Browsing Tag

padampur news

ସମ୍ଭାଗସ୍ତରୀୟ ଖେଳକୁଦ ସମାରୋହ ଉଦ୍‌ଯାପିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଆନୁକୂଲ୍ୟରେ ସ୍ଥାନୀୟ ଧୂମାଭଟା ପଡ଼ିଆରେ ସମ୍ଭାଗସ୍ତରୀୟ ଖେଳକୁଦ ସମାରୋହ ୨୦୨୩-୨୪ ଆଜି ଉଦ୍‌ଯାପିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବରେ ପ୍ରିତେଶ କୁମାର ବହିଦାର ବିଜେପି ରାଜ୍ୟ ଯୁବ ମୋର୍ଚ୍ଚା ସଭାପତି ଯୋଗଦେଇ…
Read More...

ଆସନ୍ତାକାଲିଠାରୁ ଆରମ୍ଭ ହେବ ପଦ୍ମପୁର ଲୋକ ମହୋତ୍ସବର ତିନି ଦିନିଆ ସାଂସ୍କୃତିକ ପର୍ବ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଡିସେମ୍ବର ୧୦ ରୁ ୨୫ ତାରିଖ ପର୍ୟ୍ୟନ୍ତ ଚାଲିଥିବା ଲୋକ ମହୋତ୍ସବରର ତିନି ଦିନିଆ ସାଂସ୍କୃତିକ ପର୍ବ ଆସନ୍ତା ୧୪ ଗୁରୁବାର ମଧ୍ୟାହ୍ନ ୨ ଘଣ୍ଟାରୁ ଶୁଭାରମ୍ଭ ହେବା ପାଇଁ ଘୋଷଣା ହୋଇଛି ‌। ୧୪ ତାରିଖ ମଧ୍ୟହ୍ନ ୨ ଘଣ୍ଟା ସମୟରେ ସ୍ଥାନୀୟ ଅଶୋକ ପଡିଆ…
Read More...

ବାଲ୍ ବୈଜ୍ଞାନିକଙ୍କ ଅପେକ୍ଷାରେ ଅନ୍ୱେଷା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଆଦିବାସୀ କଲ୍ୟାଣ ବିଭାଗର ଖେଳ ପଡିଆ ଅନ୍ୱେଷା ସଂପୂର୍ଣ୍ଣ ରୂପେ ପ୍ରସ୍ତୁତ ହୋଇ ଅପେକ୍ଷା କରିଛି ବାଲ୍ ବୈଜ୍ଞାନିକମାନଙ୍କୁ । ଆସନ୍ତାକାଲିଠାରୁ ତିନି ଦିନ ଧରି ଏହି ପ୍ରଦର୍ଶନୀ ଚାଲିବ । ବରଗଡ଼ ଜିଲ୍ଲା…
Read More...

ପଦ୍ମପୁର ମହାବିଦ୍ୟାଳୟରେ କ୍ରୀଡା ପ୍ରତିଯୋଗିତା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଅଞ୍ଚଳ ମହାବିଦ୍ୟାଳୟରେ ନୂଆ-ଓ, ଯୁବ ଓଡ଼ିଶା- ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଉପଲକ୍ଷେ କ୍ରୀଡା ଉତ୍ସବ ପ୍ରତିଯୋଗିତା ଅଧ୍ୟକ୍ଷ ଲଳିତ ମୋହନ ପଣ୍ଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ଯୁକ୍ତ ଦୁଇ ଏବଂ ତିନି ଛାତ୍ରଛାତ୍ରୀ…
Read More...

୩ୟ ପଦ୍ମପୁର ଲୋକ ମହୋତ୍ସବ ଓ ବାଣିଜ୍ୟ ମେଳା ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ୩ୟ ପଦ୍ମପୁର ଲୋକ ମହୋତ୍ସବର ତା.୧୦.୧୨.୨୦୨୩ ରବିବାର ଦିନ ସ୍ଥାନୀୟ ରାଜାଜି ଟାଉନ ହଲଠାରେ ପଦ୍ମପୁରର ମହିଳାମାନଙ୍କୁ ନେଇ ରଙ୍ଗୋଲି, ଝୁଟି ଓ କଣ୍ଠ ସଂଗୀତ ପ୍ରତିଯୋଗିତା ହୋଇଥିଲା । ସର୍ବ ପ୍ରଥମେ ପଦ୍ମପୁର ଟାଉନ କ୍ଲବର ଉପଦେଷ୍ଠା ଶିରିଶ ବହିଦାରଙ୍କୁ…
Read More...

ମାଣ୍ଡୋସିଲରେ ବିକଶିତ ଭାରତ ସଂକଳ୍ପ ରଥକୁ ସ୍ଵାଗତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ମାଣ୍ଡୋସିଲ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟଠାରେ ସମାଜସେବୀ ତଥା ଯୁବନେତା ଲଳିତ ମୋହନ ଜଗତଙ୍କ ତତ୍ୱାବଧାନରେ ବିକଶିତ ଭାରତ ସଂକଳ୍ପ ରଥକୁ ମାଣ୍ଡୋସିଲ ଗ୍ରାମ ପଞ୍ଚାୟତର ସମସ୍ତ ଭଦ୍ରବ୍ୟକ୍ତି, ଅଙ୍ଗୱାଡ଼ି କର୍ମୀ ଆଶା,…
Read More...

ଦୁଇ ଭଉଣୀଙ୍କୁ ଭତ୍ତା ପ୍ରଦାନ କରିବା ପାଇଁ ଦାବୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ପଦ୍ମପୁର ବ୍ଲକ ଅନ୍ତର୍ଗତ ଭେଉଁରିଆ ଗ୍ରାମ ପଞ୍ଚାୟତର ଦେଉଳି ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଏହି ଗ୍ରାମର ସାରଙ୍ଗ ପ୍ରଧାନଙ୍କ ଦୁଇ ଝିଅ ଜଣେ ବଡ ଭଉଣୀ ତ୍ରିପୁରା ପ୍ରଧାନ ବୟସ ୪୭ ବର୍ଷ ଏବଂ ସାନ ଭଉଣୀ ସୁକାନ୍ତି ପ୍ରଧାନ…
Read More...

ବାବା ସାହେବ ଆମ୍ବେଦକରଙ୍କର ମହାପରି ନିର୍ବାଣ ଦିବସ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆମ୍ବେଦକର ୱାରିଅରର ତରଫରୁ ପଦ୍ମପୁର ବ୍ଲକ ଅନ୍ତର୍ଗତ ପଲଶାପାଲି ପଂଚାୟତର ସମାରପାଲି ଗ୍ରାମର ଗହଳ ମହାନନ୍ଦଙ୍କ ଅଧକ୍ଷତାରେ ଡ଼ ଭୀମ ରାଓ ଆମ୍ବେଦକରଙ୍କ ମହାପରି ନିର୍ବାଣ ଦିବସ ପାଳନ କରା ଯାଇଥିଲା । ପ୍ରଥମେ ବାବା ସାହେବଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ…
Read More...

ପଦ୍ମପୁର ମହିଳା ଡିଗ୍ରୀ ମହାବିଦ୍ୟାଳୟରେ ନୂଆ-ଓ କାର୍ଯ୍ୟକ୍ରମ ଉଦ୍‌ଘାଟିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ମହିଳା ଡିଗ୍ରୀ ମହାବିଦ୍ୟାଳୟରେ ନୂଆ-ଓ କାର୍ଯ୍ୟକ୍ରମର ସାଂସ୍କୃତିକ ବିଭାଗର ଅଧ୍ୟକ୍ଷା ଶ୍ରୀମତୀ କଳ୍ପନା ରାଣୀ ନାଥଙ୍କ ସଭାପତିତ୍ଵରେ ଉଦ୍‌ଯାପିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ପଦ୍ମପୁର ନିର୍ବାଚନ ମଣ୍ଡଳୀର ବିଧାୟିକା…
Read More...

ଶିଶୁ କ୍ୟାନ୍ସର ସଚେତନତା ଶିବିର

ପଦ୍ମପୁର, (ନିରୋଜ କୁମାର ପାଣୀ) : ସଚେତନତା ଦ୍ଵାରା ହିଁ କ୍ୟାନ୍ସରକୁ ପ୍ରତିହତ କରାଯାଇ ପାରିବ ବୋଲି ଆୟୋଜିତ ଶିବିରରେ ବହୁ ବିଶେଷଜ୍ଞ ମତ ପ୍ରକାଶ କରିଛନ୍ତି । ବରପାଲି ଗଙ୍ଗାଧର କଲ୍ୟାଣ ମଣ୍ଡପଠାରେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଓ ବରପାଲି ସାମ୍ବାଦିକ ସଂଘର ମିଳିତ ଆନୁକୁଲ୍ୟରେ ଶିଶୁ…
Read More...