ପାଇକମାଲରେ ନୂତନ ଥାନା ଅଧିକାରୀ
ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ଥାନାରେ ନୂତନ ଥାନା ଅଧିକାରୀ ଭାବରେ କୈଳାଶ ଚନ୍ଦ୍ର ପ୍ରଧାନ କାର୍ଯ୍ୟରେ ଯୋଗଦାନ କରିଛନ୍ତି । ସେ ପୂର୍ବରୁ ଜଗଦଲପୁର ଥାନାରେ କାର୍ଯ୍ୟରତ ଥିଲେ । ପାଇକମାଲ ଅଞ୍ଚଳରେ ଶାନ୍ତି ଶୃଙ୍ଖଳା ବଜାୟ ରଖିବା ତାଙ୍କର ପ୍ରଥମ କର୍ତ୍ତବ୍ୟ!-->…
Read More...
Read More...