୮୪ ଘର ଅଘରିଆ ସମାଜ ବଲାଙ୍ଗିର ଜିଲ୍ଲା ଭଇଁଷା ମଣ୍ଡଳର କର୍ମକର୍ତ୍ତା ନିର୍ବାଚନ
ପାଟଣାଗଡ, (ସଦାଶିବ ସରାଫ) : ପାଟଣାଗଡ଼ ବ୍ଲକ ଭଇଁଷା ମଣ୍ଡଳର ମକରଧ୍ୱଜ ଅଘରିଆ ଧର୍ମଶାଳା ଭଇଁଷା ଗୁଡିଠାରେ ଅଘରିଆ ସମାଜର ମଣ୍ଡଳସ୍ତରୀୟ କର୍ମକର୍ତ୍ତା ନିର୍ବାଚନ ହୋଇଯାଇଛି । ଭଇଁଷା ଗୁଡି, ରାମଚନ୍ଦ୍ରପୁର ଗୁଡି, ବାରପୁଡୁଗିଆ ଗୁଡି ଓ ଦମାଇପାଲି ଗୁଡିକୁ ନେଇ ଭଇଁଷା ମଣ୍ଡଳ ଗଠିତ । ସମସ୍ତ!-->…
Read More...
Read More...