ପଦ୍ମପୁର ଉପଖଣ୍ଡ ମଣ୍ଡିରେ ପଡିଛି ୬ ଲକ୍ଷ ୫୩ କ୍ୱିଣ୍ଟାଲ ଧାନ, ତୁରନ୍ତ ଧାନ ନ ଉଠିଲେ ଆନ୍ଦୋଳନ କରିବାକୁ ଚେତାବନୀ…
ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲାରେ ମୋଟ ୧ ଲକ୍ଷ ୩୯ ହଜାର ୫ ଶହ ୫୮ ଜଣ ଚାଷୀ ଧାନ ବିକ୍ରି ପାଇଁ ପଞ୍ଜିକୃତ ହୋଇଥିଲେ । ୧ ଲକ୍ଷ ୨୭ ହଜାର ଚାଷୀ ୬୭ ଲକ୍ଷ ୩୩ ହଜାର କ୍ୱିଣ୍ଟାଲ ଧାନ ବିକ୍ରି କରିଛନ୍ତି । ପ୍ରତି ଚାଷୀ ପିଛା ହାରାହାରି ୫୩ କ୍ୱିଣ୍ଟାଲ ଧାନ ବିକ୍ରି କରିଛନ୍ତି!-->…
Read More...
Read More...