Browsing Tag

padampur news

୫ ବର୍ଷ ବିତିଗଲା ପଛେ କଲ୍ୟାଣମଣ୍ଡପ ଏଯାଏଁ ସମ୍ପୂର୍ଣ୍ଣ ହେଲାନି

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଳ ବ୍ଳକ ଝାରବନ୍ଧ ପଞ୍ଚାୟତ ଅନ୍ତର୍ଗତ ପତ୍ରାଗୁଡାରେ ଲୋକଙ୍କ ସ୍ୱାର୍ଥ ଦୃଷ୍ଟିରୁ ତିଆରି ହୋଇଥିବା କଲ୍ୟାଣ ମଣ୍ଡପ ୫ ବର୍ଷ ହେଲା ନିର୍ମାଣଧୀନ ଅବସ୍ଥା ପଡ଼ିରହିଛି । ପଞ୍ଚାୟତ ସମିତି ପାଇକମାଳ ତରଫରୁ ୨୦୧୯ - ୨୦ ବର୍ଷରେ ୩ ଲକ୍ଷ…
Read More...

ଝରଣା ପାଣିକୁ ବିଷାକ୍ତ କରୁଛି ବାଲାଜୀ ସିଡ୍‌ସ୍‌

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ତୀର୍ଥକ୍ଷେତ୍ର ଶ୍ରୀ ଶ୍ରୀ ନୃସିଂହନାଥ ପୀଠ ପ୍ରକୃତିର, ଅବଦାନ ଲୋକ ମାନଙ୍କ ପାଇଁ ସାଜିଛି ଜୀବନ ବିନ୍ଦୁ । ଗନ୍ଧମାର୍ଦ୍ଦନ ପର୍ବତ ଶିଖରରୁ ଅନେକ ଝରଣା ପର୍ଯ୍ୟଟକଙ୍କୁ ଆକର୍ଷିତ କରେ । ପାଇକମାଲ ମଧ୍ୟ ଭାଗରେ ବହି ଯାଇଥିବା…
Read More...

ନୃସିଂହନାଥରେ ସହୀଦ ମାଧୋ ସିଂ ବୀରତା ଦିବସ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ନୃସିଂହନାଥ ସ୍ଥିତ ବିନ୍ଧ୍ୟବାସିନୀ ଯାତ୍ରୀ ନିବାସରେ ସହୀଦ ମାଧୋ ସିଂ ଦିବସ ମଙ୍ଗଳବାର ପାଳିତ ହୋଇଯାଇଛି । ସଭା ପୂର୍ବରୁ ପାଇକମାଲ ବଜାର ପ୍ରାଙ୍ଗଣରୁ ଏକ ବିରାଟ ଶୋଭାଯାତ୍ରାରେ ସମସ୍ତେ ପାଇକମାଲ ଧର୍ମଶାଳା ପର୍ଯ୍ୟନ୍ତ…
Read More...

ସରକାରୀ ସହାୟତାରୁ ବଞ୍ଚିତ ବିଷ୍ଣୁ ପାଇକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ବାଦିକଟା ଗ୍ରାମ ପଞ୍ଚାୟତ ଗଣ୍ତପାଲି ଗ୍ରାମର ବିଷ୍ଣୁ ପାଇକଙ୍କ ବୟସ ପାଖାପାଖି ୭୦ରୁ ଅଧିକ ହେଲାଣି । ସରକାରୀ ସହାୟତାରୁ ବଞ୍ଚିତ ହୋଇଛନ୍ତି । ଦୀର୍ଘ ଦଶନ୍ଧି ଧରି ଭାରତ ସ୍ୱାଧୀନତା ପାଇଲା ପରେ ମଧ୍ୟ ଦେଶର ପ୍ରତ୍ୟେକ…
Read More...

ରାଜବୋଡାସମ୍ବର ହାଇସ୍କୁଲ ୧୯୮୯ ମ୍ୟାଟ୍ରିକ ବ୍ୟାଚ୍‌ର ବନ୍ଧୁ ମିଳନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ରାଜବୋଡାସମ୍ବର ହାଇସ୍କୁଲ ୧୯୮୯ ମ୍ୟାଟ୍ରିକ ବ୍ୟାଚ୍‌ର ବନ୍ଧୁମିଳନ ସ୍ଥାନୀୟ ଦେବଦର୍ହା ଠାରେ ଆୟୋଜିତ ହୋଇଯାଇଥିଲା । ପ୍ରଥମେ ଗ୍ରୁପର ତୋଷବନ୍ତ ବାରିକଙ୍କ ଜନ୍ମଦିନ ହର୍ଷୋଲ୍ଲାସର ସହିତ ପାଳନ କରାଯାଇଥିଲା । ପରେ ମୃତ୍ୟୁ ବରଣ କରିଥିବା ବନ୍ଧୁ…
Read More...

ସର୍ବଭାରତୀୟ ସାଧୁଚରଣ ମେମୋରିଆଲ ଛିନ୍ଦେଇକେଲା କ୍ରିକେଟ୍ କପ୍ ଉଦ୍‌ଯାପିତ

କଣ୍ଟାବାଞ୍ଜିକୁ ହରାଇ ରାଞ୍ଚି ଚମ୍ପିୟାନ ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଳକ ଛିନ୍ଦେଇକେଲା ଚନ୍ଦ୍ର ଶେଖର ମିନି ଷ୍ଟାଡିୟମରେ ଚାଲିଥିବା ୨୮ତମ ସର୍ବଭାରତୀୟ ସାଧୁଚରଣ ମେମୋରିଆଲ ଛିନ୍ଦେଇକେଲା କ୍ରିକେଟ କପ୍ ଫାଇନାଲ ମ୍ୟାଚ୍‌ରେ କଣ୍ଟାବାଞ୍ଜିକୁ ୨୭…
Read More...

ଶୀତକାଳୀନ ଶିବିର ଉଦ୍‌ଯାପିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ ଚାଲିଥିବା ପଞ୍ଚଦିବସୀୟ ଶୀତ କାଳୀନ ଶିବିର ଉଦ୍‌ଯାପିତ ହୋଇଯାଇଛି । ଏହି ଶିବିରରେ ଲାଲ ବାହାଦୁର ଶାସ୍ତ୍ରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ରଜା ପଡ଼ା ପ୍ରାଥମିକ ବିଦ୍ୟାଳୟ ଓ ସରକାରୀ ବାଳିକା ଉଚ୍ଚ…
Read More...

ମେଲଛାମୁଣ୍ଡା ଉଚ୍ଚ ବିଦ୍ୟାଳୟ ୨୦୦୦ ବ୍ୟାଚର ବନ୍ଧୁ ମିଳନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ତୀର୍ଥକ୍ଷେତ୍ର ନୃସିଂହନାଥ ମନ୍ଦିରର ବିନ୍ଧ୍ୟବାସିନୀ ଭବନରେ ମେଲଛାମୁଣ୍ଡା ଉଚ୍ଚ ବିଦ୍ୟାଳୟ ମେଲଛାମୁଣ୍ଡା ୨୦୦୦ ବ୍ୟାଚ୍‌ର ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଦିଲ୍ଲୀପ ନାୟକ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ…
Read More...

କ୍ରିଷ୍ଣା କପ୍‌ ଉଦ୍‌ଯାପିତ : ମହୁଲପାଲି ଚାମ୍ପିଅନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ନିକଟସ୍ଥ ମହୁଲପାଲି ସ୍କୁଲ ପଡ଼ିଆଠାରେ କେସିସି ଦ୍ଵାରା ଆୟୋଜିତ ୨୧ତମ କ୍ରିଷ୍ଣା କପ୍‌ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ ହୋଇଯାଇଛି । ରବିବାର ଅନୁଷ୍ଠିତ ଫାଇନାଲ ମ୍ୟାଚ୍‌ରେ ମହୁଲପାଲି ଦଳ ଝାଙ୍କରପାଲି ଦଳକୁ ହରାଇ ଚାମ୍ପିଅନ ହୋଇଛନ୍ତି ।…
Read More...

ବନାଞ୍ଚଳ ସ୍ତରୀୟ ବନାଗ୍ନି ନିରାକରଣ ସଚେତନତା ପ୍ରସ୍ତୁତି ବୈଠକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ପୁରୋହିତ କଲ୍ୟାଣ ମଣ୍ଡପ ଠାରେ ପଦ୍ମପୁର ବନାଞ୍ଚଳ କାର୍ଯ୍ୟାଳୟ ତରଫରୁ ବନାଞ୍ଚଳ ସ୍ତରୀୟ ବନାଗ୍ନି ନିରାକରଣ ସଚେତନତା ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ବନାଞ୍ଚଳ ଅଧିକାରୀ ସୁଦାମ ଜଗଦଲା…
Read More...