ଦେଶରେ ତୃତୀୟ ଲହର ଏବଂ ଦିଲ୍ଲୀରେ ପଞ୍ଚମ ଲହର : ସତ୍ୟେନ୍ଦ୍ର ଜୈନ
ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ସାମ୍ପ୍ରତିକ ପରିସ୍ଥିତି ସମ୍ପର୍କରେ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ କହିଛନ୍ତି ଯେ, ଦେଶରେ ତୃତୀୟ ଲହର ପହଞ୍ଚିଛି । ରାଜଧାନୀରେ ଏହା ହେଉଛି ପଞ୍ଚମ ଲହର । ଶ୍ରୀ ଜୈନ କହିଛନ୍ତି ଯେ, ଦିଲ୍ଲୀରେ କରୋନାର ନୂଆ ସଂକ୍ରମିତଙ୍କ ସଂଖ୍ୟା ବିସ୍ଫୋରକ!-->…
Read More...
Read More...