Browsing Tag

patanagarh news

ମୃତ୍ତିକା ପରୀକ୍ଷଣ କାର୍ଡ ଓ ମୃତ୍ତିକା ସଂରକ୍ଷଣ ଉପରେ କୃଷକ ମାନଙ୍କ ପରୀକ୍ଷଣ ଶିବିର

ପାଟଣାଗଡ଼, (ଗୋରେଖନାଥ ବରିହା) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଳକ ଚଙ୍ଗରିଆ ପଞ୍ଚାୟତ ରେଙ୍ଗାଲଜୁରୀ ଗ୍ରାମରେ ମୃତ୍ତିକା ପରୀକ୍ଷଣ ଓ ସଂରକ୍ଷଣ ଉପରେ କୃଷକ ମାନଙ୍କୁ ନେଇ କୃଷକ ପରୀକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠିତ କୃଷକ ପରୀକ୍ଷଣ ଶିବିରର ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ
Read More...

୩୨ ବୋତଲ କଫ୍‌ ସିରିପ ଜବତ ସହ ଜଣେ ଗିରଫ

ପାଟଣାଗଡ଼, (ଗୋରେଖନାଥ ବରିହା) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ଥାନା ସାନଉଡେନ ଖେଳ ପଡିଆ ନିକଟରେ ଲୁହାସିଂହା ଗ୍ରାମର ରାସନ ସାହୁ ନାମକ ଜଣେ ଯୁବକ କଫ୍‌ ସିରିପ ବିକ୍ରୟ କରୁଥିବା ବେଳେ ପୁଲିସ ଗିରଫ କରିଥିବା ଜଣାପଡିଛି । ତା' ପାଖରୁ, ୩୨ ବୋତଲ କଫ୍‌ ସିରିପ ଜବତ କରାଯାଇଛି । ପ୍ରକାଶ
Read More...

ବିଭିନ୍ନ ସ୍ଥାନରେ ବିଶ୍ୱ ସ୍ତନ୍ୟପାନ ସପ୍ତାହ ପାଳିତ

ପାଟଣାଗଡ଼, (ଗୋରେଖ ନାଥ ବରିହା) : ପାଟଣାଗଡ଼ ବ୍ଲକ ଅନ୍ତର୍ଗତ ବରପଦର ପଞ୍ଚାୟତର କୁତମୁଣ୍ଡା ଗ୍ରାମରେ ବିଶ୍ୱ ସ୍ତନ୍ୟପାନ ସପ୍ତାହ ପାଳିତ ହୋଇଯାଇଛି । ଏହି ଦିବସ ଉପଲକ୍ଷେ ଅନୁଷ୍ଠିତ ଶିବିରରେ ଗ୍ରାମର ସମସ୍ତ ପ୍ରସୂତି ଏବଂ ଗର୍ଭବତୀ ମା'ମାନଙ୍କୁ ସ୍ତନ୍ୟପାନର ମହତ୍ତ୍ୱ ସମ୍ପର୍କରେ ଅବଗତ
Read More...

ପର୍ଲିମାଲରେ ସର୍ବ ଭାରତୀୟ ବିଝାଂଲ ସମାଜର ସାମାଜିକ ସଭା

ପାଟଣାଗଡ଼, (ଗୋରେଖନାଥ ବରିହା) : ବଲାଙ୍ଗିର ଜିଲ୍ଲା ବେଲପଡା ବ୍ଳକ ପର୍ଲିମାଲ ଗ୍ରାମ ହାଇସ୍କୁଲ ଠାରେ ସର୍ବଭାରତୀୟ ବିଂଝାଲ ସମାଜର ଏକ ସାମାଜିକ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ଉପଲାଟ ସଭାପତି ତଥା ବଲାଙ୍ଗିର ଜିଲ୍ଲା ସଭାପତି ଚନ୍ଦ୍ରଶେଖର ବାଗ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସମାଜର
Read More...

ବିଜେପି ମଣ୍ଡଳ କାର୍ଯ୍ୟକାରିଣୀ ବୈଠକ

ପାଟଣାଗଡ, (କେପିଏନ୍‌ଏସ୍‌) : ପାଟଣାଗଡ ବ୍ଲକ ଅନ୍ତର୍ଗତ ଯୋଗୀମୁଣ୍ଡା ମଣ୍ଡଳର ମଣ୍ଡଳ ସଭାପତି ଚତୁର୍ମୁଖ ମେହେରଙ୍କ ସଭାପତିତ୍ୱରେ ମଣ୍ଡଳ କାର୍ଯ୍ୟକାରିଣୀ ବୈଠକ ସ୍ଥାନୀୟ ପଣ୍ଡାମୁଣ୍ଡା ଗ୍ରାମଠାରେ ଅନୁଷ୍ଠିତ ହୋଇ ଯାଇଅଛି । ଏହି ବୈଠକରେ ମୁଖ୍ୟ ଅତିଥି ଭାବରେ ଭାଜପାର ପୁର୍ବତନ ଜିଲ୍ଲା
Read More...

ବିଶ୍ଵ ସ୍ତନ୍ୟପାନ ଦିବସ ପାଳିତ

ପାଟଣାଗଡ, (ଗୋରେଖନାଥ ବରିହା) : ପାଟଣାଗଡ଼ ବ୍ଳକର ରୁଗୁଡ଼ିମୁଣ୍ଡା ଗ୍ରାମରେ ବିଶ୍ଵ ସ୍ତନ୍ୟପାନ ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଗ୍ରାମର ସମସ୍ତ ପ୍ରସୂତୀ, ଗର୍ଭବତୀ, କିଶୋରୀ ମାନଙ୍କୁ ସ୍ତନ୍ୟପାନର ମହତ୍ଵ, କଷକ୍ଷୀରର ମହତ୍ଵ, କରେନା ପାଇଁ ନିୟମ ବାରମ୍ଵାର ସାବୁନରେ ହାତ
Read More...

ବିଜେପି ଓ କଂଗ୍ରେସ ଦଳ ଛାଡି ୩୦ଜଣରୁ ଅଧିକ ବିଜେଡିରେ ଯୋଗ ଦେଲେ

ପାଟଣାଗଡ, (କେପିଏନ୍‌ଏସ୍‌) : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ନିର୍ମଳ ଶାସନରେ ଅନୁପ୍ରାଣିତ ହୋଇ ପାଟଣାଗଡ ବିଧାୟକ ସରୋଜ ମେହେରଙ୍କ ଠାରେ ଅରକ୍ଷିତ ଦଣ୍ଡସେନାଙ୍କ ନେତୃତ୍ୱରେ ପାଟଣାଗଡ଼ ବ୍ଲକର ଲରମ୍ଭା ପଞ୍ଚାୟତର ୩୦ ଜଣରୁ ଅଧିକ ବିଜେପି ଓ କଂଗ୍ରେସ ଦଳ ଛାଡି ବିଜୁ ଜନତା ଦଳରେ
Read More...

ବିଶ୍ୱ ସ୍ତନ୍ୟପାନ ସପ୍ତାହ ପାଳିତ

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ବ୍ଲକ ଅନ୍ତର୍ଗତ ଦେଉଲ ଗାଁ ପଞ୍ଚାୟତର ବରପିଟା ଗ୍ରାମରେ ବିଶ୍ୱ ସ୍ତନ୍ୟପାନ ସପ୍ତାହ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ଅନୁଷ୍ଠିତ ଶିବିରରେ ଗ୍ରାମର ସମସ୍ତ ପ୍ରସୂତି ଏବଂ ଗର୍ଭବତୀ ମା' ମାନଙ୍କୁ ସ୍ତନ୍ୟପାନର ମହତ୍ତ୍ୱ ସମ୍ପର୍କରେ ଅବଗତ
Read More...

ରେନ ୱ।ଟର ହାରଭେଷ୍ଟିଂ ଷ୍ଟ୍ରକ୍‌ଚର୍‌ରେ ନିମ୍ନ ମାନର କାର୍ଯ୍ୟ ଅଭିଯୋଗ : କାଦୋପଡାବାସୀଙ୍କ ଏନ୍‌ଏସି କାର୍ଯ୍ୟାଳୟ…

ପାଟଣାଗଡ଼, (ଗୋରେଖନାଥ ବରିହା) : ରାଜ୍ୟ ସରକାରଙ୍କ କର୍ମ ତତ୍ପରତା ଅଭିଯାନ(ମୁକ୍ତା) ଯୋଜନାରେ ପାଟଣାଗଡ଼ ସହରର ବିଭିନ୍ନ ପଡା ଓ ୱ।ଡ଼ ଗୁଡ଼ିକରେ ନିର୍ମିତ ହେଇଥିବା ରେନ ୱ।ଟର ହାରଭେଷ୍ଟିଂ ଷ୍ଟ୍ରକ୍‌ଚର୍‌ ନିର୍ମାଣ କାର୍ଯ୍ୟ ନିମ୍ନମାନର ହୋଇଥିବା ଅଭିଯୋଗ ହେଉଛି । ଅଭିଯୋଗ ଅନୁଯାୟୀ
Read More...

ହାର୍ଡକୋର୍‌ ମାଓବାଦୀ ସହଯୋଗୀ ଗିରଫ୍‌

ପାଟଣାଗଡ, (କେପିଏନ୍‌ଏସ୍‌) : ଜଣେ ହାର୍ଡକୋର୍‌ ମାଓବାଦୀ ସହଯୋଗୀ ଗିରଫ୍‌ ହୋଇଥିବା ପାଟଣାଗଡ଼ ଏସ୍‌ଡିପିଓ ଜ୍ୟୋତିର୍ମୟ ଭୁକ୍ତା ସୂଚନା ପ୍ରଦାନ କରିଛନ୍ତି । ସୂଚନା ଅନୁସାରେ ଲାଠୋର ଥାନା ଅନ୍ତର୍ଗତ ଝାଲବାହାଲ ଗ୍ରାମର ହାର୍ଡକୋର୍‌ ମାଓବାଦୀ ସହଯୋଗୀ ଦୁର୍ଯ୍ୟୋଧନ ବରିହା(୪୦) ପୋଲିସ
Read More...