Browsing Tag

news of india

ଅନିର୍ଦ୍ଦିଷ୍ଟ କାଳ ପାଇଁ ପିଆଜ ରପ୍ତାନି ବନ୍ଦ

ନୂଆଦିଲ୍ଲୀ : ଭାରତ ସରକାର ପିଆଜ ରପ୍ତାନି ଉପରେ ଅନିର୍ଦ୍ଦିଷ୍ଟ କାଳ ପାଇଁ କଟକଣା ଲଗାଇଛନ୍ତି । ଆଗକୁ ନିର୍ବାଚନ ଥିବାବେଳେ ହଠାତ ଏଭଳି ଘୋଷଣା କରାଯାଇଛି । ଭାରତର ଏହି କଟକଣା ଫଳରେ ଅନେକ ବିଦେଶୀ ବଜାରରେ ଦର ବଢ଼ିବ । ପିଆଜର ବୃହତ୍ ରପ୍ତାନିକାରୀ ଦେଶ ହେଉଛି ଭାରତ । ଡିସେମ୍ବରରେ ଏହାର
Read More...

ମୋଦିଙ୍କୁ ଭୁଟାନର ସର୍ବୋଚ୍ଚ ନାଗରିକ ସମ୍ମାନ ‘ଅର୍ଡର ଅଫ୍ ଦି ଡ୍ରୁକ୍ ଗ୍ୟାଲପୋ’

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭୁଟାନର ସର୍ବୋଚ୍ଚ ନାଗରିକ ସମ୍ମାନ ‘ଅର୍ଡର ଅଫ୍ ଦି ଡ୍ରୁକ୍ ଗ୍ୟାଲପୋ'ରେ ସମ୍ମାନିତ କରାଯାଇଛି । ଭୁଟାନର ରାଜା ଜିଗ୍‌ମେ ଖେସର୍‌ ନାମଗ୍ୟେଲ ୱାଙ୍ଗଚୁକ୍‌ ପ୍ରଧାନମନ୍ତ୍ରୀଙ୍କୁ ଏହି ସମ୍ମାନ ପ୍ରଦାନ କରିଛନ୍ତି । ଏଭଳି ସମ୍ମାନ ପାଇବାରେ
Read More...

ପୋଷ୍ଟାଲ ବାଲାଟ୍‌ରେ ଭୋଟ୍‌ ଦେବେ କାର୍ଯ୍ୟରତ ସାମ୍ବାଦିକ

ନୂଆଦିଲ୍ଲୀ : ଭାରତ ନିର୍ବାଚନ କମିଶନଙ୍କ ଐତିହାସିକ ନିଷ୍ପତ୍ତି ଆଧାରରେ କାର୍ଯ୍ୟରତ ସାମ୍ବାଦିକମାନେ ଏଥର ପୋଷ୍ଟାଲ ବାଲାଟ୍‌ ମାଧ୍ୟମରେ ଭୋଟ୍‌ ଦେବେ । କାର୍ଯ୍ୟରତ ସାମ୍ବାଦିକଙ୍କ ପାଇଁ ପୋଷ୍ଟାଲ ବାଲାଟ୍‌ ବ୍ୟବସ୍ଥା କରିଛନ୍ତି ଇସିଆଇ । ପ୍ରଥମଥର ପାଇଁ ଏପରି ଐତିହାସିକ ନିଷ୍ପତ୍ତି
Read More...

ରାଜ୍‌ ଠାକରେ ଏବଂ ଅମିତ ଶାହାଙ୍କ ସାକ୍ଷାତ ଯୋଗୁଁ ମହାରାଷ୍ଟ୍ରରେ ହଲ୍‌ଚଲ୍‌

ମୁମ୍ବାଇ : ବିଜେପି - ଶିବସେନା ଆଦର୍ଶବାଦୀ ସହଯୋଗୀ ବୋଲି କୁହାଯାଉଥିଲା, କିନ୍ତୁ କ୍ଷମତା ଟଣା ଓଟରାରେ ଉଭୟ ପରସ୍ପର ବିରୁଦ୍ଧରେ ଯାଉଥିବା ଦେଖାଯାଉଥିଲା । ୨୦୧୪ ଲୋକସଭା ନିର୍ବାଚନରେ ​​ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ରାଜ୍‌ ଠାକରେ ଖୋଲାଖୋଲି ଭାବେ ବିଜେପିକୁ ସମର୍ଥନ କରୁଥିଲେ, କିନ୍ତୁ
Read More...

ହୋଲି ପାଇଁ ସଜେଇ ହେଉଛି ଅଯୋଧ୍ୟା

ଅଯୋଧ୍ୟା : ଏଥର ରଙ୍ଗର ପର୍ବ ହୋଲି ପାଇଁ ଖାସ ଆକର୍ଷଣ ପାଲଟିବ ରାମ ନଗରୀ ଅଯୋଧ୍ୟା । ୪୯୫ ବର୍ଷ ପରେ ରାମଲଲାଙ୍କ ଭବ୍ୟ ମନ୍ଦିରରେ ହୋଲି ଖେଳ ହେବାକୁ ଯାଉଛି । ହୋଲି ପାଇଁ ରାମ ମନ୍ଦିରରେ ପ୍ରସ୍ତୁତି ଜୋରଦାର ଚାଲିଛି । ଭବ୍ୟ ମନ୍ଦିରରେ ରାମଲଲା ବିରାଜମାନ କରିବା ପରେ ପ୍ରଥମ ଥର ଲାଗି
Read More...

ଘୋଷଣା ହେଲା ସାଧାରଣ ନିର୍ବାଚନ ୨୦୨୪

ନୂଆଦିଲ୍ଲୀ : ଆଜି ଘୋଷଣା ହୋଇଛି ସାଧାରଣ ନିର୍ବାଚନ ୨୦୨୪ । ସମଗ୍ର ଦେଶରେ ୭ଟି ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବା ବେଳେ ଓଡ଼ିଶାରେ ୪ଟି ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେବ ବୋଲି ନୂଆଦିଲ୍ଲୀ ସ୍ଥିତ ବିଜ୍ଞାନ ଭବନରେ ଏକ ପ୍ରେସ୍‌ମିଟ୍‌ରେ ଭାରତୀୟ ନିର୍ବାଚନ କମିଶନ ରାଜୀବ
Read More...

ଟ୍ରଲି ଧକ୍କା ଦେବାରୁ ଛଅଜଣଙ୍କ ପ୍ରାଣହାନି

ଭୋପାଳ : ମଧ୍ୟପ୍ରଦେଶରେ ଏକ ଦୁଃଖଦ ଘଟଣା କ୍ରମେ ରାଇସେନ୍ ଜିଲ୍ଲାରେ ଛଅଜଣଙ୍କର ପ୍ରାଣହାନି ଘଟିଥିବା ସୂମୂା ମିଳିଛି । ଏକ ବାହାଘର ଶୋଭାଯାତ୍ରାରେ ଟ୍ରଲି ଧକ୍କା ଦେବା ଫଳରେ ଛଅଜଣ ପ୍ରାଣ ହରାଇଛନ୍ତି । ରାଇସେନ୍ ଜିଲ୍ଲାପାଳ ଅରବିନ୍ଦ କୁମାର ଦୁବେ ଏହି ଅଭାବନୀୟ ଘଟଣା ସଂପର୍କରେ ସୂଚନା
Read More...

୪୦ ଫୁଟ ଗଭୀର ବୋରୱେଲ୍‌ରେ ପଡ଼ି ଚାଲିଗଲା ଯୁବକଙ୍କ ଜୀବନ

ନୂଆଦିଲ୍ଲୀ : ଦିଲ୍ଲୀର କେଶୋପୁର ମଣ୍ଡି ନିକଟରେ ଥିବା ସ୍ଥାନୀୟ ଜଳବୋର୍ଡର ଏକ ୪୦ ଫୁଟ ଗଭୀର ବୋରୱେଲରେ ପଡ଼ିି ରବିବାର ଜଣେ ଯୁବକ(୩୦)ଙ୍କର ମୃତ୍ୟୁ ଘଟିଛି । ଘଟଣାସ୍ଥଳରୁ ଜାତୀୟ ବିପର୍ଯ୍ୟୟ ମୁକାବିଲା ବଳ(ଏନ୍‌ଡିଆର୍‌ଏଫ୍‌) ଦ୍ୱାରା ଉକ୍ତ ଯୁବକଙ୍କ ମୃତଦେହକୁ ଜବତ କରାଯାଇଛି । ଶନିବାର
Read More...

୨୦୨୪ ଓସ୍କାର ପୁରସ୍କାର ଘୋଷଣା : କ୍ରିଷ୍ଟୋଫର ଶ୍ରେଷ୍ଠ ନିର୍ଦ୍ଦେଶକ

ୱାଶିଂଟନ : ପ୍ରତ୍ୟେକ ଷ୍ଟାର୍‌ ଓସ୍କାର ଜିତିବାର ସ୍ୱପ୍ନ ଦେଖନ୍ତି । ଏକାଡେମୀ ପୁରସ୍କାର ଦୁନିଆର ସବୁଠାରୁ ଲୋକପ୍ରିୟ ପୁରସ୍କାର ସମାରୋହ ମଧ୍ୟରୁ ଅନ୍ୟତମ । ୧୦ ମାର୍ଚ୍ଚ ୨୦୨୪ରେ ଲସ୍‌ ଏଞ୍ଜେଲ୍ସର ଡଲବି ଥିଏଟରରେ ୯୬ତମ ଏକାଡେମୀ ପୁରସ୍କାର ଅନୁଷ୍ଠିତ ହୋଇ ମାର୍ଚ୍ଚ ୧୧ରେ ଓଟିଟି
Read More...

କ୍ରିଷ୍ଟିନା ପାଇସ୍କୋଭାଙ୍କୁ ମିସ୍‌ ୱାର୍ଲ୍ଡ ମୁକୁଟ

ମୁମ୍ବାଇ : ଚେକ୍ ରିପବ୍ଲିକ୍‌ର କ୍ରିଷ୍ଟିନା ପାଇସ୍କୋଭା ୭୧ତମ ମିସ୍ ୱାର୍ଲ୍ଡ ଟାଇଟଲ ହାସଲ କରିଛନ୍ତି । ଏହି ୨୪ ବର୍ଷୀୟ ସୁନ୍ଦରୀ ଆଜି ମୁମ୍ବାଇରେ ଆୟୋଜିତ ଏକ ଭବ୍ୟ ସମାରୋହରେ ମିସ୍ ୱାର୍ଲ୍ଡ ମୁକୁଟ ଜିତିଛନ୍ତି । ବହୁ ପ୍ରତୀକ୍ଷିତ ଗ୍ରାଣ୍ଡ ଫିନାଲେ ମୁମ୍ବାଇର ପ୍ରତିଷ୍ଠିତ ଜିଓ
Read More...