ନିମ୍ନ ମାନର କାମ ଯୋଗୁଁ ଭୁଶୁଡ଼ିଲା ପମ୍ପ ଘର : ସାଧାରଣରେ ଅସନ୍ତୋଷ
ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକ ଡ଼ଭା ପଂଚାୟତର ହରିଡାଟାଲ ଗାଁରେ ବସୁଧା ଯୋଜନାରେ ନିର୍ମାଣାଧୀନ ପାଣି ଟାଙ୍କିର ପମ୍ପ ଘର ଭୁଶୁଡ଼ି ପଡ଼ିଥିବା ଜଣାପଡିଛି । ବିନା ସୂଚନା ଫଳକରେ ଅତି ନିମ୍ନମାନର କାମ କରାଯାଇଛି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଏ!-->…
Read More...
Read More...