Browsing Tag

padmapur news

୧୧ତମ ଖ୍ରୀଷ୍ଟମାସ କପ ଅନୁଷ୍ଠିତ

ଫାଇନାଲ୍‌ରେ ବୁରୋମୁଣ୍ଡା ଓ ଖଏରପାଲି ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଦିପ୍ତିପୁର ଠାରେ ୧୧ତମ ଖ୍ରୀଷ୍ଟମାସ କପ ଅନୁଷ୍ଠିତ ହୋଇଯାଇଛି । ଆଜିର ଚତୁର୍ଥ ଦିବସରେ ପ୍ରଥମ ସେମିଫାଇନାଲ୍‌ ମ୍ୟାଚ୍‌ ତେଲମହୁଲ ଦଳ ଓ ବୁରୋମୁଣ୍ଡା ଦଳ ମଧ୍ୟରେ ମ୍ୟାଚ୍‌ ହୋଇଥିଲା । ଏଥିରେ
Read More...

ଜାମପାଲି ଗ୍ରାମରେ ଗ୍ରାମ ପଞ୍ଚାୟତସ୍ତରୀୟ କ୍ରିକେଟ ପ୍ରତିଯୋଗିତା ଅନୁଷ୍ଠିତ

ଭଣ୍ଡାରପୁରୀ ଦଳ ଚାମ୍ପିୟନ ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକ ଅନ୍ତର୍ଗତ ଭଣ୍ଡାରପୁରୀ ଗ୍ରାମ ପଞ୍ଚାୟତର ଜାମପାଲି ଖେଳ ପଡିଆଠାରେ ଗ୍ରାମ ପଞ୍ଚାୟତସ୍ତରୀୟ କ୍ରିକେଟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ
Read More...

କଳାକାର ଚୟନ ଉତ୍ସବ- ୨୦୨୨ ଉଦ୍‌ଯାପିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ପଦ୍ମପୁର ରାଜାଜୀ ଟାଉନ ହଲ୍‌ରେ କଳାକାର ଚୟନ ଉତ୍ସବ- ୨୦୨୨ ଶାନ୍ତି ଶୃଙ୍ଖଳା ସହିତ ଉଦ୍‌ଯାପିତ ହୋଇଯାଇଛି । ପଦ୍ମପୁର ବ୍ଲକର ୨୨ ଗୋଟି ପଞ୍ଚାୟତ ଓ ପଦ୍ମପୁର ବିଜ୍ଞାପିତ ପରିଷଦର କଳାକାରମାନେ ଚୟନ ପାଇଁ ନିଜସ୍ୱ କଳା ପ୍ରଦର୍ଶନ କରିଥିଲେ । ଅଶୋକ
Read More...

ନେହେରୁ ଯୁବ କେନ୍ଦ୍ରର କ୍ରୀଡା ପ୍ରତିଯୋଗିତା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବ୍ଲକ ଘୁଚାପଲି ଗ୍ରାମରେ ଜୟ ଦୁର୍ଗା ସ୍ପୋର୍ଟଟିଂ ଯୁବ କ୍ରୀଡା ସଂସଦ ଓ କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରଣାଳୟର ଅଧୀନରେ କାର୍ଯ୍ୟ କରୁଥିବା ନେହେରୁ ଯୁବ କେନ୍ଦ୍ର ବରଗଡ ମିଳିତ ଆନୁକୂଲ୍ୟରେ ଖେଳ ପଡିଆଠାରେ ଏକ କ୍ରୀଡା ପ୍ରତିଯୋଗିତାରେ
Read More...

ଅଞ୍ଚଳ ମହାବିଦ୍ୟାଳୟରେ ନାକ୍ ପିଅର ଟିମ୍‌ର ପରିଦର୍ଶନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଅଞ୍ଚଳ ମହାବିଦ୍ୟାଳୟରେ ନାକ୍ ପିଅର ଟିମ୍ ତା.୨୧ ଓ ୨୨ରିଖ ଦୁଇ ଦିନ ଧରି ପରିଦର୍ଶନ କରିଥିଲେ । ପିଅର ଟିମ୍‌ର ଚେୟାରମ୍ୟାନ ପ୍ରଫେସର କିଶୋରୀ ନାୟକ (ଭାଇସ ଚାନ୍ସେଲର), ମେମ୍ବର କୋଓର୍ଡିନେଟର ସୁଭାସିସ ଭଟ୍ଟାଚାର୍ଯ୍ୟ (ପ୍ରଫେସର), ସଦସ୍ୟ
Read More...

ବୁରୋମୁଣ୍ଡା ଉଚ୍ଚ ବିଦ୍ୟାଳୟରେ ବାର୍ଷିକ କ୍ରୀଡା ଉତ୍ସବ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ବୁରୋମୁଣ୍ଡା ସ୍ଥିତ ସରକାରୀ ରାଜକୁମାର ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ବାର୍ଷିକ କ୍ରୀଡା ଉତ୍ସବ ପାଳିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ପ୍ରେମାନନ୍ଦ ବେହେରା ପତାକା ଉତ୍ତୋଳନ କରି ଛାତ୍ରଛାତ୍ରୀମାନଙ୍କୁ ହୃଦୟ ମଧ୍ୟରେ ଶୃଙ୍ଖଳିତ ଖେଳୁଆଳ
Read More...

ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନା ନିମନ୍ତେ କଳାକାର ଚୟନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ସ୍ଥାନୀୟ ରାଜାଜୀ ଟାଉନ ହଲ୍‌ରେ ପଦ୍ମପୁର ବ୍ଲକ ପ୍ରଶାସନ ତରଫରୁ ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନା ନିମନ୍ତେ କଳାକାର ଚୟନ ୨୦୨୨ ଉତ୍ସବ ଉଦ୍‌ଘାଟିତ ହୋଇଯାଇଛି । ପଦ୍ମପୁର ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିଶ୍ଵନାଥ ସାହୁ, ବ୍ଲକ ସମାଜିକ
Read More...

ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଜେଜେ ମା’ ଓ ଜେଜେ ବାପା ସମ୍ମିଳନୀ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଜାତୀୟ ଗଣିତ ଦିବସ ପାଳିତ ଓ ଜେଜେ ମା' ଜେଜେ ବାପା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ସୁବାଷ ଦାଶ ଓ ଶ୍ରୀମତୀ ତପସ୍ୱିନୀ ଦାଶ ଦୀପ ପ୍ରଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିଲେ ।
Read More...

ଧାନମଣ୍ତି ସମସ୍ୟାକୁ ନେଇ ବିଜେପି କୃଷକ ମୋର୍ଚ୍ଚା ପକ୍ଷରୁ ଉପଜିଲ୍ଲାପାଳଙ୍କ ନିକଟରେ ଦାବୀପତ୍ର ପ୍ରଦାନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡରେ ଧାନ କ୍ରୟ ବ୍ୟବସ୍ଥାରେ ରାଜ୍ୟ ସରକାରଙ୍କ ଭୁଲ ଓ ନିଷ୍ଠାହୀନ କାରଣରୁ ଦୀର୍ଘ ବର୍ଷ ଧରି ଓଡ଼ିଶା ପ୍ରଦେଶର ଚାଷୀମାନେ ଅବହେଳିତ ଓ ଦାରିଦ୍ର୍ୟତାର ଶିକାର ହେଉଛନ୍ତି । ସରକାର ଉତ୍ପାଦିତ ଧାନମଣ୍ତି ଗୁଡିକକୁ ପରିଚାଳନା ହେତୁ ଚାଷୀମାନେ
Read More...

ସର୍ଗିବାହାଲ ସରସ୍ଵତୀ ଶିଶୁ ମନ୍ଦିରରେ ଜାତୀୟ ଗଣିତ ଦିବସ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ସର୍ଗିବାହାଲ ସରସ୍ଵତୀ ଶିଶୁ ମନ୍ଦିରରେ ଗଣିତ ଦିବସ ପାଳିତ ହୋଇଯାଇଛି । ଏଥିରେ ଶିଶୁ ମନ୍ଦିରର ପୂର୍ବତନ ଛାତ୍ର ସ୍ୱାଗତ କୁମାର ପ୍ରଧାନ ଦୀପ ପ୍ରଜ୍ୱଳନ କରିଥିଲେ । ଶିଶୁ ଭାଇ ଭଉଣୀଙ୍କୁ ଗଣିତ ବିଷୟରେ ଆଲୋକପାତ କରିଥିଲେ । ଆଚାର୍ଯ୍ୟ
Read More...