Browsing Tag

nilagiri news

ବଜ୍ରପାତରେ ୧୩ ଗୋରୁ ମୃତ, ୧୨ ଗୁରୁତର

ନୀଳଗିରି : ନୀଳଗିରି ବ୍ଲକ ପ୍ରତାପପୁରଠାରେ ବଜ୍ରାଘାତରେ ୧୩ଟି ଗୋରୁ ମୃତ୍ୟୁ ଘଟିଥିବା ବେଳେ ୧୨ ଟି ଗୋରୁ ଗୁରୁତର ହୋଇଥିବା ଜଣାପଡିଛି । ସୂଚନାଯୋଗ୍ୟ ଯେ, ଅଯୋଧ୍ୟା ପଞ୍ଚାୟତ ପ୍ରତାପପୁର ଠାରେ ସୋମବାର ଅପରାହ୍ନ ୪ଟା ସମୟରେ ହଠାତ ବଜ୍ରାଘାତ ସହ ବର୍ଷା ହୋଇଥିଲା ।ସେହିଠାରେ ଥିବା ଏକ
Read More...

ରାଷ୍ଟ୍ରପତିଙ୍କୁ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କ ସୌଜନ୍ୟ ମୂଳକ ସାକ୍ଷାତ

ନୀଳଗିରି : ରାଷ୍ଟ୍ରପତି ଭବନରେ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ ଓଡିଶାର ଗର୍ବ ଓ ଗୌରବ ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି । ପୁଷ୍ପଗୁଛ ପ୍ରଦାନ ପରେ ପ୍ରତାପ ତାଙ୍କ ସହ ଓଡିଶାର ବିଭିନ୍ନ ସମସ୍ୟା ବିଷୟରେ ବିସ୍ତୃତ ଭାବରେ ଆଲୋଚନା
Read More...

ନିଆଁ ଭୟରେ ଅଭୟାରଣ୍ୟ ଛାଡି ଜନବସତି ମୁହାଁ ହାତୀ

ନୀଳଗିରି : କିଛିଦିନ ଧରି କୁଳଡିହା ଅଭୟାରଣ୍ୟରେ ନିଆଁ ଲାଗିଥିବାରୁ ଏବେ ବନ୍ୟଜନ୍ତୁ ଗାଁ ମୁହାଁ ହୋଇଛନ୍ତି । ଶନିବାର ରାତିରେ ଏକ ଦନ୍ତା ପଞ୍ଚଲିଙ୍ଗେଶ୍ୱର ଅଞ୍ଚଳରେ ଜନବସତି ଆଡକୁ ଆସିଥିବା ବେଳେ ଅଞ୍ଚଳବାସୀ ଆତଙ୍କିତ ହୋଇ ପଡ଼ିଥିଲେ । ପରେ ହାତୀଟିକୁ ଅଞ୍ଚଳବାସୀ ଘଉଡାଇବା ପରେ ରବିବାର
Read More...

ପ୍ରେମରେ ବିଫଳ ହେବାରୁ ପ୍ରେମିକାଙ୍କ ଚରମ ପଦକ୍ଷେପ

ନୀଳଗିରି : ପ୍ରେମରେ ବିଫଳ ହେବାରୁ ଜଣେ ପ୍ରେମିକା ଚରମ ପଦକ୍ଷେପ ନେଇଥିବା ଦେଖିବାକୁ ମିଳିଛି । ଅଥଚ ଅଳ୍ପକେ ବଂଚି ଯାଇଛି ପ୍ରେମିକାଙ୍କ ଜୀବନ । ସୂଚନା ଅନୁସାରେ ଏହି ଘଟଣାଟି ଘଟିଛି ନୀଳଗିରି ଅଞ୍ଚଳରେ । ଜଣେ କଲେଜରେ ପାଠ ପଢୁଥିବା ଝିଅ ଜଣେ ଯୁବକଙ୍କୁ ଭଲ ପାଉଥିଲେ । କିନ୍ତୁ ପ୍ରେମିକ
Read More...

ନୀଳଗିରି କ୍ରିକେଟ ଲିଗ୍ : ଫାଇନାଲରେ ମହାବୀର ୟୁନାଇଟେଡ଼ ସହ ଭୁଧାରଚଣ୍ଡୀର ମୁକାବିଲା

ନୀଳଗିରି : ନୀଳଗିରି କ୍ରିକେଟ୍ ଲିଗ୍ ସିଜିନ-୩ର ଫାଇନାଲକୁ ମହାବୀର ୟୁନାଇଟେଡ଼ ଓ ଭୁଧାରଚଣ୍ଡୀ-୧୧ ଫାଇନାଲକୁ ଉନ୍ନୀତ ହୋଇଛି । ଏହି ଚିତାକର୍ଷକ ଖେଳ ରବିବାର ଅନୁଷ୍ଠିତ ହେବ ବୋଲି ଜଣାପଡିଛି । ସେମିଫାଇନାଲର ପ୍ରଥମ ମ୍ୟାଚ ଭୁଧାରଚଣ୍ଡି ଏବଂ ଅନ୍ନପୂର୍ଣ୍ଣା ସହ ଅନୁଷ୍ଠିତ ହୋଇଥିଲା ।
Read More...

ଭୟାବହ ଅଗ୍ନିକାଣ୍ଡ : ଅଧଘଣ୍ଟାରେ ଜଳିଗଲା ଘର

ନୀଳଗିରି : ନୀଳଗିରି ବ୍ଲକ ଅଯୋଧ୍ୟା ପଞ୍ଚାୟତ ଅଧିନ ପ୍ରତାପପୁର ଗାଁରେ ଭୟାବହ ଅଗ୍ନିକାଣ୍ଡ ଘଟି ଅଧଘଣ୍ଟାରେ ଜଳିଗଲା ଘର । ସୂଚନା ମୁତାବକ, ଶନିବାର ରାତ୍ର ପ୍ରାୟ ୮ଟା ସମୟରେ ପ୍ରତାପପୁର ଗାଁର ଗୁନି କୁଅଁରଙ୍କ ଚାଳ ଘରଟି ହଠାତ ଜଳି ଉଠିଥିଲା । ଶିବରାତ୍ରି ପାଇଁ ଗ୍ରାମବାସୀ ନିଜନିଜ
Read More...

ମହାଶିବରାତ୍ରି ପାଇଁ ପଞ୍ଚଲିଙ୍ଗେଶ୍ୱର ଶୈବପୀଠ ଚଳଚଞ୍ଚଳ

ନୀଳଗିରି : ଉତ୍ତର ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ ପଞ୍ଚଲିଙ୍ଗେଶ୍ୱର ମହାଶିବରାତ୍ରି ପାଇଁ ଚଳଚଞ୍ଚଳ ହୋଇଉଠିଛି । ବାଲେଶ୍ଵର ଜିଲ୍ଲା ନୀଳଗିରି ଦେବଗିରି ପାହାଡ଼ ଉପରେ ଥିବା ଝରଣା ଭିତରେ ବିରାଜମାନ ବାବା ପଞ୍ଚଲିଙ୍ଗେଶ୍ୱର । ମହାଶିବରାତ୍ରି ପାଇଁ ଆଜି ଭୋର ୪ଟା ୧୫ ମିନିଟ ସମୟରେ ମଙ୍ଗଳ ଆଳତୀ,
Read More...

ମହୁମାଛି ଆକ୍ରମଣରେ ବାପ-ଝିଅ ଗୁରୁତର, ୧୦ ଆହତ

ନୀଳଗିରି : ବାଲେଶ୍ଵର ଜିଲ୍ଲା ସେରଗଡ଼ ଉଦଳା ୧୯ ନମ୍ବର ରାଜ୍ୟପଥ ପୋଡ଼ାଶୂଳ ନିକଟ ବାଉଁଶନାଳ ଠାରେ ମହୁମାଛି ଆକ୍ରମଣରେ ବାପ-ଝିଅ ଗୁରୁତର ହୋଇଥିବା ବେଳେ ୧୦ ଜଣ ଆହତ ହୋଇଥିବା ଜଣାପଡିଛି । ସୂଚନା ଅନୁଯାୟୀ, ସୋମବାର ଦ୍ଵିପ୍ରହରରେ ଜାମୁଡିହା ଗ୍ରାମର କାହ୍ନୁଚରଣ ପ୍ରଧାନ ତାଙ୍କ ଝିଅ
Read More...

ପଞ୍ଚଲିଙ୍ଗେଶ୍ଵର ଶୈବପୀଠରେ ମାଘ ସପ୍ତମୀ ମେଳା

ନୀଳଗିରି : ପବିତ୍ର ମାଘ ସପ୍ତମୀରେ ଉତ୍ତର ଓଡିଶାର ପ୍ରସିଦ୍ଧ ଶୈବପୀଠ ପଞ୍ଚଲିଙ୍ଗେଶ୍ୱର ଠାରେ ମାଘ ସପ୍ତମୀ ମେଳା ଅନୁଷ୍ଠିତ ହୋଇଯାଇଛି । ଏହି ମେଳା ୯ ଦିନ ଧରି ଚାଲୁ ରହିବ । ହୋମଯଜ୍ଞ, କୀର୍ତ୍ତନ, ଅଷ୍ଟପ୍ରହରୀ ପୂଜାର୍ଚ୍ଚନା କରାଯାଇଛି । ଏଥିରେ ନୀଳଗିରି ଉପଜିଲ୍ଲାପାଳ ମନ୍ଦରଧର ମହାଳିକ
Read More...

ପଞ୍ଚଲିଙ୍ଗେଶ୍ୱର ଅଞ୍ଚଳ ପରିଦର୍ଶନ କଲେ ବିଦେଶୀ ପର୍ଯ୍ୟଟକ

ନୀଳଗିରି : ପଞ୍ଚଲିଙ୍ଗେଶ୍ୱର ଅଞ୍ଚଳ ପରିଦର୍ଶନ କରିଛନ୍ତି ବିଦେଶୀ ପର୍ଯ୍ୟଟକ । ସୂଚନା ଅନୁସାରେ ଇଟାଲୀର ଦୁଇ ଦମ୍ପତି ଗତ ନଭେମ୍ବର ମାସ ୧୪ ତାରିଖରୁ ଆସି ଦିଲ୍ଲୀରୁ କଲିକତାରେ ପହଁଚି ଇଣ୍ଟରନେଟରୁ ପଞ୍ଚଲିଙ୍ଗେଶ୍ୱର ଅଞ୍ଚଳରେ ଥିବା ସାଇ ହିଲଭିୟୁ ରିସର୍ଟ ସର୍ଚ୍ଚ କରି ଆସି ପହଞ୍ଚି ଥିଲେ ।
Read More...