Browsing Tag

nuapada news

ମନରେଗା ଯୋଜନାରେ ଅନିୟମିତତା ଅଭିଯୋଗ : ପ୍ରକୃତ ଶ୍ରମିକ ପାରିଶ୍ରମିକ ପାଇବାରୁ ବଞ୍ଚିତ

ନୂଆପଡ଼ା, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲା ଖଡ଼ିଆଲ ବ୍ଲକ ଖଇରା ପଞ୍ଚାୟତ ଚଲାନପଡ଼ା ହାଇସ୍କୁଲ ଖେଳପଡ଼ିଆର ଉନ୍ନତିକରଣ ନିମନ୍ତେ ମନରେଗା ଯୋଜନାରେ ପାଞ୍ଚ ଲକ୍ଷ ଟଙ୍କା ବିନିମୟରେ ହୋଇଥିବା କାର୍ଯ୍ୟରେ ନିଯୁକ୍ତ ଥିବା ଶ୍ରମିକମାନଙ୍କୁ ଏପର୍ଯ୍ୟନ୍ତ ସେମାନଙ୍କ ମଜୁରୀ ମିଳି ନଥିବା
Read More...

ପତିଆଲପଡା ନଦୀଘାଟଠାରୁ ଖଇରପଦରକୁ ବ୍ରିଜ ନିର୍ମାଣ ପାଇଁ ଦାବୀ

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଉପାନ୍ତ ଖଇରପଦରର ଉଦନ୍ତି ନଦୀରେ ପତିଆଲପଡା ଗ୍ରାମକୁ ସଂଯୋଗ କରୁଥିବା ନଦୀଘାଟରେ ବ୍ରିଜ ନିର୍ମାଣ କରିବା ପାଇଁ ଦାବୀ କରିଛନ୍ତି, ଏହି ରାସ୍ତାରେ ନିତିଦିନ ଖଇରପଦର, ପତିଆଲପଡା, ସରଧାପୁର, କଇଟ ପଦର, ନିଲଜି, କେନ୍ଦୁମୁଣ୍ଡା
Read More...

ଅନ୍‌ଲାଇନ୍‌ ମାର୍କେଟିଙ୍ଗ୍‌ରେ ଠକେଇ ଅଭିଯୋଗ : ୯୬୦୦ ଟଙ୍କାର ମୋବାଇଲ ସ୍ଥାନରେ ମିଳିଛି ଇଟା ଖଣ୍ଡ

ନୂଆପଡ଼ା, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଅଞ୍ଚଳରେ ଅନ୍‌ଲାଇନ୍‌ ମାର୍କେଟିଙ୍ଗ୍‌ରେ ଠକେଇ ଅଭିଯୋଗ ହୋଇଛି । ସୂଚନା ଅନୁସାରେ ଦିଗାମ୍ବର ମେହେର ନାମକ ବ୍ୟବସାୟୀ ବୋଡେନ ଛକଠାରେ ଫାଷ୍ଟ ଚଏସ୍‌ ମୋବାଇଲ୍‌ ଦୋକାନକୁ ଗତକାଲି ତାଙ୍କ ନାମରେ ଏକ ପାର୍ସଲ ଆସିଥିଲା । ୯୬୦୦
Read More...

ମାଓ କ୍ୟାଂପ ଠାବ : ୨ ଟିଫିନ ବମ୍ ସହ ବିପୁଳ ମାଓ ସାମଗ୍ରୀ ଜବତ

ନୂଆପଡ଼ା, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲା ସୁରକ୍ଷା ବଳକୁ ଏକ ବଡ ସଫଳତା ମିଳିଛି । କୁମ୍ବିଂ ଅପରେସନ ବେଳେ ଏକ ମାଓ କ୍ୟାଂପ ଠାବ ହୋଇଥିବା ବେଳେ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ କରାଯାଇଛି । ନୂଆପଡା ଜିଲ୍ଲା ବୋଡେନ ବ୍ଲକ ପାଟଧରା ସଂରକ୍ଷିତ ଜଙ୍ଗଳରେ ଗତକାଲି ଡିଭିଏଫ୍‌,
Read More...

ସିନାପାଲି ବ୍ଲକ କାର୍ଯ୍ୟାଳୟର ତିନି କର୍ମଚାରୀ କରୋନା ପଜିଟିଭ

ନୂଆପଡ଼ା, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ କାର୍ଯ୍ୟାଳୟର ତିନି ଜଣ କର୍ମଚାରୀ କରୋନା ପଜିଟିଭ ଚିହ୍ନଟ ହୋଇଥିବା ଜଣାପଡିଛି । ପ୍ରାପ୍ତ ସୁଚନା ଅନୁସାରେ ସିନାପାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ତରଫରୁ ଆଜି ସିନାପାଲି ବ୍ଲକ କାର୍ଯ୍ୟାଳୟର କର୍ମଚାରୀ ମାନଙ୍କୁ କରୋନା
Read More...

ଭିଜିଲାନ୍ସ ଜାଲରେ ଜୁନିଅର ଆକାଉଣ୍ଟାଣ୍ଟ : ଲାଞ୍ଚ ନେଉଥିଲେ ୨ ଲକ୍ଷ ୧୬ ହଜାର

ନୂଆପଡ଼ା, (ନିରାକାର ମେହେର) : ଭିଜିଲାନ୍ସ ଜାଲରେ ଜୁନିଅର ଆକାଉଣ୍ଟାଣ୍ଟ ତାରାଚରଣ ପଣ୍ଡା । ଜିଲ୍ଲା ଯୋଗାଣ ଅଧିକାରୀଙ୍କ କାର୍ଯ୍ୟାଳୟରେ ଜୁନିଅର ଆକାଉଣ୍ଟାଣ୍ଟ ଥିବା ତାରା ଚରଣ ପଣ୍ଡା ଫସିଛନ୍ତି ଭିଜିଲାନ୍ସ ଜାଲରେ । ୨ ଲକ୍ଷ ୧୬ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରିଲା ଭିଜିଲାନ୍ସ । ତାରା
Read More...

ଲୋକଦୃଷ୍ଟି କଲେଜରେ ପ୍ରଥମ ବର୍ଷର ଛାତ୍ରୀଛାତ୍ରମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା ସଦର ଖଡ଼ିଆଳ ଲୋକଦୃଷ୍ଟି କଲେଜ ଅଫ୍‌ ଏଡ୍‌ଭାନ୍ସ ଟେକ୍‌ନୋଲୋଜି +୩ ବିଜ୍ଞାନ କଲେଜରେ ପ୍ରଥମ ବର୍ଷର ଛାତ୍ରଛାତ୍ରୀମାନଙ୍କୁ ନେଇ ସ୍ୱାଗତ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଥିଲା । ଏହି ସ୍ୱାଗତ ସମ୍ବର୍ଦ୍ଧନା ଉତ୍ସବରେ ମୁଖ୍ୟ ଅତିଥି ଭାବରେ
Read More...

ସାଇ ଟ୍ରଷ୍ଟ ଓଡ଼ିଶା ପକ୍ଷରୁ ଶିଶୁ ଖାଦ୍ୟ ସୁରକ୍ଷାକୁ ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ

ନୁଆପଡା, (ନିରାକାର ମେହେର) : ସାଇ ଟ୍ରଷ୍ଟ ଓଡ଼ିଶା ଶିଶୁ ଖାଦ୍ୟ ପ୍ରକଳ୍ପ ତରଫରୁ ନୁଆପଡା ଜିଲ୍ଲା ଖଡ଼ିଆଳଠାରେ ଜିଲ୍ଲା କାର୍ଯ୍ୟାଳୟର ଉଦ୍‌ଘାଟନ ସହ ତିଖାଲିରେ ସମାରୋହ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ସାଇ ଟ୍ରଷ୍ଟ ଅଧକ୍ଷ ତଥା ପ୍ରତିଷ୍ଠାତା ଏମ୍‌ଡ଼ି ମହୋଦୟ ଦୀପକ୍ କୁମାର ବରାଡ୍,
Read More...

ଶତ ପ୍ରତିଶତ କୋଭିଡ-୧୯ ଟୀକା ନିଶ୍ଚିତ କରିବା ପାଇଁ କାର୍ଯ୍ୟକ୍ରମ ଶୁଭାରମ୍ଭ

ନୂଆପଡ଼ା, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲା ବୋଡେନ ବ୍ଲକ ବୋଡେନ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ବୋଡେନଠାରେ ଶତପ୍ରତିଶତ କୋଭିଡ଼-୧୯ ଟୀକା ନିଶ୍ଚିତ କରିବା ପାଇଁ କାର୍ଯ୍ୟକ୍ରମ ଶୁଭାରମ୍ଭ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ବୋଡେନ ଗୋଷ୍ଠୀ ଉନ୍ନୟନ ଅଧିକାରୀ
Read More...

ବିଜେଡି କର୍ମୀ ସମ୍ମିଳନୀରେ ୨୦୦ ନୂତନ ସଦସ୍ୟଙ୍କ ଯୋଗଦାନ

୨ ହଜାରୁ ଅଧିକ କର୍ମୀଙ୍କ ସମାବେଶ ହୋଇଥିଲା ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ଗୋଡାଲଠାରେ ବିଜେଡ଼ି ତରଫରୁ ଏକ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲା ସଭାପତି ମନୋଜ ମିଶ୍ର ସଭାପତିତ୍ଵ କରିଥିଲେ । ଉକ୍ତ
Read More...