Browsing Tag

patanagarh news

କାର୍‌ ସହ ଦୁଇ ବାଇକ୍ ମୁହାଁମୁହିଁ ଧକ୍କା : ବାଇକ୍ ଆରୋହୀ ଆହତ, ଜଣେ ଗୁରୁତର

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ଥାନା ପାଢେଲ ଗ୍ରାମର ଡୁମେରପଦର ଯିବା ଚଳା ରାସ୍ତା ପାଖରେ ଏକ କାର ସହ ଦୁଇ ବାଇକ୍ ମୁହାଁମୁହିଁ ଧକ୍କା ହୋଇଥିବା ଜଣାପଡିଛି । ଦୁଇ ବାଇକ୍ ଚାଳକ ହେଲେ ଧଉଁରା ଦାଦରର ଟିକେଶ୍ଵର ବରିହା (୫୪) ଓ ଡୁମେରପଦର ଅର୍ଜୁନ ସାହୁ (୪୫) ବୋଲି ଜଣାପଡିଛି ।
Read More...

ମାଳିମୁଣ୍ଡା ଗାଁ ରାସ୍ତା କାଦୁଆ ପାଣିରେ ଭରା

ପାଟଣାଗଡ଼, (ଗୋରେଖନାଥ ବରିହା) : ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଗାଁ ମାନଙ୍କୁ ପକ୍କା ଘର ରାସ୍ତା, ପ୍ରଧାନମନ୍ତ୍ରୀ ସଡ଼କ ଯୋଜନା, ବିଜୁ ଏକ୍ସପ୍ରେସ ରାସ୍ତା ନିର୍ମାଣ ଭଳି ଯୋଜନା ଗୁଡ଼ିକୁ କାର୍ଯ୍ୟକାରୀ କରିବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି କିନ୍ତୁ, ଦାୟିତ୍ୱରେ ଥିବା
Read More...

ମାହାତ୍ମାଗାନ୍ଧୀଙ୍କ ତିରୋଧାନ ଦିବସ ପାଳନ କରିବାକୁ ଭୁଲିଗଲା ପାଟଣାଗଡ଼ ପ୍ରଶାସନ – ଜନମଞ୍ଚ ସଂପାଦକ

ପାଟଣାଗଡ଼, (ଗୋରେଖନାଥ ବରିହା) : ୩୦ ଜାନୁୟାରୀ ଦିନକୁ ଜାତୀୟ ପିତା ମାହାତ୍ମାଗାନ୍ଧୀଙ୍କ ତିରୋଧାନ ଦିବସ ରୂପେ ରାଜ୍ୟ ତଥା ଦେଶରେ ସରକାରୀସ୍ତରରେ ପାଳନ କରାଯାଉଥିବା ବେଳେ ପାଟଣାଗଡ଼ ପ୍ରଶାସନ ମାହାତ୍ମାଗାନ୍ଧୀଙ୍କ ତିରୋଧାନ ଦିବସ ପାଳନ ନକରି ଭୁଲିଯାଇ ଥିବା ଅଭିଯୋଗ ହୋଇଛି । ଅଭିଯୋଗ
Read More...

ନିଖିଳ ଓଡିଶା ଆଶାକର୍ମୀ ସଂଘର ବୈଠକ

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ବ୍ରାହ୍ମପୁରା ସ୍ଥିତ ଜଗନ୍ନାଥ ମନ୍ଦିର ପରିସରରେ ନିଖିଳ ଓଡିଶା ଆଶାକର୍ମୀ ସଂଘର ଆଶାକର୍ମୀମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ସଂଘର ଜିଲ୍ଲା ସଭାପତି ତିର୍ଥ ପ୍ରଧାନଙ୍କ ସଭାପତିତ୍ୱରେ ସଭା ଆରମ୍ଭ ହୋଇଥିବା ବେଳେ
Read More...

ସ୍କୁଲ ଉଛେଦ ପ୍ରତିବାଦ : ଗରଗଡଛାପର ଗ୍ରାମବାସୀଙ୍କ ଭୋଟ ବର୍ଜନ ଚେତାବନୀ

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ବ୍ଳକ ଆଦିବାସୀପଡ଼ା ଭାବେ ପରିଚିତ ଖୁଣ୍ଟସମଲାଇ ପଞ୍ଚାୟତ ଅଧୀନ ଗରଗଡଛାପର ଗ୍ରାମରେ ସ୍କୁଲକୁ ସମ୍ପୂର୍ଣ୍ଣ ଉଚ୍ଛେଦ କରାଯାଇଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ ତିବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଏନେଇ ଜିଲ୍ଲା ପ୍ରଶାସନଠାରୁ ଆରମ୍ଭ କରି ରାଜ୍ୟ
Read More...

ପାଟଣାଗଡ କେନ୍ଦୁପତ୍ର କର୍ମଚାରୀଙ୍କ ବୈଠକ : କେନ୍ଦୁପତ୍ର ଅଧିକ ଉତ୍ପାଦନ କରିବା ପାଇଁ ଯତ୍ନଶୀଳ ହେବାକୁ ନିଷ୍ପତ୍ତି

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ କେନ୍ଦୁପତ୍ର ରେଞ୍ଜ ବିଭାଗର କର୍ମଚାରୀମାନଙ୍କୁ ନେଇ ଏକ ସାଧାରଣ ବୈଠକ ରେଞ୍ଜ ଅଫିସ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ପାଟଣାଗଡ଼ ଡିଏଫ୍‌ ଓ ସୁରେଶ ସେଠୀ ଯୋଗ ଦେଇ ଚଳିତ ବର୍ଷ କିପରି ଭାବରେ କିପରି ଭାବେ କେନ୍ଦୁପତ୍ରରେ ଅଧିକ ପତ୍ର
Read More...

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପ୍ରାର୍ଥୀଙ୍କୁ ନେଇ ସଚେତନତା ବୈଠକ ଅନୁଷ୍ଠିତ

ପାଟଣାଗଡ, (ଗୋରେଖନାଥ ବରିହା) : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପ୍ରାର୍ଥୀଙ୍କୁ ନେଇ ବ୍ଲକ ପ୍ରଶାସନ ତରଫରୁ ବ୍ରହ୍ମପୁରାସ୍ଥିତ ସୁରନ୍ଦ୍ର ଭବନଠାରେ ଏକ ସଚେତନତା ବୈଠକ ଅନୁଷ୍ଠିତ ହୋଇଯାଇଛି । ପାଟଣାଗଡ ବିଡିଓ ତଥା ବ୍ଲକ ନିର୍ବାଚନ ଅଧିକାରୀ ନୀଳମାଧବ ସୁନାଙ୍କ ତତ୍ୱାବଧାନରେ ଆୟୋଜିତ
Read More...

ବିଦ୍ୟୁତ ସଂସ୍ପର୍ଶରେ ଆସି ଯୁବକଙ୍କ ମୃତ୍ୟୁ

ପାଟଣାଗଡ, (ଗୋରେଖନାଥ ବରିହା) : ପାଟଣାଗଡ ଏନ୍‌ଏସି ୱାଡ ନମ୍ବର ୧ ଅନ୍ତର୍ଗତ ଭାଟିଶାଳପଡାର ଜଣେ ଯୁବକ ବିଦ୍ୟୁତ ସଂସ୍ପର୍ଶରେ ଆସି ମୃତ୍ୟୁ ବରଣ କରିଥିବା ଜଣାପଡିଛି । ମୃତକ ଜଣକ ପଙ୍କଜ ମେହେର(୩୬) ବୋଲି ଜଣାପଡିଛି । ସୂଚନା ଅନୁସାରେ ଗତକାଲି ରାତିରେ ହିଟରରେ ପାଣି ଗରମ କରୁଥିବା ସମୟରେ
Read More...

କେନ୍ଦୁପତ୍ର କର୍ମଚାରୀମାନଙ୍କ ବିଭିନ୍ନ ସମସ୍ୟା ସମାଧାନ ପାଇଁ ଡ଼ିଏଫ୍‌ଓଙ୍କ ସହିତ ପଶ୍ଚିମାଞ୍ଚଳ କେନ୍ଦୁପତ୍ର…

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ କେନ୍ଦୁପତ୍ର ଡିଭିଜନରେ ନୂତନ ଭାବେ ଯୋଗଦେଇଥିବା ଡ଼ିଏଫ୍‌ଓଙ୍କ ସହିତ ପଶ୍ଚିମାଞ୍ଚଳ କେନ୍ଦୁପତ୍ର କର୍ମଚାରୀ ସଂଘର ସୌଜନ୍ୟମୂଳକ ସାକ୍ଷାତକାର ସମୟରେ କେନ୍ଦୁପତ୍ର କର୍ମଚାରୀମାନଙ୍କ ସମସ୍ୟା ସମାଧାନ କରିବା ପାଇଁ ଆଲୋଚନା ହୋଇଥିଲା । ସେଗୁଡିକ
Read More...

ପାଟଣାଗଡ଼ ଉପଖଣ୍ଡ ସ୍ତରୀୟ ୭୩ ତମ ସାଧାରଣତନ୍ତ୍ର ଦିବସ ପାଳିତ

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ଉପଖଣ୍ଡ ସ୍ତରୀୟ ୭୩ତମ ସାଧାରଣତନ୍ତ୍ର ଦିବସ ସ୍ଥାନୀୟ ରମାଇଁ ହାଇସ୍କୁଲ ଖେଳ ପଡିଆ ପରିସରରେ କୋଭିଡ କଟକଣା ମଧ୍ୟରେ ପାଳିତ ହୋଇଯାଇଛି । ପାଟଣାଗଡ଼ ଉପଜିଲ୍ଲାପାଳ ବିଜୟା ନନ୍ଦ ସେଠି ମୁଖ୍ୟ ଅତିଥି, ଏସ୍‌ଡିପିଓ ଜ୍ୟୋତିର୍ମୟ ଭୁକ୍ତା, ସହକାରୀ
Read More...