ଅଜଣା ରୋଗ ଗ୍ରାସରେ ଚାଷ : ଚାଷୀକୁଳର ମେରୁଦଣ୍ଡ ହେଲା ଦୁର୍ବଳ
ପଦ୍ମପୁର, (ନିରଂଜନ ତ୍ରିପାଠୀ) : ବରଗଡ ଜିଲ୍ଲା ପାଇକମାଲ ବ୍ଲକ ଅଧୀନସ୍ଥ ଟେମେରୀ ଅଂଚଳରେ ବ୍ୟାପକ ଭାବେ ଅଜଣା ରୋଗ ବ୍ୟାପି ହଜାର ହଜାର ଏକର ଧାନ ଚାଷ ନଷ୍ଟ ହେବାରେ ଲାଗିଲାଣି । ବିଭିନ୍ନ ପ୍ରକାରର କୀଟନାଶକ ଓୌଷଧ କ୍ରୟ କରି ଚାଷୀ ଚାଷକୁ ରକ୍ଷା କରିବାକୁ ଚେଷ୍ଟା କଲେ ମଧ୍ୟ କରୋନା ଭଳି!-->…
Read More...
Read More...