ଖଲିଆପାଲି ଗାଁର ମଝି ରାସ୍ତାରେ ଗଡୁଛି ଡ୍ରେନ ପାଣି : ଡ୍ରେନ ବ୍ୟବସ୍ଥା କରିବାକୁ ଦାବୀ
ପାଟଣାଗଡ, (ଗୋରେଖନାଥ ବରିହା) : ଗାଁ ପରିମଳ ଧୁବା ତୁଠରୁ ଜଣାପଡେ । କିନ୍ତୁ ତାହାର ଓଲଟା ଦେଖିବାକୁ ମିଳିଛି ବେଲପଡା ବ୍ଳକ ଘାଗୁର୍ଲି ପଞ୍ଚାୟତ ଖଲିଆପାଲି ଗ୍ରାମରେ । ଏ ଗାଁର ଦୃଶ୍ୟକୁ ଦେଖି ମନେ ହୁଏ ଫେଲ ମାରିଛି ସରକାଙ୍କ ଯୋଜନା । ହେଲେ ସରକାର ସ୍ୱଚ୍ଛଭାରତ ଅଭିଯାନ ସହ ସଫାସୁତୁରା!-->…
Read More...
Read More...