ବୁଡାମାଲ କୁମ୍ଭାରପଡା ରାସ୍ତା କାର୍ୟ୍ୟ ସମାପ୍ତ
ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ବ୍ଲକ ବୁଡାମାଲ ଗ୍ରାମରେ ଏକ କଂକ୍ରିଟ୍ କରଣ କାର୍ୟ୍ୟ ସମାପ୍ତ ହୋଇ ଯାଇଛି । ବୁଡାମାଲ ଗ୍ରାମ ପଞ୍ଚାୟତ ସରପଞ୍ଚ ଚୁତର୍ଭୁଜ ମେହେରଙ୍କ ଉଦ୍ୟମରେ ପଞ୍ଚାୟତ ତରଫରୁ ବହୁତ ସୁନ୍ଦର ମଜବୁତ୍ କାର୍ୟ୍ୟ କରାଯାଇଛି । ଏହି ରାସ୍ତା ବୁଡାମାଲ ମୁଖ୍ୟ!-->…
Read More...
Read More...