Browsing Tag

padampur news

ସିରଜିନା ପକ୍ଷରୁ ସମ୍ୱଲପୁରୀ ଦିନ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ସିରଜିନା ସାହିତ୍ୟ ଆର ସାଂସ୍କୃତିକ ଅନୁଷ୍ଠାନ ପଦ୍ମପୁର ଗୁରୁ ସତ୍ୟ ନାରାୟଣ ବହିଦାରଙ୍କ ଜନ୍ମ ଦିନକୁ ସମ୍ୱଲପୁରୀ ଦିନ ରୂପେ ଖରସିବାଞ୍ଜିରେ ପାଳନ କରାଯାଇଥିଲା । ପ୍ରଥମ ଅଧିବେସନରେ ମନୋରଞ୍ଜନ ସାହୁ ମା' ସମଲେଇ ଗୁରୁ ସତ୍ୟନାରାୟଣ ବହିଦାରଙ୍କ ଫୋଟୋ
Read More...

ପଦ୍ମପୁର-ପାଟଣାଗଡ଼ ରାସ୍ତାର ପ୍ରଶସ୍ତିକରଣ କାମ ଆରମ୍ଭ

କେନ୍ଦ୍ର ସରକାରଙ୍କ ଅନୁଦାନ ଟଙ୍କାରେ ହେଲା କାମ ଆରମ୍ଭହୋଡିଂରେ କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀଙ୍କ ଫୋଟୋ ନ ଥିବାରୁ ବିଜେପି ପକ୍ଷରୁ ବିରୋଧ ପଦ୍ମପୁର, (ନିରୋଜ କୁମାର ପାଣୀ) : କେନ୍ଦ୍ର ସରକାରଙ୍କ ସିଆର୍‌ଆଇଏଫ୍‌ ଫଣ୍ଡରୁ ପଦ୍ମପୁର-ପାଟଣାଗଡ଼ ରାସ୍ତାର ପ୍ରଶସ୍ତିକରଣ କାମ ଆରମ୍ଭ
Read More...

ପର୍ଯ୍ୟଟନ ବିକାଶ ପାଇଁ ସ୍ଥାନ ପରିଦର୍ଶନ କଲେ ଜିଲ୍ଲାପାଳ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପର୍ଯ୍ୟଟନରେ ଯୋଡ଼ି ହୋଇଛି ନୂଆ ଅଧ୍ୟାୟ । ଗାଇସିଲେଟ ବ୍ଲକକୁ ମିଳିଛି ପର୍ଯ୍ୟଟନ କ୍ଷେତ୍ରର ମାନ୍ୟତା । ୧୪ ଜୁଲାଇରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ ମାଧ୍ୟମରେ ଗାଇସିଲେଟ ବ୍ଲକର ବୁରୋମୁଣ୍ଡା ଗ୍ରାମରେ କଳା ଗ୍ରାମ ଏବଂ
Read More...

ପ୍ରଧାନ ଶିକ୍ଷକଙ୍କ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବ୍ଲକ ପଲସଦା ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁନୀଳ କୁମାର ସିହ୍ନାଙ୍କ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ଏହି ବିଦ୍ୟାଳୟର ପୂର୍ବତନ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ପ୍ରଫୁଲ୍ଲ କୁମାର ପାଣିଗ୍ରାହୀଙ୍କ
Read More...

ପଦ୍ମପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ସମ୍ବଲପୁରୀ ଦିନ୍ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ପଦ୍ମପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ 'ସମ୍ବଲପୁରୀ ଦିନ୍' ପାଳିତ ହୋଇଯାଇଛି । ଏଥି ଅବସରରେ କାର୍ଯ୍ୟାଳୟର ସମସ୍ତ ଅଧିକାରୀ ଓ କର୍ମଚାରୀ ସମ୍ବଲପୁରୀ ପିନ୍ଧି 'ସମ୍ବଲପୁରୀ ଦିନ୍' ମାନିଛନ୍ତି । 'ଅଗଷ୍ଟ ୧' ତାରିଖକୁ ଏଇ ଅଞ୍ଚଳର ସାହିତ୍ୟ ଓ
Read More...

ବିଶ୍ଵ ମାନବ ଚାଲାଣ ବିରୋଧ ଦିବସରେ ସଚେତନତା ବୈଠକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଛତିଶଗଡ଼ ଓ ଓଡିଶା ସୀମାବର୍ତ୍ତୀ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏଣୁ ପ୍ରତି ବର୍ଷ ଏହି ଅଂଚଳରୁ କାମ ଓ ରୋଜଗାର ଖୋଜିବା ପାଇଁ ବହୁ ଲୋକେ ଅନ୍ୟ ରାଜ୍ୟକୁ ଦାଦନ ଖଟିବାକୁ ଯାଇଥାନ୍ତି । ତେବେ ଅଞ୍ଚଳରେ କାର୍ଯ୍ୟାଭାବ ଓ ପ୍ରାୟ ସମୟରେ
Read More...

ଝେଙ୍ଗନାଡିହିରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଅନ୍ତର୍ଗତ ଭେଙ୍ଗରଜପୁର ଗ୍ରାମ ପଞ୍ଚାୟତର କବି ଖଗେଶ୍ୱର ସେଠ ଉଚ୍ଚ ବିଦ୍ୟାଳୟ ଝେଙ୍ଗନାଡିହିଠାରେ ବୃକ୍ଷ ରୋପଣର ଏକ ବିଶେଷ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦୈତାରି ପ୍ରଧାନଙ୍କ
Read More...

ପଦ୍ମପୁର ଅଞ୍ଚଳ ମହାବିଦ୍ୟାଳୟରେ ବିଦାୟ ସମ୍ୱର୍ଦ୍ଧନା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଅଞ୍ଚଳ ମହାବିଦ୍ୟାଳୟର ସମ୍ମିଳନୀ ପ୍ରକୋଷ୍ଠରେ ଏକ ବିଦାୟକାଳୀନ ସଭା ଅଧ୍ୟକ୍ଷ ଡଃ ଲଳିତେନ୍ଦୁ ନାୟକଙ୍କ ସଭାପତିତ୍ଵରେ ଅନୁଷ୍ଠିତ ହୋଇଯାଇଛି । ବିଦାୟୀ ପ୍ରଧ୍ୟାପକ ସରୋଜ କୁମାର ପ୍ରଧାନଙ୍କୁ ଅଧ୍ୟକ୍ଷ ତଥା ଅଧ୍ୟାପକ-ଅଧ୍ୟାପିକା ବିଦାୟକାଳୀନ
Read More...

ଗାଁକୁ ଯାଇ ଲୋକଙ୍କ ସମସ୍ୟା ବୁଝିଲେ ଗାଇସିଲେଟ ବିଡିଓ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଗାଇସିଲେଟ ବ୍ଲକର କଟାବାହାଲ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଡଙ୍ଗରମୁଣ୍ଡା ଗ୍ରାମକୁ ଆଜି ହଠାତ୍ ଗାଇସିଲେଟ ବିଡିଓ ମନୋଜ କୁମାର ଦେବତା ପହଞ୍ଚି କଟାବାହାଲ ସରପଞ୍ଚ ଶ୍ରୀମତୀ ଅର୍ପିତା ପଣ୍ଡାଙ୍କ ସହିତ ଗାଁ ଦାଣ୍ଡରେ ବସି ଦୀର୍ଘ ୨ ଘଣ୍ଟା
Read More...

ଭଗବାନ ପର୍ଶୁରାମଙ୍କ ପ୍ରତିଛବିକୁ ଅସମ୍ମାନ ପ୍ରତିବାଦରେ ଉପଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦାବୀପତ୍ର…

ପଦ୍ମପୁର, (ନିରୋଜ କୁମାର ପାଣୀ) : ବଲାଙ୍ଗିର ଜିଲ୍ଲାର ପାଟଣାଗଡ ଉପଖଣ୍ଡ ବ୍ଲକ ଛକଠାରେ ଭଗବାନ ପର୍ଶୁରାମଙ୍କ ଏକ ଫଟୋଛବି ସ୍ଥାପନ କରି ଦୀର୍ଘ ବର୍ଷ ଧରି ପୂଜାର୍ଚ୍ଚନା କରାଯାଇ ଆସୁଥିଲା । ଏହି ବ୍ଲକ ଛକରେ ଭଗବାନ ପର୍ଶୁରାମଙ୍କ ଏକ ପ୍ରତିମୂର୍ତ୍ତି ସ୍ଥାପନ କରି ତାକୁ “ପର୍ଶୁରାମ ଛକ”
Read More...