Browsing Tag

padampur news

ପଲସାନୀରୁ ସାପଲହର ଗାଁକୁ ଯୋଡି ହେଲା ନୂଆଁ ରାସ୍ତା :ସାଂସଦଙ୍କୁ ଧନ୍ୟବାଦ ଦେଲେ ଗ୍ରାମବାସୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପଲସାନୀ ଠାରୁ ସାପଲହରକୁ ଯୋଡି ହେବ ନୂଆ ରାସ୍ତା । ସରିଲା ପଂଚାୟତବାସୀଙ୍କ ଦୁଃଖ । ବହୁ ଦିନର ଦାବିକୁ ପୂରଣ କଲେ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ । ଏହି ରାସ୍ତା ପ୍ରକଳ୍ପ ଦ୍ୱାରା ୬ଟି ପଂଚାୟତ ବାସୀ ଉପକୃତ ହେବେ । ଏଥି ଲାଗି ୮ କୋଟି…
Read More...

ସନ୍ଥ ଶ୍ରୀ ରଘୁନାଥଜୀ ମହାରାଜାଙ୍କ ଦ୍ୱିତୀୟ ଶ୍ରଦ୍ଧାଞ୍ଜଳି ସଭା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ତୀର୍ଥକ୍ଷେତ୍ର ନୃସିଂହନାଥ ପୀଠ ସ୍ଥିତ ଭାଗବତତତ୍ତ୍ୱ ଯୋଗାଶ୍ରମର ପ୍ରତିଷ୍ଠାତା ତଥା ସନ୍ଥ ଶ୍ରୀ ରଘୁନାଥ ମହାରାଜାଙ୍କ ଦ୍ୱିତୀୟ ଶ୍ରାଦ୍ଧ ବାର୍ଷିକୀରେ ଏକ ଶ୍ରଦ୍ଧାଞ୍ଜିଳି ସଭା ତାଙ୍କର ଜନ୍ମପୀଠ କୁର୍ମା ଗ୍ରାମରେ ଅନୁଷ୍ଠିତ…
Read More...

ବିଳାସପୂର୍ଣ୍ଣ ଜୀବନ ଯାପନ ହିଁ ରୋଗର ଅନ୍ୟତମ କାରଣ : ଗୁଞ୍ଜ ମାଝୀ

ବାଘ ସହିତ ଲଢ଼ି ଜୀବନ ବଞ୍ଚାଇଥିଲେ ପଦ୍ମପୁର, (ନିରୋଜ କୁମାର ପାଣୀ) : ବର୍ତ୍ତମାନ ଯୁଗରେ ମଣିଷ ଯେତେ ଚାକଚକ୍ୟରେ ଦୁନିଆରେ ରହିଲେ ତା'ର ବଞ୍ଚିବାର ବୟସ ଧିରେ ଧିରେ କମିଯାଏ । ହେଲେ ଜଣେ ବଣ ପାହାଡ଼ ପାଦଦେଶରେ ଥିବା ଲୋକେ ଅଧିକ ବର୍ଷ ବଞ୍ଚିବାର ଦୃଷ୍ଟି ଗୋଚର ହୁଏ । ତାର ଚାକଚକ୍ୟ…
Read More...

ଶୈବପୀଠ ଦେବଦର୍ହାକୁ ବ୍ରିଜ ନିର୍ମାଣ ପାଇଁ ସାଂସଦଙ୍କୁ ଦାବୀପତ୍ର ପ୍ରଦାନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଠାରୁ ୧୬ କିଲୋମିଟରରେ ଅବସ୍ଥିତ ଶୈବପୀଠ ଦେବଦର୍ହାକୁ ଲଖମରା ବ୍ରିଜ ଠାରୁ ସଂଯୋଗ କରୁଥିବା ରାସ୍ତାର ନିର୍ମାଣ ସକାଶେ ଆଜି ଶୁକ୍ରବାର ଅପରାହ୍ନ ୪ଟା ସମୟରେ ମାନ୍ୟବର ସାଂସଦ ବରଗଡ ପ୍ରଦୀପ କୁମାର ପୁରୋହିତଙ୍କୁ ପଦ୍ମପୁର ରାଜବୋଡାସମ୍ବର…
Read More...

ଏମ୍.ଆଇ.ଲାଇଫ୍ ଷ୍ଟାଇଲ୍ ଗ୍ରୁପ୍ ପକ୍ଷରୁ ନବବର୍ଷ ପାଳନ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଏମ୍.ଆଇ.ଲାଇଫ୍ ଷ୍ଟାଇଲ୍ ଗ୍ରୁପ୍ ଛତ୍ରପୁର ପକ୍ଷରୁ ଗୋପାଳପୁର ବେଳାଭୂମିରେ ନିଆରା ଢ଼ଙ୍ଗରେ ନବବର୍ଷ ପାଳନ କରାଯାଇ ପରସ୍ପର ମଧ୍ୟରେ ଭାଇଚାରା ସୃଷ୍ଟି କରିବା ପୂର୍ବକ ଭାବ ବିନିମୟ ସମ୍ପର୍କ ସହ ଖୁସି ମନାଇଛନ୍ତି । ନୂଆବର୍ଷରେ ସମସ୍ତଙ୍କର ଭଲ…
Read More...

ସ୍ୱାଧୀନତା ସଂଗ୍ରାମୀ ବିଶ୍ୱନାଥ ପଣ୍ଡିତଙ୍କ ୧୦୬ତମ ଜୟନ୍ତୀ ପାଳନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘ ପଦ୍ମପୁର ଡିଭିଜନ ତରଫରୁ ସ୍ୱାଧୀନତା ସଂଗ୍ରାମୀ ବିଶ୍ୱନାଥ ପଣ୍ଡିତଙ୍କ ୧୦୬ତମ ଜନ୍ମ ଜୟନ୍ତୀ ପାଇକମାଲ ସ୍ଥିତ କେନ୍ଦୁପତ୍ର ଗୋଦାମ ପରିସରରେ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି । ଏଥିରେ ସଂଘର ଉପ-ସଭାପତି କୋକିଲ ସାହୁ…
Read More...

ପଦ୍ମପୁର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ନବବର୍ଷ ଉପଲକ୍ଷେ ସ୍ୱାଗତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ୨୦୨୫ର ପ୍ରଥମ ଦିନରେ ସମସ୍ତ ଛାତ୍ରୀଙ୍କୁ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଫୁଲ ଚନ୍ଦନ, ମିଷ୍ଟାନ୍ନ ଓ ଉପହାର ଦେଇ ସ୍ୱାଗତ କରିଥିଲେ । ଏହି ଉପଲକ୍ଷେ ବିଦ୍ୟାଳୟର କାର୍ଯ୍ୟକାରୀ ପ୍ରଧାନ ଶିକ୍ଷୟିତ୍ରୀ ଗୋପାଳଜୀ…
Read More...

ନୂତନ ବର୍ଷରେ ମହିମା ଆଶ୍ରମରେ ସଂକଳ୍ପ ପରିବାରର ସ୍ୱେଚ୍ଛାକୃତ ରକ୍ତଦାନ ଶିବିର : ୧୩୦ ୟୁନିଟ ରକ୍ତ ସଂଗୃହିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ନୂତନ ବର୍ଷର ପ୍ରଥମ ଦିନରେ ଏକ ବିଶାଳ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ସାଧୁ ଗିରିଜା ଶଙ୍କର ଦାସଙ୍କ ପ୍ରତିଷ୍ଠିତ ମହିମା ଆଶ୍ରମ ପଲସାନୀ, (ବୁକୁରାମୁଣ୍ଡା, ମହୁଲପାଲି)ରେ ଅନୁଷ୍ଠିତ ହୋଇଯାଇଛି । ଏହି ରକ୍ତଦାନ ଶିବିର ସଂକଳ୍ପ ପରିବାର ବରଗଡ ଓ ମହିମା…
Read More...

ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ ପରିଷଦ ୪୦ତମ ବାର୍ଷିକ ସମାବେଶ

ଗନ୍ଧମାର୍ଦ୍ଦନ ଧ୍ଵଂସ ପାଇଁ ଚକ୍ରାନ୍ତ କରିଥିବା କଂଗ୍ରେସ ଓ ବିଜୁ ଜନତା ଦଳ ଜନସାଧାରଣଙ୍କୁ କ୍ଷମା ମାଗନ୍ତୁସାଂସଦ ପ୍ରଦୀପ ପୁରୋହିତଙ୍କୁ ଗନ୍ଧମାର୍ଦ୍ଦନର ସୁପୁତ୍ର ଭାବେ ଉପାଧି ପ୍ରଦାନ ପଦ୍ମପୁର, (ନିରୋଜ କୁମାର ପାଣୀ) : ଐତିହାସିକ ଗନ୍ଧମାର୍ଦ୍ଦନ ସୁରକ୍ଷା ଆନ୍ଦୋଳନ "ବାଳକୋ ହଟାଓ -…
Read More...

ଡଃ ଜୟଚନ୍ଦ୍ର ଜୀବନରେଖା ରକ୍ତ ସହାୟତା ସଂଘ ମହାନହତା : ଏକ ବର୍ଷରେ ୪୩୭ ରୋଗୀଙ୍କୁ ଦେଲେଣି ରକ୍ତଦାନ

ପଦ୍ମପୁର, (ନିରୋଜ କୁମାର ପାଣି) : ପଦ୍ମପୁର ଉପଖଣ୍ଡ ପାଇକମାଳ ବ୍ଳକ ଛିନ୍ଦେଇକେଲା ଡଃ ଜୟଚନ୍ଦ୍ର ଜୀବନରେଖା ରକ୍ତ ସହାୟତା ସଂଘ ଏକ ଅଞ୍ଚଳର ସ୍ୱେଚ୍ଛାସେବୀ ଅନୁଷ୍ଠାନ । ଏହି ସଂଘ ଗୋଟିଏ ବର୍ଷରେ ୪୩୭ ଜଣ ରୋଗୀଙ୍କୁ ରକ୍ତଦାନ କରି ରୋଗୀଙ୍କ ମୁହଁରେ ହସ ଫୁଟାଇଛି ସଂଘ । ୨୦୧୧ ମସିହାରେ ଏହି…
Read More...