ଧାନ ବୋଝେଇ ଟ୍ରକ ଧକ୍କାରେ ଯୁବକ ମୃତ : ଝାରବନ୍ଧ ପାଇକମାଲ ରାସ୍ତା ବନ୍ଦ
ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଝାରବନ୍ଧ ରାସ୍ତା ଚୁହାପାଲି ବ୍ରିଜ ପାଖରେ ଏକ ମର୍ମନ୍ତୁଦ ଟ୍ରକ ଦୁର୍ଘଟଣାରେ ଜଣେ ଯୁବକର ଅକାଳ ମୃତ୍ୟୁ ହୋଇଯାଇଛି । ମୃତକ ହେଲେ ଚୁହାପାଲି ଗ୍ରାମର ରାଜେଶ କୁମ୍ଭାର (୨୦) । ପ୍ରାପ୍ତ ବିବରଣୀରୁ ଜଣାପଡିଛି ଯେ ସୋମବାର!-->…
Read More...
Read More...