Browsing Tag

padampur news

ପଦ୍ମପୁର ଉପଖଣ୍ଡ ଯାଦବ ସଭା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ବରିିକେଲ ଡି.ଓ. ଅଫିସ୍‌ ପାଖରେ ଶତାଧିକ ସଂଖ୍ୟାରେ ଯାଦବ ଭାଇ ବନ୍ଧୁ ଓ ମା' ଭଉଣୀ ଉପସ୍ଥିତ ହୋଇ ମା' ସମଲେଶ୍ୱରୀ ଓ ଯୋଗେଶ୍ୱର ଶ୍ରୀକୃଷ୍ଣଙ୍କ ପୂଜା କରାଯାଇଥିଲା । ସମ୍ମାନୀତ ଉପଖଣ୍ଡ ସଭାପତୀ, ଉପ ସଭାପତି ଓ ସେବା ପ୍ରମୁଖଙ୍କୁ…
Read More...

ଝାନସୀରାଣୀ ଲକ୍ଷ୍ମୀବାଈ ଜୟନ୍ତୀ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଝାନ୍‌ସୀ ରାଣୀ ଲକ୍ଷ୍ମୀବାଈ ଜୟନ୍ତୀ ପଦ୍ମପୁର ସ୍ଥିତ ରାଜାଜୀ ଟାଉନ ହଲରେ ଚେତନା ପରିଷଦ ପଦ୍ମପୁର ଆନୁକୂଲ୍ୟରେ ଝାନ୍‌ସୀ ରାଣୀ ଲକ୍ଷ୍ମୀବାଈ ଜୟନ୍ତୀ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଉତ୍ସବକୁ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ରମେଶ ମିଶ୍ର ଫିତା…
Read More...

ସମ୍ବିଧାନ ଦିବସ ପାଳନ ପାଇଁ ପ୍ରସ୍ତୁତି ବୈଠକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବ୍ଲକ ଟେମରି ଗ୍ରାମରେ ଆମ୍ବେଦକର ୱାରିଅର ତରଫରୁ ଆସନ୍ତା ୨୬ ତାରିଖ ସଂବିଧାନ ଦିବସ ପାଳନ ପାଇଁ ପ୍ରସ୍ତୁତି ବୈଠକ ରଖାଯାଇଥିଲା ଉକ୍ତ ବୈଠକ ଟେମରି ଗାଁରେ ସଂବିଧାନ ଦିବସ ପାଳନ କରିବାର ନିଷ୍ପତି ନିଆଗଲା । ବୈଠକରେ ଆମ୍ବେଦକର ୱାରିଅରର…
Read More...

ତେଲେଙ୍ଗାନା ଇଟାଭାଟିରେ ୧୯ ଜଣ ବନ୍ଧକ : ମୁକ୍ତି ପାଇଁ ପାଣ୍ତିଆନଙ୍କୁ ଗୁହାରୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ଝାରବନ୍ଧ ବ୍ଲକ ଅନ୍ତର୍ଗତ ଗଉଡମାଲ ଗ୍ରାମର ଜଣେ ୬୦ ବର୍ଷ ବୟସ୍କା ଶ୍ରୀମତୀ ଉଷା ବେହେରାଙ୍କ ସମେତ ୩ଜଣ ଛୋଟ ଛୁଆ ଓ ମହିଳା ମିଶି ୧୯ ପ୍ରବାସୀ ଶ୍ରମିକ ତଲେଙ୍ଗାନା ରାଜ୍ୟର ବିଶକଣ୍ତା ଇଟା ଭାଟିରେ ୨ ମାସ ହେଲା ବନ୍ଧକ ଥିବା ବେଳେ…
Read More...

ପଦ୍ମପୁର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ୩୯ତମ ବାର୍ଷିକ କ୍ରୀଡ଼ା ସମାରୋହ ଉଦ୍‌ଘାଟିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ୩୯ତମ ବାର୍ଷିକ କ୍ରୀଡ଼ା ସମାରୋହ ସ୍ଥାନୀୟ ଆରବି ହାଇସ୍କୁଲ ପଡ଼ିଆରେ ଆଜି ଉଦ୍‌ଘାଟିତ ହୋଇଯାଇଛି । ଲୋକନାଥ ଭୋଇ (ଉପଖଣ୍ଡ ଗୋଷ୍ଠୀ ଶିକ୍ଷା ଅଧିକାରୀ ପଦ୍ମପୁର) ମୁଖ୍ୟ ଅତିଥି ଭାବରେ ଯୋଗଦେଇ ମଶାଲ ସ୍ଥାପନା କରି…
Read More...

ଆଳାପ – ୨୦୨୩ ଓଡ଼ିଶୀ ସଙ୍ଗୀତର କାର୍ଯ୍ୟକ୍ରମ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଭୁବନେଶ୍ୱର ସ୍ଥିତ ଆଳାପ ଟ୍ରଷ୍ଟବ ବୋର୍ଡ ତରଫରୁ ଗତକାଲି ସନ୍ଧ୍ୟାରେ ପଦ୍ମପୁର ଟାଉନ୍ ହଲରେ ଏକ ମନୋଜ୍ଞ ଓଡ଼ିଶୀ ସଙ୍ଗୀତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ଅଶୋକ କୁମାର ବହିଦାରଙ୍କ ସଂଯୋଜନାରେ ସଭାରେ ମୁଖ୍ୟ ଅତିଥି ଭାବେ ବିନାୟକ…
Read More...

ରାଜ୍ୟ ସରକାରଙ୍କ ଦୁର୍ନୀତି ଓ ଭ୍ରଷ୍ଟାଚାର ବିରୁଦ୍ଧରେ ଝାରବନ୍ଧ ବ୍ଲକ ଘେରାଉ କଲା ବିଜେପି

ପଦ୍ମପୁର, (ନିରୋଜ କୁମାର ପାଣୀ) : ଦୁର୍ନୀତି ଓ ଭ୍ରଷ୍ଟାଚାର ବିରୁଦ୍ଧରେ ଝାରବନ୍ଧ ବ୍ଲକକୁ ଘେରାଉ ‌କରିଥିଲା ପଦ୍ମପୁର ନିର୍ବାଚନ ମଣ୍ଡଳୀ ବିଜେପି । ଝାରବନ୍ଧଠାରେ ବିଜେପିର ବିଶାଳ ଶୋଭାଯାତ୍ରାରେ ରାଜ୍ୟ ସରକାରଙ୍କ ଦୁର୍ନୀତି ଭ୍ରଷ୍ଟାଚାର ବିରୁଦ୍ଧରେ ସ୍ଲେଗାନ ଦେଇ ସମଗ୍ର ସହର ପରିକ୍ରମା…
Read More...

ପଦ୍ମପୁର ଉପଖଣ୍ଡରେ କୋସଲ ମହାବନ୍ଦ ଶାନ୍ତିପୂର୍ଣ୍ଣ ଭାବେ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : କୋଶଲାଞ୍ଚଲ ପ୍ରତି ହେଉଥିବା ବୈମାତୃକ ମନୋଭାବ ସହ ଅନ୍ୟାୟ ବିରୁଦ୍ଧରେ ପଶ୍ଚିମ୍ ଓଡିଶାକୁ ସ୍ବତନ୍ତ୍ର ରାଜ୍ୟ ଦାବୀରେ ପଶ୍ଚିମ୍ ଓଡିଶାର ସବୁ ଜିଲ୍ଲାରେ ୧୨ ଘଣ୍ଟିଆ ମହାବନ୍ଦ୍ ଡାକରା ଦିଆଯାଇଛି । ଏଣୁ ଆଜି ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ…
Read More...

ରାଜବୋଡାସମ୍ବର ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଦ୍ୱାରା ଓଡ଼ିଆ ଭାଷା ବୃତ୍ତି ପୁରସ୍କାର ପ୍ରଦାନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ତୃଣମୂଳ ସ୍ତରରୁ ଓଡ଼ିଆ ଭାଷାକୁ ସୁଦୃଢ କରିବା ଓ ବିଶ୍ୱବ୍ୟାପୀ ତାର ପ୍ରଚାର ପ୍ରସାରର ମହୋତ୍ତର ଲକ୍ଷ୍ୟକୁ ନେଇ ଆରମ୍ଭ ହୋଇଛି ରାଜ୍ୟ ସରକାରଙ୍କ ଓଡ଼ିଆ ଭାଷା ବୃତ୍ତି ପୁରସ୍କାର । ଏହି କ୍ରମରେ ରାଜବୋଡାସମ୍ବର ଗୋଷ୍ଠୀ ଶିକ୍ଷା ଅଧିକାରୀ ଲୋକନାଥ ଭୋଇ…
Read More...

ପଦ୍ମପୁର ସବଡିଭିଜନ ସାମ୍ବାଦିକ ସଂଘର ପ୍ରେସ ଦିବସ ପାଳନ

ଭୀଷ୍ମଦେବ ପଣ୍ତାଙ୍କୁ ଶ୍ରଦ୍ଧାଞ୍ଜଳି, ସାମ୍ବାଦିକ ଲାଲ ବିହାରୀ ମିଶ୍ର ସମ୍ବର୍ଦ୍ଧିତ ପଦ୍ମପୁର, (ନିରୋଜ କୁମାର ପାଣୀ) : ପବିତ୍ର ତୀର୍ଥକ୍ଷେତ୍ର ନୃସିଂହନାଥଠାରେ ପଦ୍ମପୁର ସବଡିଭିଜନ ସାମ୍ବାଦିକ ସଂଘ ଆନୁକୂଲ୍ୟରେ ପ୍ରେସ ଦିବସ ପାଳନ କରାଯାଇଥିଲା । ଏଥିରେ ସଂଘର ସଭାପତି ବଡ ଶତପଥି…
Read More...