ନିଶା କାରବାରରେ ପଦ୍ମପୁର ଉପଖଣ୍ଡର ଯୁବସମାଜ କବଳିତ : ଚିନ୍ମୟ ପଣ୍ଡା
ପଦ୍ମପୁର, (ନିରୋଜ କୁମାର ପାଣୀ) : ନିଶା ବେପାରୀଙ୍କ ଉପରେ ଶୀଘ୍ର ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ଦାବୀ କଲେ ପଦ୍ମପୁର ସାଂସଦ ପ୍ରତିନିଧି ତଥା କାଉନସିଲର ଚିନ୍ମୟ ପଣ୍ଡା । ସେ କହିଛନ୍ତି ଯେ, ବର୍ତ୍ତମାନ ଦିନକୁ ଦିନ ପଦ୍ମପୁର ସହରରେ ନିଶା କାରବାର ବଢ଼ିବାରେ ଲାଗିଛି ଯଦ୍ୱାରା ଯୁବ!-->…
Read More...
Read More...