Browsing Tag

padmapur news

ପଦ୍ମପୁର ଅଞ୍ଚଳ ମହାବିଦ୍ୟାଳୟରେ କ୍ୟାମ୍ପସ ସଫେଇ କାର୍ଯ୍ୟକ୍ରମ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ଅପରାହ୍ନ ପ୍ରାୟ ତିନିଟା ସମୟରେ ପଦ୍ମପୁର ଅଞ୍ଚଳ ମହାବିଦ୍ୟାଳୟରେ ଭାରତର ସ୍ଵାଧୀନତା ସଂଗ୍ରାମରେ ଓଡ଼ିଶାର ଅବଦାନ ଓ ଗାନ୍ଧିଜୀଙ୍କ ପ୍ରଭାବ ଉପଲକ୍ଷେ ଅଧ୍ୟକ୍ଷ ଡ଼. ଲଲିତେନ୍ଦୁ ନାୟକଙ୍କ ସଭାପତିତ୍ୱରେ ସମସ୍ତ ଛାତ୍ରଛାତ୍ରୀ, ଅଧ୍ୟାପକ ଅଧ୍ୟାପିକା
Read More...

ରାଜବୋଡାସମ୍ବର ହାଇସ୍କୁଲରେ ପରିବେଶ ସଚେତନତା କାର୍ଯ୍ୟକ୍ରମ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ବ୍ଲକର ରାଜବୋଡାସମ୍ବର ହାଇସ୍କୁଲରେ 'ସୁରକ୍ଷିତ ଭବିଷ୍ୟତ ପାଇଁ ଗଛଟିଏ' କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଅନୁଷ୍ଠିତ ଏକ ସଭାରେ ପ୍ରଧାନ ଶିକ୍ଷକ ଧର୍ମ କୁମାର ଶତପଥୀ ସଭାପତିତ୍ୱ କରିଥିଲେ । ଅତିଥି ଭାବରେ ପ୍ରକୃତି ବନ୍ଧୁ
Read More...

ବୈତାଳି କ୍ଲଷ୍ଟରରେ ବଜ୍ରପାତରୁ ସତର୍କତା କାର୍ଯ୍ୟକ୍ରମ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ଝାରବନ୍ଧ ବ୍ଲକ ଅନ୍ତର୍ଗତ ବୈତାଳି କ୍ଲଷ୍ଟର ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଦିବସ କୁମାର ସାହୁଙ୍କ ନେତୃତ୍ୱ ତଥା ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ କ୍ଲଷ୍ଟରର ସମସ୍ତ ବିଦ୍ୟାଳୟରେ 'ବିଦ୍ୟାଳୟ ନିରାପତ୍ତା ଯୋଜନା' ଉପରେ ଏକ ସଚେତନତା
Read More...

ନୃସିଂହନାଥରେ ନୂଆଁଖାଇ ଲଗ୍ନ ଧାର୍ଯ୍ୟ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଶ୍ଚିମ ଓଡିଶା ପ୍ରସିଦ୍ଧ ତୀର୍ଥକ୍ଷେତ୍ର ବରଗଡ ଜିଲ୍ଲା ଶ୍ରୀ ଶ୍ରୀ ନୃସିଂହନାଥ ମହାପ୍ରଭୁଙ୍କ ନୂଆଁଖାଇ ଲଗ୍ନ ଧାର୍ଯ୍ୟ ହୋଇଛି । ମନ୍ଦିରର କୂଳ ପୁରୋହିତ ସୁନୀଲ କୁମାର ପୁରୋହିତଙ୍କ ଦ୍ୱାରା ଲଗ୍ନ ସ୍ଥିର ହୋଇଛି । ଆସନ୍ତା ୧ ତାରିଖ ଗୁରୁବାର ଦିନ ଅମୃତ
Read More...

ଘର ନିର୍ମାଣ ନକରି ବ୍ଲକରୁ ଟଙ୍କା ଉଠାଇ ନେଇଥିବା ଅଭିଯୋଗ ଆଣିଲେ ଖଟିଖିଆ ସଂଘ ସଭାପତି ଭୋଜରାଜ ବାଗ

ପଦ୍ମପୁର, (ନିରୋଜ କୁମାର ପାଣୀ) : ୨୦୨୨ ସୁଦ୍ଧା ଦେଶରେ ଗୋଟିଏ ମଧ୍ୟ କଚା ଘର ରହିବ ନାହିଁ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଘୋଷଣା ସହ ପ୍ରତ୍ୟେକ ରାଜ୍ୟକୁ ଯୋଗ୍ୟ ହିତାଧିକାରୀଙ୍କ ଘର ନିର୍ମାଣ ପାଇଁ ହଜାର ହଜାର କୋଟି ଟଙ୍କାର ଅନୁଦାନ କେନ୍ଦ୍ର ସରକାର ଯୋଗାଇ ଦେଇଥିଲେ ।
Read More...

ସଂକୁଳସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ଉଦ୍‌ଘାଟିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର, ପଦ୍ମପୁର ସଂକୁଳର ସଂକୁଳସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ଆଜି ସଭାପତି ପୃଥିରାଜ ସାହୁ ଦୀପ ପ୍ରଜ୍ୱଳନ ପୂର୍ବକ ଉଦ୍‌ଘାଟନ କରି ଉପସ୍ଥିତ ଶିଶୁମାନଙ୍କୁ ବୈଜ୍ଞାନିକ ଚିନ୍ତାଧାରା ପାଇଁ ପ୍ରେରଣା ଯୋଗାଇ ଥିଲେ ।
Read More...

ଧର୍ମ ପରାୟଣା ପ୍ରିୟବତୀ ସାମନ୍ତରାୟଙ୍କ ପରଲୋକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ବରିକେଲ ଗ୍ରାମର କରଣ ସମାଜର ଧର୍ମ ପରାୟଣା ମହିଳା ପ୍ରିୟବତୀ ସାମନ୍ତରାୟଙ୍କ ଗତକାଲି ପରଲୋକ ହୋଇଯାଇଛି । ତାଙ୍କର ମୃତ୍ୟୁ ବେଳକୁ ୯୩ ବର୍ଷ ବୟସ ହେଉଥିଲା । ସେ ଜଣେ ସରଳ ନିଷ୍କପଟ ଓ ଧର୍ମ ପରାୟଣା ମହିଳା ଥିଲେ । ତାଙ୍କର ଅନ୍ତିମ
Read More...

ପାଇକମାଲ ବ୍ଲକସ୍ତରୀୟ ସଂସ୍କୃତ ଦିବସ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବ୍ଲକସ୍ତରୀୟ ସଂସ୍କୃତ ଦିବସ ମହର୍ଷି ଦୟାନନ୍ଦ ଗୁରୁକୂଳ ଯୋଗାଶ୍ରମ ନୃସିଂହନାଥ, ପାଇକମାଲଠାରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସଭାରେ ବରଗଡ଼ ଜିଲ୍ଲା ସଭାପତି ସୁରେଶ ଚନ୍ଦ୍ର ଚୌହାନ ସଭାପତିତ୍ୱ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ଓଡିଶା ରାଜ୍ୟ
Read More...

ପଦ୍ମପୁର ଶ୍ରୀ ଗୋପାଳଜୀ ମନ୍ଦିରରେ କୃଷ୍ଣ ଜନ୍ମୋତ୍ସୋବ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ସଂସାରକୁ ପାପମୁକ୍ତ ତଥା ଜଗତର ଉଦ୍ଧାର ପାଇଁ ଯିଏ ଦ୍ଵାପରରେ ଜନ୍ମ ନେଇ ସାରା ବିଶ୍ୱରେ ପ୍ରେମ ଓ ସଦ୍ଭାବନାର ସଂଚାର କରିଥିଲେ, କୁରୁକ୍ଷେତ୍ରର ବିକଟ ରଣାଙ୍ଗନରେ ଯିଏ ଧର୍ମ ରକ୍ଷା ପାଇଁ ଶସ୍ତ୍ର ଧାରଣ କରିବାକୁ ଅର୍ଜୁନଙ୍କୁ ଗୀତାର ମହାଜ୍ଞାନ ଦେଇଥିଲେ,
Read More...

ଟ୍ଵିଟର ଗାର୍ଲଙ୍କ କମାଲ : ମରାମତି ହେବ ପୁଟକାରୁ ନୂଆପଡା ରାସ୍ତା, ଉପକୃତ ହେବେ ଅଞ୍ଚଳବାସୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲାର ଝାରବନ୍ଧ ବ୍ଲକରୁ ସରାଇପାଲି ଯିବା ରାସ୍ତା ମରଣଜନ୍ତା ପାଲଟିଛି, ପୁଟୁକାରୁ ନୂଆପଡ଼ା ପର୍ଯ୍ୟନ୍ତ ରାସ୍ତା ଅତ୍ୟନ୍ତ କଦର୍ଯ୍ୟ ହୋଇପଡିଛି, ଯାହା ଫଳରେ ଲୋକେ ଅସୁବିଧା ଭୋଗୁଥିବା ଅଭିଯୋଗ ହୋଇଛି । କିନ୍ତୁ ଟ୍ଵିଟର ଗାର୍ଲ ଦୀପା ବାରିକଙ୍କ
Read More...