ମଣ୍ତିରେ କଟ୍ନୀ ଛଟ୍ନୀ ହେଲେ କଡ଼ା କାର୍ଯ୍ୟାନୁଷ୍ଠାନ : ଜିଲ୍ଲା ପରିଷଦ ଅଧ୍ୟକ୍ଷା
ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ପରିଷଦ ଅଧ୍ୟକ୍ଷା ମୁକ୍ତା ସାହୁ ଚାଷୀମାନଙ୍କୁ ବିନା କଟନୀ ଛଟ୍ନୀରେ ଧାନ ଦେବାକୁ ନିବେଦନ କରିଛନ୍ତି । କୌଣସି ବ୍ୟକ୍ତି ଅସାଧୁ ଉପାୟରେ କଟନୀ ପରେ ଧାନ ଉଠାଇବାକୁ ପ୍ରବର୍ତ୍ତିତ କଲେ, କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ!-->…
Read More...
Read More...