ସର୍ବଭାରତୀୟ ସାଧୁଚରଣ ମେମୋରିଆଲ ଛିନ୍ଦେଇକେଲା କ୍ରିକେଟ କପ୍ : ରାୟଗଡ଼ାକୁ ହରାଇ ଫାଇନାଲରେ ରାଞ୍ଚି
ଆସନ୍ତାକାଲି କଣ୍ଟାବାଞ୍ଜି ଓ ରାଞ୍ଚି ମଧ୍ୟରେ ଫାଇନାଲ
ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଛିନ୍ଦେଇକେଲା ଚନ୍ଦ୍ରଶେଖର ମିନି ଷ୍ଟାଡିୟମରେ ଚାଲିଥିବା ୨୮ତମ ସର୍ବଭାରତୀୟ ସାଧୁଚରଣ ମେମୋରିଆଲ ଛିନ୍ଦେଇକେଲା କ୍ରିକେଟ କପ୍ ସେମିଫାଇନାଲରେ ରାୟଗଡାକୁ ୧୦୪!-->!-->!-->…
Read More...
Read More...