Browsing Tag

padmapur news

ଯୋଖିପାଲି ଗ୍ରାମ ୭ ଦିନ ପାଇଁ ସଟ୍‌ ଡାଉନ ଘୋଷଣା କଲେ ସରପଞ୍ଚ : ଗାଁକୁ ସାନିଟାଇଜ କରିବା ପାଇଁ ଦାବୀ କଲେ ଯୁବ ସଙ୍ଗଠନ

ଟ୍ରାନ୍ସଫର୍ମର ପୋଡି ଯାଇଥିବାରୁ ପାନୀୟ ଜଳଯୋଗାଣ ଠପବରଗଡ଼, (ନିରଂଜନ ତ୍ରିପାଠୀ) ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ ଯୋଖିପାଲି ଗ୍ରାମକୁ ଆସନ୍ତା କାଲିଠାରୁ ଅଗାମୀ ୧୫ ତାରିଖ ପର୍ୟ୍ୟନ୍ତ ସଟ୍‌ ଡାଉନ ଘୋଷଣା କଲେ ଯୋଖିପାଲି ଗ୍ରାମର ସରପଞ୍ଚ ତୀର୍ଥବାସୀ ବରିହା । ଏନେଇ ବିଧିବଦ୍ଧ ଭାବେ ପତ୍ର
Read More...

କୋଭିଡ ସୁରକ୍ଷା ପାଇଁ ବଣିକ ସଂଘର ସ୍ମାରକ ପତ୍ର : ଅପରାହ୍ନ ୨ଟାରୁ ଦୋକାନ ବନ୍ଦ ପାଇଁ ନିଷ୍ପତ୍ତି

ପଦ୍ମପୁର, (ନିରୋଜ କୁମାର ପାଣୀ) : କରୋନା ସଂକ୍ରମଣ ସଂଖ୍ୟା କ୍ରମଶଃ ବୃଦ୍ଧି ପାଉଛି । ତେଣୁ ଜନ ସାଧାରଣ ଆଶା ଆଶଙ୍କା ମଧ୍ୟରେ ଦିନ ଅତିବାହିତ କରୁଛନ୍ତି । ଏହାକୁ ଦୃଷ୍ଟି ଦେଇ ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ତ ବିଜେପୁର ବଣିକ ସଂଘ ପକ୍ଷରୁ ବିଡିଓଙ୍କୁ ମଙ୍ଗଳବାର ସ୍ମାରକ ପତ୍ର ପ୍ରଦାନ
Read More...

ହାଇସ୍କୁଲ ଉପରେ ସରପଞ୍ଚଙ୍କ ଅନଧିକାର ଅକ୍ତିଆର ଅଭିଯୋଗ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଜମଲା ପଞ୍ଚାୟତର ନୋଡାଲ ପଞ୍ଚାୟତ ହାଇସ୍କୁଲ ଉପରେ ଜମଲା ସରପଞ୍ଚ ତୁଳାରାମ ବେହେରା ବେଆଇନ ଭାବେ ଅଧିକାର ସାବ୍ୟସ୍ତ କରୁଥିବା ବ୍ଳକ ଶିକ୍ଷାଧିକାରୀଙ୍କ ପାଖରେ ଅଭିଯୋଗ କରିଛନ୍ତି ନୋଡାଲ ପଞ୍ଚାୟତ ହାଇସ୍କୁଲର ପ୍ରଧାନ ଶିକ୍ଷକ ଓ ଏସଏମସି
Read More...

ରାସ୍ତା ନୁହେଁ ବରଂ ଦୁର୍ଦ୍ଦଶା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସଦର ମହାକୁମ ସ୍ଥିତ ବିଜ୍ଞାପିତ ଅଞ୍ଚଳ ପରିଷଦ ପୁରୁଣା ବସ୍ତି ରାସ୍ତା ଏକ ଜନଗହଳିପୂର୍ଣ୍ଣ ତଥା ସହରର ବାଣିଜ୍ୟରେ ଏକ ମୁଖ୍ୟ ଯୋଗାଯୋଗର ରାସ୍ତା । ହେଲେ ବର୍ତ୍ତମାନ ଏହି ରାସ୍ତାର ଅବସ୍ଥା ବେହାଲ ହୋଇ ପଡିଛି । ମାତ୍ର ୩ ବର୍ଷ ଆଗରୁ ନିର୍ମିତ
Read More...

ନାଏବ ସରପଂଚ ଭାରପ୍ରାପ୍ତ ସରପଂଚ ଭାବେ ଦାୟୀତ୍ୱ ନେଲେ

ପଦ୍ମପୁର, (ନିରଂଜନ ତ୍ରିପାଠୀ) : ବରଗଡ଼ ଜିଲ୍ଲା ପାଇକମାଲ ବ୍ଲକ ଟେମରୀ ପଞ୍ଚାୟତର ସରପଞ୍ଚ ନିରୂପମା ସିଂହଙ୍କୁ ଜିଲ୍ଲାପାଳ ଜ୍ୟୋତିରଞ୍ଜନ ପ୍ରଧାନ ନିଲମ୍ବିତ କଲାପରେ ଆଜି ସକାଳ ୧୦ ଘଣ୍ଟା.୩୦ ମିନିଟ ମତେ ସରକାରୀ ନିର୍ଦ୍ଦେଶାନୁଯାୟୀ ଟେମରୀ ଗ୍ରାମ ପଂଚାୟତ କାର୍ୟ୍ୟାଳୟରେ ଉପସ୍ଥିତ ଥିବା
Read More...

କର୍ମଠ ଓ ସାଧୁତାର ପରିଚୟରେ ଡକ୍ଟରେଟ ଉପାଧି ପ୍ରାପ୍ତ

ପଦ୍ମପୁର, (ନିରଂଜନ ତ୍ରିପାଠୀ) : ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ଲଖମରା ଗ୍ରାମପଂଚାୟତ ଅଧିନସ୍ଥ ପୂଝାରୀପାଲି ଗ୍ରାମର ସୁବାଷ ଚନ୍ଦ୍ର ସାହୁଙ୍କୁ ମହାତ୍ମାଗାନ୍ଧୀ ଗ୍ଲୋବାଲ ପିସ୍ ଫାଉଣ୍ଡେସନ୍, ଭାରତ ପକ୍ଷରୁ ଭାରଚୁଏଲି ଡକ୍ଟରେଟ ଉପାଧି ପ୍ରଦାନ କରାଯାଇଛି । ଶ୍ରୀଯୁକ୍ତ ସାହୁ
Read More...

ଟେଲି ଫିଲ୍ମ ‘ନଦୀର୍ ପାଏନ୍ ନଏଦକେ ଯା’ର ଶୁଭ ମୁହରତ୍

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ତ ବିଜେପୁର ଅଞ୍ଚଳର ଅଗ୍ରଣୀ ନାଟ୍ୟ ସଂସ୍ଥା ଆଲତି ସାଂସ୍କୃତିକ ସଂଘ ପକ୍ଷରୁ ଟେଲି ଫିଲ୍ମ 'ନଦୀର୍ ପାଏନ୍ ନଏଦକେ ଯା"ର ଶୁଭ ମୁହରତ୍ ରବିବାର ଅନୁଷ୍ଠିତ ହୋଇ ଯାଇଛି । ଏହି ଅବସରରେ ବୁଡାପାଲି ଶୈବପୀଠରେ ରୀତିନୀତି ଅନୁସାରେ
Read More...

ପାଇକମାଳ ବ୍ଲକ ଶିକ୍ଷା ବିଭାଗ ଦ୍ୱାରା ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ୫,୦୦,୯୫୦ ଟଙ୍କା ଦାନ

ପଦ୍ମପୁର, (ନିରୋଜ ପାଣୀ) : ବର୍ତ୍ତମାନ ମହାମାରୀ କରୋନା ଚାଲିଥିବା ବେଳେ ଶିକ୍ଷକମାନଙ୍କ ମହାଦାନ ପ୍ରଶଂସନୀୟ । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଆହ୍ବାନ କ୍ରମେ ଏହି ପଦକ୍ଷେପ ନିଶ୍ଟିତ ଭାବେ ପ୍ରଶଂସା ଯୋଗ୍ୟ । ଆଜି ପାଇକମାଲ ବ୍ଲକ ପରିସର ମଧ୍ୟରେ ପାଇକମାଳ ବ୍ଲକ ଶିକ୍ଷା ବିଭାଗ ଦ୍ବାରା
Read More...

ପଦ୍ମପୁରରେ ଦିନ ୬ ରୁ ୨ ଯାଏଁ ଖୋଲିବ ମାକେର୍ଟ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସଦର ମହାକୁମା ତଥା ଉପଖଣ୍ତରେ ଦିନକୁ ଦିନ ବଢୁଥିବା କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଏବଂ ଭୟାବହତାକୁ ଦୃଷ୍ଟିରେ ରଖି ପଦ୍ମପୁରର ବଣିକ ସଂଘ, ନାଗରିକ କମିଟି, ଲାୟନ୍ସ କ୍ଲବ ଆଦି ସ୍ୱେଚ୍ଛାସେବୀ ଅନୁଷ୍ଠାନମାନଙ୍କର ଚର୍ଚ୍ଚା ଏବଂ ମିଳିତ ନିଷ୍ପତି
Read More...

ସରକାର ଅସାମ୍ବଧାନିକ ଭାବେ ବହିସ୍କାର କରିଛନ୍ତି, ଅଦାଳତର ଆଶ୍ରୟ ନେବି : ନିରୁପା ସିଂହ

ପଦ୍ମପୁର, (ନିରୋଜ କୁମାର ପାଣୀ) : ରାଜ୍ୟ ସରକାର ଅସାମ୍ବଧାନିକ ଉପାୟରେ ସରପଞ୍ଚ ପଦବୀରୁ ମୋତେ ବହିସ୍କାର କରିଛନ୍ତି, ସରକାରଙ୍କ ଏହି ଅନ୍ଯାୟ ପଦକ୍ଷେପ ବିରୁଦ୍ଧରେ ଉଚ୍ଚ ନ୍ଯାୟଳୟ ଦ୍ବାରସ୍ଥ ହେବି ବୋଲି ବରଗଡ଼ ଜିଲ୍ଲା ପାଇକମାଲ ବ୍ଲକ ଟେମେରୀ ଗ୍ରାମ ପଞ୍ଚାୟତର ସରପଞ୍ଚ ଶ୍ରୀମତୀ ନିରୁପା
Read More...