Browsing Tag

nuapada news

ଦ୍ୱିତୀୟ ଗିନିଜ ବିଶ୍ୱ କୀର୍ତ୍ତିମାନ ଲକ୍ଷ୍ୟରେ ସଚିନ ବେହେରା

ନୂଆପଡ଼ା, (ନିରାକାର ମେହେର) : ଭାରତର ନିଷ୍ଟାଇକର ଭାବରେ ସୁପରିଚିତ ସଚିନ ବେହେରା ଆଉ ଏକ ଗିନିଜ ବିଶ୍ୱ କୀର୍ତ୍ତିମାନ କରିବାକୁ ଲକ୍ଷ୍ୟ ରଖିଛନ୍ତି । ପୂର୍ବରୁ ଗୋଟିଏ ମିନିଟ ଆଣ୍ଠୁ ପ୍ରଘାତ ବା ନିଷ୍ଟାଇକରେ ଗିନିଜ ବୁକ୍‌ ଅଫ୍‌ ୱାର୍ଲଡ଼୍‌ ରେକର୍ଡସ୍‌ରେ ନିଜ ନାମକୁ ଲିପିବଦ୍ଧ କରାଇ
Read More...

ନିଟ୍‌-ପିଜି ଏକ୍‌ଜାମ୍‌ କାଉନ୍‌ସିଲିଙ୍ଗ୍‌ରେ ସରକାରଙ୍କ ଟାଳଟୁଳ ନୀତି ଯୋଗୁ ବିଲମ୍ୱକୁ ବିରୋଧ କରୁଥିବା ଛାତ୍ରଙ୍କ…

ନୂଆପଡ଼ା, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲା ସିନାପାଲି ବିଡିଓ ସଦାଶିବ ନାଏକଙ୍କ ଜରିଆରେ ନିଟ୍‌-ପିଜି ଏକ୍‌ଜାମ୍‌ କାଉନ୍‌ସିଲିଙ୍ଗ୍‌ରେ ସରକାରଙ୍କ ଟୁଳଟାଳ ନୀତି ଯୋଗୁ ବିଳମ୍ବଙ୍କୁ ବିରୋଧ କରୁଥିବା ଡାକ୍ତରୀଛାତ୍ରଙ୍କ ଉପରେ ଗତ ୨୭ ତାରିଖରେ ହୋଇଥିବା ପୋଲିସ ଜୁଲୁମ୍ ସମ୍ବନ୍ଧରେ
Read More...

ଅଙ୍ଗନବାଡି କର୍ମୀଙ୍କ ବନ୍ଧୁମିଳନ

ନୂଆପଡ଼ା, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ମଖାପଦର ପଞ୍ଚାୟତ ଲିଆଡ ଡେମଠାରେ ସିନାପାଲି ଅଙ୍ଗନବାଡି କର୍ମୀଙ୍କ ବନ୍ଧୁମିଳନ ହୋଇଯାଇଛି । ୨୦୨୧ ମସିହାକୁ ବିଦାୟ ସହ ୨୦୨୨ ନୂତନ ବର୍ଷ ସ୍ୱାଗତ ଉପଲକ୍ଷେ ଲିଆଡ ଡେମ୍‌ଠାରେ ବନ୍ଧୁମିଳନ ତଥା ବଣଭୋଜି କରିଥିଲେ ।
Read More...

ମା’ ମୁଣ୍ତା ଗୋସିଆଣି କ୍ରିକେଟ ଟୁର୍ଣ୍ଣାମେଣ୍ଟ : ଗୋର୍ଲା ଚାମ୍ପିୟନ

ନୂଆପଡ଼ା, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ କର୍ଲାଖମାର୍ ଗ୍ରାମଠାରେ ମା' ମୁଣ୍ତା ଗୋସିଆଣି କ୍ରିକେଟ ଟୁର୍ଣ୍ଣାମେଣ୍ଟ ମା' ମୁଣ୍ତା ଗୋସିଆଣି କମିଟି ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଛି । ଗତ ୨୦ ତାରିଖରୁ ଆରମ୍ଭ ହୋଇଥିବା ବେଳେ ୨୭ ତାରିଖ ସୋମବାର ଫାଇନାଲ ଖେଳ
Read More...

ମା’ ଗଢ଼ିଆଣି ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ, ବିନୋପୁରକୁ ହରାଇ ପଳସାପଡା ବିଜୟୀ

ନୂଆପଡ଼ା, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ କାପସୀ ସ୍ଥିତ ମା' ଠାକୁରାଣୀ ଆଜାଦ କ୍ଲବ ଆନୁକୂଲ୍ୟରେ ସ୍ଥାନୀୟ ଲାଲବାହାଦୁର ଖେଳପଡ଼ିଆଠାରେ ଅନୁଷ୍ଠିତ ମା' ଗଢିଆଣି ଫୁଟ୍‌ବଲ୍‌ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ ହୋଇଯାଇଛି । ଉଦ୍‌ଯାପନୀ ଖେଳରେ ବିନୋପୁରକୁ ହରାଇ
Read More...

ଅଦିନିଆ ବର୍ଷାରେ ମଣ୍ତି ଧାନ ବେହାଲ : ଚାଷୀ ହନ୍ତସନ୍ତ

ନୂଆପଡ଼ା, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକରେ ଗତକାଲି ହୋଇଥିବା ଅଦିନିଆ ବର୍ଷାରେ ମଣ୍ତିରେ ଥିବା ଧାନ ବେହାଲ ହୋଇଥିବା ଜଣାପଡିଛି । ଗତ ବୁଧବାର ଦିନ ସିନାପାଲିର ବିଭିନ୍ନ ସ୍ଥାନରେ ଅଦିନିଆ ବର୍ଷା ହୋଇଥିଲା । ସିନାପାଲି ସଦର ଧାନ ମଣ୍ତି ସମେତ ମଖାପଦର,
Read More...

ମା’ ମୁଣ୍ତା ଗୋସିଆଣି କ୍ରିକେଟ ଟୁର୍ଣ୍ଣାମେଣ୍ଟ : ଗୋର୍ଲା ଚମ୍ପିୟାନ

ନୂଆପଡ଼ା, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ କର୍ଲାଖମାର୍ ଗ୍ରାମଠାରେ ମା' ମୁଣ୍ତା ଗୋସିଆଣି କ୍ରିକେଟ ଟୁର୍ଣ୍ଣାମେଣ୍ଟ ମା' ମୁଣ୍ତା ଗୋସିଆଣି କମିଟି ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଛି । ଗତ ୨୦ ତାରିଖରୁ ଆରମ୍ଭ ହୋଇଥିବା ବେଳେ ୨୭ ତାରିଖ ସୋମବାର ଫାଇନାଲ ଖେଲ
Read More...

ସରକାରୀ ଜମିରେ ଦୋକାନ ଘର ନିର୍ମାଣ : ସ୍ଥାନୀୟ ଲୋକଙ୍କ ଅଭିଯୋଗ

ନୂଆପଡ଼ା, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ସମ୍ମୁଖରେ ବେଆଇନ ଭାବେ ନୂତନ ଦୋକାନ ଗୃହ ନିର୍ମାଣ କରୁଥିବା ବେଳେ ସରକାରୀ ଜମିରେ ଦୋକାନ ଗୃହ ନିର୍ମାଣ କରୁଥିବା ସ୍ଥାନୀୟ ଲୋକଙ୍କ ଅଭିଯୋଗ ହେଉଛି । ପ୍ରାପ୍ତ ସୁଚନା ଅନୁସାରେ ସିନାପାଲି
Read More...

ବିଜୁଜନତା ଦଳର ୨୫ ତମ ପ୍ରତିଷ୍ଠା ଦିବସ ମହାସମାରୋହରେ ପାଳନ

ନୂଆପଡ଼ା, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲା ବୋଡେନ ବ୍ଲକ ଆଶ୍ରମ ସ୍କୁଲ ଖେଳ ପଡ଼ିଆରେ ବିଜୁଜନତା ଦଳର ୨୫ ତମ ପ୍ରତିଷ୍ଠା ଦିବସ ମହାସମାରୋହରେ ପାଳନ ହୋଇଯାଇଛି, ବିଜୁ ପଟ୍ଟନାୟକଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ସଭା କାର୍ଯ୍ୟଟି ଆରମ୍ଭ ହୋଇଥିଲା । ଏହି ପବିତ୍ର ଦିବସରେ
Read More...

ଧାନମଣ୍ଡିରେ ଚଢ଼ାଉ : ବେଆଇନ ୩୧୦ ବସ୍ତାଧାନ ଜବତ

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ବିଭିନ୍ନ ଧାନ ମଣ୍ଡିରେ ବେଆଇନ ଭାବେ ରଖିଥିବା ୩୧୦ ବସ୍ତା ଧାନ ରଖିଥିବା ବେଳେ ବିଭାଗୀୟ ଅଧିକାରୀ ଚଢ଼ାଉ କରି ଜବତ କରିଥିବା ଜଣାପଡିଛି । ସୂଚନା ଅନୁସାରେ ସିଙ୍ଗଝର ମଣ୍ଡିରେ ଧାନ କିଣାରେ ଅନିୟମିତତା ନେଇ ପ୍ରକୃତ
Read More...