Browsing Tag

news of india

ଛାତ୍ରଛାତ୍ରୀମାନେ ଆଇନ ହାତକୁ ନେବା ଉଚିତ ନୁହେଁ, ଅଭିଯୋଗ ପାଇଁ କମିଟି ଗଠନ କରାଯାଇଛି : କହିଲେ କେନ୍ଦ୍ର ରେଳ…

ନୂଆଦିଲ୍ଲୀ : ରେଳବାଇ ନିଯୁକ୍ତି ପରୀକ୍ଷାରେ ଅନିୟମିତତା ଅଭିଯୋଗରେ ଛାତ୍ରଛାତ୍ରୀଙ୍କ ବିକ୍ଷୋଭ ପ୍ରଦର୍ଶନ ପରେ କେନ୍ଦ୍ର ରେଳ ମନ୍ତ୍ରୀଙ୍କ ବିବୃତ୍ତି ଆସିଛି । ତାଙ୍କ ବିବୃତ୍ତିରେ ସେ ଛାତ୍ରମାନଙ୍କୁ ଆଇନ ହାତକୁ ନ ନେବାକୁ ଅନୁରୋଧ କରିଛନ୍ତି । ସେ ଆହୁରି ମଧ୍ୟ ଆଶ୍ୱାସନା ଦେଇଛନ୍ତି ଯେ,
Read More...

ଗଣତନ୍ତ୍ର ଦିବସ ପାଳନ ସମୟରେ ବିହାରରେ ବଡ଼ ଦୁର୍ଘଟଣା : ପାଇପ୍‌ରେ କରେଣ୍ଟ ଯୋଗୁଁ ୪ ଜଣ ପିଲା ଜଳିଗଲେ, ଜଣଙ୍କର…

ବକ୍ସର : ବିହାରର ବକ୍ସରରେ ଗଣତନ୍ତ୍ର ଦିବସ ଅବସରରେ ଆୟୋଜିତ ହୋଇଥିବା ପତାକା ଉତ୍ତୋଳନ କାର୍ଯ୍ୟକ୍ରମରେ ୪ ଜଣ ପିଲା ବିଦ୍ୟୁତ୍‌ କରେଣ୍ଟ ଲାଗି ଜଳି ଯାଇଥିବା ଭଳି ଦୁଃଖଦ ଖବର ମିଳିଛି । ଏହି ଘଟଣା ବକ୍ସର ଜିଲ୍ଲାର ଇଟାଢ଼ି ବ୍ଲକର ନାଥପୁର ପ୍ରାଥମିକ ବିଦ୍ୟାଳୟର ଅଟେ । ଘଟଣା ଘଟିବା ପରେ
Read More...

ବିହାରରେ ରେଳ ନିଯୁକ୍ତି ଅନିୟମିତତା ଅଭିଯୋଗରେ ତୃତୀୟ ଦିନ ପାଇଁ ଛାତ୍ରଛାତ୍ରୀଙ୍କ ବିକ୍ଷୋଭ ପ୍ରଦର୍ଶନ ଜାରି, ଟ୍ରେନରେ…

ପାଟନା : ରେଳ ନିଯୁକ୍ତି (ଆର୍‌ଆର୍‌ବି-ଏନ୍‌ଟିପିସି)ରେ ଅନିୟମିତତା ବିରୋଧରେ ଗାୟାରେ ଛାତ୍ରମାନେ ଜବର୍‌ଦସ୍‌ସ୍ତ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ବିକ୍ଷୋଭକାରୀମାନେ ଟ୍ରେନ୍ କୋଚ୍ ଜାଳି ଦେଇଥିବା ମଧ୍ୟ ଜଣାପଡ଼ିଛି । ଗୟା ଏସଏସପି ଆଦିତ୍ୟ କୁମାର କହିଛନ୍ତି ଛାତ୍ରମାନେ କାହାର କଥାରେ
Read More...

ପଦ୍ମ ପୁରସ୍କାର ୨୦୨୨ର ସମ୍ପୂର୍ଣ୍ଣ ତାଲିକା : ଆସନ୍ତୁ ଜାଣିବା କିଏ କେଉଁ କ୍ଷେତ୍ରରେ….

ନୂଆଦିଲ୍ଲୀ : ଭାରତର ରାଷ୍ଟ୍ରପତି ରାମନାଥ କୋବିନ୍ଦ ଚଳିତ ବର୍ଷ ୧୨୮ ପଦ୍ମ ପୁରସ୍କାର ପ୍ରଦାନକୁ ଅନୁମୋଦନ କରିଛନ୍ତି । ପୁରସ୍କାରର ଏହି ତାଲିକାରେ ପୂର୍ବତନ ସିଡିଏସ୍‌ ଜେନେରାଲ୍‌ ବିପିନ ରାୱତଙ୍କୁ ମରଣୋତ୍ତର ପଦ୍ମ ବିଭୂଷଣ ପୁରସ୍କୃତ ପ୍ରଦାନ ପାଇଁ ସ୍ଥାନୀତ କରାଯାଇଛି । ପୂର୍ବତନ ୟୁପି
Read More...

ରାଜଧାନୀ ଦିଲ୍ଲୀରେ ସାଧାରଣତନ୍ତ୍ର ଦିବସ

ନୂଆଦିଲ୍ଲୀ : ଦେଶ ନିଜର ୭୩ ତମ ସାଧାରଣତନ୍ତ୍ର ଦିବସ ପାଳନ କରୁଥିବା ବେଳେ ଦିଲ୍ଲୀରେ ମଧ୍ୟ ସାଧାରଣତନ୍ତ୍ର ଦିବସ ପାଳନ କରାଯାଉଛି । ଦିଲ୍ଲୀର ରାଜପଥରୁ ନେଇ ଲାଲ୍‌କିଲ୍ଲା ପର୍ଯ୍ୟନ୍ତ ଅଦ୍ଭୁତପୂର୍ବ ସୁରକ୍ଷା ବ୍ୟବସ୍ଥା ଭିତରେ ସାଧାରଣତନ୍ତ୍ର ଦିବସ ଆରମ୍ଭ ହୋଇଯାଇଛି । ସାଧାରଣତନ୍ତ୍ର
Read More...

ନୀରଜ ଚୋପ୍ରାଙ୍କୁ ପରମ ବିଶିଷ୍ଟ ସେବା ପଦକ

ନୂଆଦିଲ୍ଲୀ : ଗଣତନ୍ତ୍ର ଦିବସ ବୀରତା ପୁରସ୍କାର ଗ୍ରହଣ କରିଥିବା ହିରୋମାନଙ୍କ ନାମ ଘୋଷଣା କରାଯାଇଛି । ଚଳିତ ବର୍ଷ ମହାମହିମ ରାଷ୍ଟ୍ରପତି ରାମନାଥ କୋବିନ୍ଦ ୩୮୪ ଜଣଙ୍କୁ ଏହି ପୁରସ୍କାର ପ୍ରଦାନ କରିବେ । ଟୋକିଓ ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ବିଜେତା ୪ ରାଜପୁତାନା ରାଇଫଲ୍ସର ସୁବେଦାର
Read More...

ବ୍ରିଜରୁ ଖସିପଡିଲା କାର୍‌, ବିଧାୟକଙ୍କ ପୁଅଙ୍କ ସମେତ ୭ ଏମ୍‌ବିବିଏସ୍‌ ଛାତ୍ରଙ୍କ ମୃତ୍ୟୁ

ୱର୍ଦ୍ଧା : ମହାରାଷ୍ଟ୍ରର ୱର୍ଦ୍ଧା ଜିଲ୍ଲାରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣାରେ ୭ ଏମ୍‌ବିବିଏସ୍‌ ଛାତ୍ରଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଗତ ବିଳମ୍ବିତ ରାତିରେ ଏହି ଛାତ୍ରମାନେ ଯବତମାଲରୁ ୱର୍ଦ୍ଧାକୁ ଫେରୁଥିବା ବେଳେ ଏହି ଘଟଣା ଘଟିଥିଲା । ସୂଚନାନୁସାରେ, ସେଲ୍‌ସୁରା ନିକଟ
Read More...

୬୬ ବର୍ଷୀୟ ବ୍ୟକ୍ତି ବିଶ୍ୱ ରେକର୍ଡ କଲେ : ହାତ ଓ ପାଦ ବାନ୍ଧି ଆରବ ସାଗରରେ ୫ ଘଣ୍ଟା ଧରି ପହଁରିଲେ

ଉଦୁପି(କର୍ଣ୍ଣାଟକ) : ଜଣେ ୬୬ ବର୍ଷ ବୟସ୍କ ଜଣେ ବ୍ୟକ୍ତି ଏପରି କିଛି କରିଛନ୍ତି, ଯାହା ଜଣେ ଯୁବକ ମଧ୍ୟ କଳ୍ପନା କରି ପାରିବ ନାହିଁ । ହାତ ଏବଂ ପାଦ ବନ୍ଧା ହୋଇଥିବା ବେଳେ ଆରବ ସାଗରକୁ ଡେଇଁଛନ୍ତି । ଏଭଳି ଅବସ୍ଥାରେ ସେ ୫ ଘଣ୍ଟା କାଳ କ୍ରମାଗତ ଭାବରେ ପହଁରି ଏକ ବିଶ୍ୱ ରେକର୍ଡ ସୃଷ୍ଟି
Read More...

କଂଗ୍ରେସ ନେତା ଆରପିଏନ ସିଂ ବିଜେପିରେ ଯୋଗ ଦେଲେ : କହିଲେ- କଂଗ୍ରେସ ପୂର୍ବ ଭଳି ଦଳ ହୋଇ ରହିନାହିିଁ

ନୂଆଦିଲ୍ଲୀ : ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଆରପିଏନ ସିଂ ମଙ୍ଗଳବାର ଦିନ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଛନ୍ତି । ଆଜି କଂଗ୍ରେସରୁ ଇସ୍ତଫା ଦେଇଥିବା ସିଂ କହିଛନ୍ତି ଯେ, ବିଜେପିରେ ଯୋଗଦେବା ତାଙ୍କ ପାଇଁ ଏକ ନୂଆ ଆରମ୍ଭ । ଶ୍ରୀ ସିଂ କେନ୍ଦ୍ର ମନ୍ତ୍ରୀ ତଥା
Read More...

ଆନ୍ନା ହାଜାରେ ମହାରାଷ୍ଟ୍ରରେ ୨୫ ହଜାର କୋଟି ଟଙ୍କା ଠକେଇ ହୋଇଥିବା ଅଭିଯୋଗ କଲେ, ଅମିତ ଶାହାଙ୍କୁ ଚିଠି ଲେଖିଲେ

ପୁନେ : ବିଶିଷ୍ଟ ସାମାଜିକ କର୍ମୀ ଆନ୍ନା ହାଜାରେ ଅଭିଯୋଗ କରିଛନ୍ତି ଯେ, ମହାରାଷ୍ଟ୍ର କୋଅପ୍‌ରେଟିଭ ସୁଗାର ମିଲ୍‌ରେ ୨୫ ହଜାର କୋଟି ଟଙ୍କାର ଦୁର୍ନୀତି ହୋଇଛି। ଏହି ପରିପ୍ରେକ୍ଷୀରେ ଆନ୍ନା ହଜାରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଏକ ଚିଠି ଲେଖିଛନ୍ତି ଏବଂ ସୁପ୍ରିମକୋର୍ଟର ଜଣେ
Read More...