Browsing Tag

padampur news

ବିଶିଷ୍ଟ ସମାଜସେବୀ ଦୁଃଶାସନ କୁମ୍ଭାରଙ୍କ ସରପଞ୍ଚ ପ୍ରାର୍ଥୀପତ୍ର ଦାଖଲ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବ୍ଲକ ବରତୁଣ୍ତା ଗ୍ରାମ ପଞ୍ଚାୟତରେ ସମାଜସେବୀ ଦୁଃଶାସନ କୁମ୍ଭାର ସରପଞ୍ଚ ପଦବୀ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ସମାଜସେବୀ ଦୁଃଶାସନ କୁମ୍ଭାର ୨୦୧୨ - ୧୦୧୭ ମସିହା ପର୍ଯ୍ୟନ୍ତ ବରତୁଣ୍ତା ଗ୍ରାମ ପଞ୍ଚାୟତରେ ସରପଞ୍ଚ ଦାୟିତ୍ୱରେ ଥିଲା
Read More...

ଡା. ମୈତ୍ରୀ ପୁରୋହିତଙ୍କ ଏମ୍‌ଡି ପରୀକ୍ଷାରେ କୃତିତ୍ୱ ହାସଲ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ପାଇକମାଲର ଛାତ୍ରୀ ଡା. ମୈତ୍ରୀ ପୁରୋହିତ ବାଙ୍ଗାରୁଲୁା କର୍ଣ୍ଣାଟକ ସ୍ଥିତ ରାଜୀବ ଗାନ୍ଧୀ ସ୍ବାସ୍ଥ୍ୟ ବିଜ୍ଞାନ ବିଶ୍ବ ବିଦ୍ୟାଳୟରେ ଶ୍ରେଷ୍ଠ ଦଶ ଜଣଙ୍କ ମଧ୍ୟରୁ ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ସେ ସମ୍ବଲପୁର ବିଶ୍ଵ ବିଦ୍ୟାଳୟ
Read More...

ତେଲେଙ୍ଗାନାରେ ଓଡ଼ିଆ ଶ୍ରମିକଙ୍କୁ ଅକଥନୀୟ ଅତ୍ୟାଚାର ଅଭିଯୋଗ

ମାଡ଼ ସହି ନ ପାରି ଆତ୍ମହତ୍ୟା ଉଦ୍ୟମ କଲେ ଝାରବନ୍ଧ ବ୍ଲକର ଯୁବକ, ଅନ୍ୟମାନଙ୍କୁ ସାହସିକତା ସହ ଉଦ୍ଧାର କଲେ ଟ୍ୱିଟର ଗାର୍ଲ ଦୀପା ପଦ୍ମପୁର, (ନିରୋଜ କୁମାର ପାଣୀ) : ତେଲେଙ୍ଗାନା ରାଜ୍ୟରେ ପ୍ରବାସୀ ଓଡିଆମାନଙ୍କୁ ଅତ୍ୟାଚାର ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ଯାହାର ସଦ୍ୟତମ
Read More...

ୱାର୍ଡ ମେମ୍ବର ପଦବୀରେ ନାମାଙ୍କନ ଦାଖଲ କଲେ ସମାଜସେବୀ ଅଶ୍ୱିନୀ ଦାସ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ ଯୋଖିପାଲି ଗ୍ରାମରେ ନିର୍ବାଚନୀ ଉଷ୍ଣତା ଦେଖିବାକୁ ମିଳିଛି । ଏହି କ୍ରମରେ ସରପଞ୍ଚଠାରୁ ଆରମ୍ଭ କରି ୱାର୍ଡ ମେମ୍ବର ପର୍ଯ୍ୟନ୍ତ ଅନେକ ଆଶାୟୀ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଶୁକ୍ରବାର ଦିନ ଯୋଖିପାଲି
Read More...

ଭୂତମୁଣ୍ଡା ଜୟ ବୁଢ଼ାରଜା କ୍ରିକେଟ : ଚୁହୁରାକୁ ହରାଇ ଢେଙ୍କିମୁଣ୍ଡା ଚମ୍ପିୟାନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବ୍ଳକ ମାଣ୍ତୋସିଲ ଗ୍ରାମ ପଞ୍ଚାୟତ ଭୁତମୁଣ୍ଡା ଗ୍ରାମରେ ସ୍ପୋଟର୍ସ କ୍ଳବ ଓ ଗ୍ରାମବାସୀଙ୍କ ତରଫରୁ ଚାଲିଥିବା ୨ୟ ଭୂତମୁଣ୍ଡା ଜୟ ବୁଢ଼ାରଜା କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ଗୁରୁବାର ଖେଳା ଯାଇଥିବା ଫାଇନାଲ ମ୍ୟାଚରେ ଚୁହୁରାକୁ ହରାଇ
Read More...

ସାମ୍ବାଦିକମାନଙ୍କ ଉଦ୍ୟମ ଯୋଗୁଁ ପାଇକମାଲରେ ଡିଭାଇଡର କାମ ଆରମ୍ଭ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବସ୍ତିରେ ଯାଇଥିବା ବିଜୁ ଏକ୍ସପ୍ରେସ ୱେରେ ଅନେକ ଦୁର୍ଘଟଣା ଘଟି ୪ ମାସ ଭିତରେ ପ୍ରାୟ ୧୦ ଜଣଙ୍କର ମୃତ୍ୟୁ ହୋଇଥିବାରୁ ପାଇକମାଲ ସାମ୍ବାଦିକମାନେ ମିଠାପାଲିରୁ ପାଇକମାଲ କଲୋନିପଡା ପର୍ଯ୍ୟନ୍ତ ରାସ୍ତାରେ ଡିଭାଇଡର ଦେବା ପାଇଁ ଦାବୀ କରି
Read More...

ମାଣ୍ଡୋସିଲ ପଞ୍ଚାୟତର ବିଜେପି ତରଫରୁ ଜିଲ୍ଲା ପରିଷଦ, ସରପଞ୍ଚ, ସମିତି ସଭ୍ୟ ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର ଦାଖଲ

ପଦ୍ମପୁର, (ନିରୋଜ କୁମାର ପାଣୀ) : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ପାଇକମାଲ ବ୍ଲକ ମାଣ୍ଡୋସିଲ ଗ୍ରାମ ପଞ୍ଚାୟତ ଜିଲ୍ଲା ପରିଷଦ ଜୋନ୍‌ ନମ୍ବର୧୧ ପାଇକମାଲ ୧ରୁ ଜିଲ୍ଲା ପରିଷଦ ପ୍ରାର୍ଥୀନୀ ଶ୍ରୀମତୀ ତ୍ରିପୁରା ବରିହା, ସରପଞ୍ଚ ପ୍ରାର୍ଥୀ ଓମ୍ ପ୍ରକାଶ ନାୟକ, ସମିତି ସଭ୍ୟ ପ୍ରାର୍ଥୀ
Read More...

୧୬ ତମ ବୁଢାରଜା କ୍ରିକେଟ କପ୍‌ ସମାପନ : ଡଙ୍ଗାଘାଟ ଦଳ ବିଜୟୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ବ୍ଲକ୍ ଦହିଗାଁ ଗ୍ରାମ ପଚାଂୟତ ବ୍ରାହ୍ମଣଡିହି ଗ୍ରାମ ୧୬ ତମ ବୁଢାରଜା କ୍ରିକେଟ୍ କପ୍ ସମାପନ ହୋଇଯାଇଛି । ବାଦିମାଲ ଏବଂ ଡଙ୍ଗାଘାଟ ମଧ୍ୟରେ ଫାଇନାଲ ମ୍ୟାଚରେ ଡଙ୍ଗାଘାଟ ଦଳ ବିଜୟ ହୋଇଥିଲେ ଏହି ଅବସର ସରପଚଂ ପ୍ରାର୍ଥୀନୀ
Read More...

ବହ୍ନିକନ୍ୟା ପାର୍ବତୀ ଗିରିଙ୍କ ଜନ୍ମ ଜୟନ୍ତୀରେ ସଂକଳ୍ପ ପରିବାର ତରଫରୁ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଜ୍ଞାପନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ ଅନ୍ତର୍ଗତ ସମଲେଇ ପଦର ଗ୍ରାମରେ ଏକ ଚାଷୀ ପରିବାରରେ ୧୯୨୬ ମସିହା ଜାନୁଆରୀ ୧୯ ତାରିଖରେ ଜନ୍ମିତ ବିଶିଷ୍ଟ ସୁନାମଧନ୍ୟ ମହିଳା ସ୍ୱାଧୀନତା ସଂଗ୍ରାମୀ ପାର୍ବତୀ ଗିରି ଯିଏ କି ମହାତ୍ମା ଗାନ୍ଧୀଙ୍କ ଭାରତ ଛାଡ଼ ଆନ୍ଦୋଳନରେ
Read More...

ସ୍ଵାମୀ ବିବେକାନନ୍ଦଙ୍କ ଜୀବନୀ ଓ ଦର୍ଶନ ଉପରେ ୱେବିନାର

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ପଦ୍ମପୁର ଅଞ୍ଚଳ ମହାବିଦ୍ୟାଳୟ ଓ ବିବେକାନନ୍ଦ ଅଧ୍ୟୟନ କେନ୍ଦ୍ର, ଝାରବନ୍ଧର ମିଳିତ ଉଦ୍ୟମରେ ମହାନ ଯୋଗୀ ଓ ଦାର୍ଶନିକ ସ୍ୱାମୀ ବିବେକାନନ୍ଦଙ୍କ ଜନ୍ମ ଜୟନ୍ତୀ ସପ୍ତାହର ପବିତ୍ର ଅବସରରେ ଏକ ୱେବିନାର ଅଞ୍ଚଳ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼.
Read More...