ପାଇକମାଲ ସାଂସଦ ପ୍ରତିନିଧି ବଲରାମ ସାହୁଙ୍କ ମାତୃ ବିୟୋଗ
ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଳ ବ୍ଳକ ସାଂସଦ ପ୍ରତିନିଧି ବଲରାମ ସାହୁଙ୍କ ମାତା ଗୁଆଲେନ ସାହୁଙ୍କ ତାଙ୍କ କେନାବୁଦା ସ୍ଥିତ ବାସ ଭବନରେ ପରଲୋକ ହୋଇଯାଇଛି । ତାଙ୍କର ମୃତ୍ୟୁ ବେଳକୁ ୯୩ ବର୍ଷ ବୟସ ହେଉଥିଲା । ସେ ଜଣେ ଧର୍ମ ପରାୟଣ ମହିଳା ଭାବରେ ଗାଁରେ ବେଶ ପରିଚିତ ଥିଲେ ।!-->…
Read More...
Read More...