Browsing Tag

nuapada news

ଯଶୋବନ୍ତଙ୍କ ଅଭିଯୋଗ ପରେ ଆଶୀର୍ବାଦ ଯୋଜନାରେ ସାମିଲ ହେଲେ ଦୁଇ ଅନାଥ ଶିଶୁ

ନୂଆପଡା : ଅଭିଯୋଗ ଯଶୋବନ୍ତଙ୍କ ଅନୁମୋଦନ ପରେ ଆଶୀର୍ବାଦ ଯୋଜନାରେ ସାମିଲ ହେଲେ ଦୁଇ ଅନାଥ ଶିଶୁ । ସୂଚନା ଅନୁସାରେ ବର୍ଷକ ତଳେ ବାପା ହାଇଦ୍ରାବାଦ ଦାଦନ ଖଟିବାକୁ ଯାଇ ମୃତ୍ୟୁ ବରଣ କରିଥିବା ବେଳେ କିଛିଦିନ ତଳେ ତାଙ୍କର ମା'ଙ୍କ ଦେହାନ୍ତ ହେଲା । ମା' ବାପାଙ୍କୁ ହରାଇ ଦୁଇ ଶିଶୁ ବୃଦ୍ଧ
Read More...

ଯଶୋବନ୍ତ ରଣାଙ୍କ ହସ୍ତକ୍ଷେପ ପରେ ଉଦ୍ଧାର ହେବେ ଅସହାୟ ଶିଶୁ

ନୂଆପଡା : ନୂଆପଡା ଜିଲ୍ଲା ଖଡ଼ିଆଳ ଏନ୍‌ଏସି ୱାର୍ଡ ନଂ.୧୨ରେ ଆଇ ଭରସାରେ ୧୦ ବର୍ଷର ଶିଶୁ କନ୍ୟା ଦୟନୀୟ ଅବସ୍ଥାରେ ରହୁଥିଲେ । ଏଇ ଶିଶୁ କନ୍ୟାଙ୍କ ପିତା ୧୦ବର୍ଷ ତଳେ ମୃତ୍ୟୁ ବରଣ କରିଥିବା ବେଳେ ତାଙ୍କର ମାଁ ଅନ୍ୟତ୍ର ପଳାୟନ କରିଛନ୍ତି । ଯାହା ଫଳରେ ଶିଶୁଟି ନିରୁପାୟ ହୋଇ ତାଙ୍କର
Read More...

ଯଶୋବନ୍ତଙ୍କ ଟ୍ୱିଟ ପରେ ଆଶୀର୍ବାଦ ଯୋଜନାରେ ସାମିଲ ହେଲେ ୩ ଅସହାୟ ଶିଶୁ

ନୂଆପଡା, (କେପିଏନ୍‌ଏସ୍‌) : ନୂଆପଡା ଜିଲ୍ଲା ଖଡ଼ିଆଳ ବ୍ଲକ ଗଡ୍ରାମୁଣ୍ଡା ଗାଁର ନରେଶ ହଂସ ଓ ତାଙ୍କ ସ୍ତ୍ରୀ ନମିତା ହଂସ ରାତ୍ରୀ ଭୋଜନ ପାଇଁ ବସିଥିବା ବେଳେ ହଠାତ ଏକ ବଳେରୋ ଭାରସାମ୍ୟ ହରାଇ ମାଡିଗଲା ଘର ଭିତରକୁ । କେହି କିଛି ବୁଝିବା ଆଗରୁ ନମିତାଙ୍କ ଜୀବନ ଚାଲିଗଲା । ଗୁରୁତର
Read More...

ସର୍ପାଘାତରେ ମୃତ ପରିବାରକୁ ମିଳିବ ସରକାରୀ ସହାୟତା

ନୂଆପଡା : ନୂଆପଡା ଜିଲ୍ଲା କୋମନା ଥାନା ଦେଓହର୍ଦା ପଞ୍ଚାୟତ ଙ୍କୁଞ୍ଜଳପଡା ଗାଁର କଦମ୍ବ ନାଗଙ୍କ ସ୍ତ୍ରୀ ଉଷାଦେଇ, ଝିଅ ପୁଷ୍ପାଞ୍ଜଳି ନାଗ ଓ ପୁଅ ଧନୀରାମ ନାଗଙ୍କୁ ନେଇ ତାଙ୍କ ପରିବାର । ସୂଚନା ଅନୁସାରେ ଜମି ବାଡ଼ି କହିଲେ କିଛି ନାହିଁ । କୁଲି ମଜୁରି କରି ପରିବାର ପ୍ରତି ପୋଷଣ କରନ୍ତି
Read More...

ଭିଜିଲାନ୍ସ ଜାଲରେ ପଡିଲେ ନୂଆପଡ଼ା ଜିଲ୍ଲା ମୁଖ୍ୟ ପ୍ରାଣୀଧନ ଚିକିତ୍ସାଧିକାରୀ ତ୍ରିଲୋଚନ ଧଳ

ନୂଆପଡା : ଆୟ ବର୍ହିଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଜାଲରେ ପଡିଛନ୍ତି ନୂଆପଡ଼ା ଜିଲ୍ଲା ମୁଖ୍ୟ ପ୍ରାଣୀଧନ ଚିକିତ୍ସାଧିକାରୀ ତ୍ରିଲୋଚନ ଧଳ । ଜିଲ୍ଲା ମୁଖ୍ୟ ପ୍ରାଣୀଧନ ଚିକିତ୍ସାଧିକାରୀ ଶ୍ରୀ ଧଳ ୨ ଲକ୍ଷ ୭୭ ହଜାର ଟଙ୍କା ନେଇ ସରକାରୀ ଗାଡ଼ିରେ କଟକ ଯାଉଥିବା ବେଳେ ହଠାତ
Read More...

ଲାଞ୍ଚ ନେଉଥିବା ବେଳେ ଧରାପଡିଲେ ସିଡିପିଓଙ୍କ କାର୍ଯ୍ୟାଳୟର କିରାଣୀ

ନୂଆପଡ଼ା : ନୂଆପଡା ସିଡିପିଓଙ୍କ କାର୍ଯ୍ୟାଳୟର ବରିଷ୍ଠ କିରାଣି ପ୍ରତିମା ରାଣୀ ଦାସ ଆଜି ଜଣେ ସ୍ୱାସ୍ଥ୍ୟକର୍ମୀଙ୍କ ଠାରୁ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ି ଭିଜିଲାନ୍ସ ହାତରେ ଗିରଫ ହୋଇଛନ୍ତି । ସ୍ୱାସ୍ଥ୍ୟ କର୍ମୀଙ୍କ ଚାକିରି ନିୟମିତ କରିବା ପାଇଁ ସେ ଏହି ଲାଞ୍ଚ ନେଉଥିଲେ
Read More...

ଯଶୋବନ୍ତ ରଣାଙ୍କ ହସ୍ତକ୍ଷେପ ପରେ କୁଶ ହଂସ ପାଇଲେ ଟ୍ରାଇ ସାଇକଲ

ନୂଆପଡା : ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ରାନୀମୁଣ୍ଡା ପଞ୍ଚାୟତ ଅନ୍ତର୍ଗତ ମହେଶ୍ୱର ଗାଁର କୁଶ ହଂସ ଜଣେ ଦିବ୍ୟାଙ୍ଗ ଅଟନ୍ତି । ପରିବାର କହିଲେ ସ୍ତ୍ରୀ ବାଘେନ ହଂସ ଆଉ ଦିବ୍ୟାଙ୍ଗ ପୁଅ ରୁପସୀ ହଂସ । ବଡ ପୁଅ ବାହାହେଲା ପରେ ଏବେ ଅଲଗା ରହୁଛନ୍ତି । କୁଶଙ୍କ ପରିବାରର ତିନି ଜଣଙ୍କୁ
Read More...

ମର୍ମନ୍ତୁଦ ହତ୍ୟାକାଣ୍ଡ : ଗୁଳି କାଣ୍ଡରେ ଢ଼ାବା ମାଲିକାଣୀ ମୃତ

ନୂଆପଡ଼ା, (ଗୁରୁଦୟାଲ ହଂସ) : ଏକ ମର୍ମନ୍ତୁଦ ହତ୍ୟାକାଣ୍ଡ ଘଟିଥିବା ସୂଚନା ମିଳିଛି । ଗୁଳି କାଣ୍ଡରେ ଝଣେ ଢ଼ାବା ମାଲିକାଣୀ ମୃତ୍ୟୁବରଣ କରିଥିବା ଜଣାପଡିଛି । ସୂଚନା ଅନୁସାରେ ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ ଡୁଆଝର ବାସନ୍ତୀ ଢ଼ାବାରେ ଗୁଳିକାଣ୍ଡ ଘଟିଥିବା ବେଳେ ଜଣେ ଅଜଣା ବ୍ୟକ୍ତିଙ୍କ
Read More...

‘କୋଶଳ ପ୍ରବାହ’ର ପ୍ରଭାବ : ବିଳାସିନୀଙ୍କ ଟ୍ୱିଟ୍‌ ପରେ ଅସହାୟ ପରିବାର ପାଇଲେ ସହାୟତା

ନୂଆପଡା : ନୂଆପଡା ଜିଲ୍ଲା କୋମନା ବ୍ଲକ ଜଟଗଡ଼ ପଞ୍ଚାୟତ ବାବେଘାଟି ଗାଁରେ ଦେଖିବାକୁ ମିଳୁଛି ଏକ ଦୁଃଖଦ ଘଟଣା । କରୋନା କାଳରେ କାମଧନ୍ଦା ଅଭାବରୁ ବାବେଘାଟି ଗାଁର ଦିଗବଳ ଅଦା ନିଜର ସ୍ତ୍ରୀ ପ୍ରିୟତମାଙ୍କ ସହ ମିଶି ଗତ ଡିସେମ୍ବର ମାସରେ ଆନ୍ଧ୍ରାକୁ କାମ କରିବାକୁ ଯାଇଥିଲେ । ସେଠାରେ
Read More...

ନୁଆପଡାରେ କାର୍ଯ୍ୟରତ ୱାଚର ଦୁର୍ଘଟଣାଗ୍ରସ୍ତ : ଚିକିତ୍ସା ପାଇଁ ବୁର୍ଲାରେ ଭର୍ତ୍ତି

ନୁଆପଡା, (ନିରୋଜ କୁମାର ପାଣୀ) : ଖରିଆର କେନ୍ଦୁପତ୍ର ଡିଭିଜନ ଅନ୍ତର୍ଗତ ନୁଆପଡା ରେଞ୍ଜର ଗୋଦାମ ଘର ମରାମତି ବେଳେ କାର୍ଯ୍ୟରତ ୱାଚର ଚମ୍ପେଶ୍ଵର ସାହାଣୀ ଗୋଦାମ ଘର ଉପରୁ ୧୦ ଫୁଟ ତଳକୁ ପଡି ଗୁରୁତର ଆହତ ଅବସ୍ଥାରେ ବୁର୍ଲା ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ସୂଚନା ମିଳିଛି । ସୂଚନାରୁ
Read More...