସାଶନିକ ଅଧିକାରିଣୀ ଝିଅକୁ ନିଜ ସିଟରେ ବସାଇ ସୋସିଆଲ ମିଡିଆରେ ଛାଡିଥିବା ଦେଖିବାକୁ ମିଳିଛି । ସୂଚନା ଅନୁସାରେ
Read More...