Browsing Tag

padampur news

ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଭେଟିଲେ ପାଇକମାଲ ନାଗରିକ କମିଟିର ସଦସ୍ୟ : ସ୍ଥାୟୀ ଡାକ୍ତର ନିଯୁକ୍ତି ଦାବି

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ପାଇକମାଲ ନାଗରିକ କମିଟିର ସଦସ୍ୟ ମାନେ ଶୁକ୍ରବାର ପଦ୍ମପୁର ଯାଇ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଭେଟି ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ପଦ୍ମପୁର ଉପଖଣ୍ଡ ପାଇକମାଲ ସ୍ୱାସ୍ଥ୍ୟକେନ୍ଦ୍ରରେ ସ୍ୱାସ୍ଥ୍ୟସେବା ଦିନକୁ ଦିନ ବିପର୍ଯ୍ୟସ୍ତ ଆଡକୁ
Read More...

ସିଦ୍ଧିଦାତ୍ରୀ ବେଶରେ ମାଁ ଦୁର୍ଗାଙ୍କ ପୂଜାର୍ଚ୍ଚନା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ମାଁ ଦୁର୍ଗାଙ୍କ ନବରାତ୍ରୀ ପୂଜାର ଆଜି ନବମ ଦିନରେ ମାଁ ଦୁର୍ଗା ସିଦ୍ଧିଦାତ୍ରୀ ବେଶରେ ପଦ୍ମପୁର ବନଦୁର୍ଗା ମନ୍ଦିର ଠାରେ ପୂଜା ପାଉଛନ୍ତି । ଅନିଲ ବେହେରା ଓ ତାଙ୍କ ଧର୍ମପତ୍ନୀ ସୁଦେଷ୍ଣା ବେହେରା କର୍ତ୍ତା ଦାୟିତ୍ୱ ତୁଲାଇଥିଲେ । ବରିଷ୍ଠ
Read More...

ପଦ୍ମପୁର ରାଜବାଟି ଶାରଦୀୟ ଦୁର୍ଗାପୂଜା

ସାଂସଦ ପ୍ରଦୀପ ପୁରୋହିତ ଯୋଗଦେଇ ମାଁଙ୍କୁ ଦର୍ଶନ କଲେ ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଐତିହ୍ୟ ପରମ୍ପରା ବିରତ୍ୱ ରାଜବାଟି ଠାରେ ଅବସ୍ଥିତ ଶାରଦୀୟ ଦୁର୍ଗାପୂଜା ଦୁର୍ଗା ମଣ୍ଡପକୁ ଆଜି ବରଗଡ ସାଂସଦ ପ୍ରଦୀପ କୁମାର ପୁରୋହିତ ଯୋଗଦେଇ ଜଗତଜନନୀ ମାଁ ଦୁର୍ଗାଙ୍କୁ ଦର୍ଶନ କରି
Read More...

ରାଜ ପରମ୍ପରା ଖଣ୍ଡା ଧୂଆ ସହ ରାଜବାଟୀରେ ହେଲା ଦୁର୍ଗା ପୂଜା ଆରମ୍ଭ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଗଣତନ୍ତ୍ରରେ ରାଜତନ୍ତ୍ରର ମହକ ଦେଇଥାଏ ପଦ୍ମପୁର ସାର୍ବଜନୀନ ଦୁର୍ଗା ପୂଜା । ପୁରାତନ ବୋଡାସମ୍ବର ରାଜାଙ୍କ ଶାସନାଧିନ ଅଂଚଳ ମାନଙ୍କରେ ଆଜି ମଧ୍ୟ ସମସ୍ତେ ମିଶି ପଦ୍ମପୁର ରାଜ ବାଟିରେ ହିଁ ପାମ୍ପାରିକ ରୀତିନୀତି ଅନୁଯାୟି ବିଲ୍ୱ ବରଣ ଓ ଖଣ୍ଡା ଧୁଆସହ
Read More...

ପୁରେନା ଆୟୁଷ୍ମାନ ଆରୋଗ୍ୟ ମନ୍ଦିରକୁ ଜାତୀୟ ଏନକ୍ୱାସ ମାନ୍ୟତା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ବ୍ଳକ ଅନ୍ତର୍ଗତ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ଉପକେନ୍ଦ୍ର ପୂରେନାକୁ ଭାରତ ସରକାରଙ୍କ ଜାତୀୟ ପ୍ରଣାଳୀ ସଞ୍ଚାଳନ କେନ୍ଦ୍ର, ନୂଆଦିଲ୍ଲୀ ପକ୍ଷରୁ ଜାତୀୟ ଗୁଣବତ୍ତା ନିଶ୍ଚିତତା ମାନକ (ଏନକ୍ୱାସ) ମାନ୍ୟତା ମିଳିଛି । ଗତ ସେପ୍ଟେମ୍ବର ମାସ ତା.
Read More...

ପାଇକମାଲରେ ସାର୍ବଜନୀନ ନବରାତ୍ର ଦୁର୍ଗାପୂଜାରେ ଭକ୍ତଙ୍କ ପ୍ରବଳ ଭିଡ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲା ପାଇକମାଲରେ ଚାଲିଛି ସାର୍ବଜନୀନ ନବରାତ୍ର ଦୁର୍ଗାପୂଜା । ଏହି ପରିପ୍ରେକ୍ଷୀରେ ମା'ଙ୍କୁ ଦର୍ଶନ କରିବା ପାଇଁ ଲାଗିଛି ପ୍ରବଳ ଭିଡ । ଭକ୍ତ ମାନେ ନିଜ ନିଜର ମାନସିକ କରି ମାଙ୍କ ଆଗରେ ଲୋଟି ଯାଉଛନ୍ତି ତ କିଏ ଆନନ୍ଦ ଅଶ୍ରୁରେ ଖୁସିରେ ଭିଜାଇ
Read More...

ମାଁ ଦୁର୍ଗାଙ୍କ ନବରାତ୍ରୀ ପୂଜାର ଆଜି ଅଷ୍ଟମ ଦିନରେ ମହାଗୌରୀ ବେଶ

ପଦ୍ମପୁର, (ନିରୋଜ କୁମାର ପାଣୀ) : ମାଁ ଦୁର୍ଗାଙ୍କ ନବରାତ୍ରୀ ପୂଜାର ଆଜି ଅଷ୍ଟମ ଦିନରେ ମାଁ ଦୁର୍ଗା ସୁଖ ଓ ଶାନ୍ତିର ପ୍ରତୀକ ମହାଗୌରୀ ବେଶରେ ପଦ୍ମପୁର ବନଦୁର୍ଗା ମନ୍ଦିର ଠାରେ ପୂଜା ପାଉଛନ୍ତି । ଆଜିର ପୂଜାରେ ପ୍ରତ୍ୟେକ ଦିନର କର୍ତ୍ତା ଅନିଲ କୁମାର ବେହେରା ଓ ତାଙ୍କ ଧର୍ମପତ୍ନୀ
Read More...

ଧାନକଟା ମେସିନ୍ ବୋଝେଇ ଟ୍ରକ୍‌ ଦୁର୍ଘଟଣା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ମେଲଛାମୁଣ୍ଡା ଥାନା ଅର୍ନ୍ତଗତ ତେଲମହୁଲ ଛକରୁ ଦୁବୁଲାବାହାଲ ଛକ ରାସ୍ତା ମଝିରେ ଥିବା ହୋଟେଲ ସଙ୍ଗମ ପାଖରେ ଗୁଦେରପାଲି ପଟରୁ ଯାଉଥିବା ଏକ ଧାନକଟା ମେସିନ୍ ବୋଝେଇ ଟ୍ରକ୍‌ ଓଡି ୩୧ଡି୯୨୯୧ ଦ୍ରୁତଗତିରେ ଯାଇ ଭାରସାମ୍ୟ ହରାଇ ରାସ୍ତାର
Read More...

ଜର୍ଜଗଡ଼ରେ ୨୬ତମ ଦୁର୍ଗାପୂଜାର କଳସ ଯାତ୍ରା ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ତହସିଲ ଅଫିସକୁ ଲାଗି ରହିଥିବା ଜର୍ଜଗଡ଼ରେ ୨୬ତମ ଦୁର୍ଗାପୂଜାର କଳସ ଯାତ୍ରା ବୁଧବାର ଅପରାହ୍ନରେ ଅନୁଷ୍ଠିତ ହୋଇଯାଇଛି । ଗ୍ରାମର ମା' ଭଉଣୀ, ଭାଇ ମାନେ ଏକ କଳସ ଶୋଭାଯାତ୍ରାରେ ବାହାରି ୧୦୮ କଳସିରେ ନୃସିଂହନାଥରୁ ବହି ଆସୁଥିବା ପବିତ୍ର ଝରଣା
Read More...

ବରିଷ୍ଠ ନାଗରିକ ନୂତନ ପରିଚାଳନା କମିଟି ଗଠନ

ପାଇକମାଲ ଅଞ୍ଚଳର ବିକାଶ ଦିଗରେ ସକରାତ୍ମକ ଚିନ୍ତାଧାରା ନେଇ କାମ କରିବାକୁ ନିଷ୍ପତ୍ତି ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପାଇକମାଲ ବ୍ଳକର ସମସ୍ତ ନାଗରିକମାନଙ୍କୁ ନେଇ ଏକ ବୈଠକ ନୃସିଂହନାଥ ଧର୍ମଶାଳା ପରିସରରେ ନନ୍ଦଲାଲ ପ୍ରସାଦ ତ୍ରିବେଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ
Read More...