Browsing Tag

news of india

ଡ୍ରଗ୍ସ ର‍୍ୟାକେଟ୍‌ ମାମଲା : ଅଭିନେତ୍ରୀ ରାଗିନୀ ଦ୍ୱିବେଦୀ ତାଙ୍କ ୟୁରିନ୍‌ ସାମ୍‌ପଲ୍‌ରେ ମିଶେଇଥିଲେ ପାଣି, ଯାଂଚ…

ବେଙ୍ଗାଲୁରୁ : ଡ୍ରଗ୍ସ ପରୀକ୍ଷା ପାଇଁ ଅଭିନେତ୍ରୀ ରାଗିନୀ ଦ୍ୱିବେଦୀ ଙ୍କୁ ବେଙ୍ଗାଲୁରୁର କେସି ହସ୍‌ପିଟାଲ୍‌କୁ ଅଣା ଯାଇଥିବା ବେଳେ ସେଠାରେ ତାଙ୍କୁ ୟୁରିନ୍‌ ସାମ୍‌ପଲ୍‌ ଦେବାର ଥିଲା । କିନ୍ତୁ ତାଙ୍କ ୟୁରିନ୍‌ ସାମ୍‌ପଲ୍‌ରେ ପାଣି ମିଶେଇ ରାଗିନୀ ଟେମ୍ପରିଙ୍ଗ୍‌ କରିବାକୁ ଚେଷ୍ଟା
Read More...

ପୂର୍ବତନ କେନ୍ଦ୍ର ମନ୍ତ୍ରୀ ରଘୁବଂଶ ପ୍ରସାଦ ସିଂହଙ୍କ ଏମ୍‌ସ୍‌ରେ ପରଲୋକ

ନୂଆଦିଲ୍ଲୀ : ପୂର୍ବତନ କେନ୍ଦ୍ର ମନ୍ତ୍ରୀ ରଘୁବଂଶ ପ୍ରସାଦ ସିଂହଙ୍କ ଦିଲ୍ଲୀ ଏମ୍‌ସରେ ଆଜି ପରଲୋକ ହୋଇଯାଇଛି । ଅସୁସ୍ଥତା ଯୋଗୁଁ ତାଙ୍କୁ ଦିଲ୍ଲୀ ଏମ୍‌ସ୍‌ରେ ଭର୍ତ୍ତି କରାଯାଇଥିଲା । ତେବେ ସେ ଆଇସିୟୁରେ ରହିଥିଲେ । ଦୁଇ ଦିନ ପୂର୍ବରୁ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ି ଥିଲା ।
Read More...

ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୭ ଲକ୍ଷ ଡେଇଁଲା : ଗତ ୨୪ ଘଂଟାରେ ୯୪,୩୭୨ ନୂଆ ଆକ୍ରନ୍ତ

ନୂଆଦିଲ୍ଲୀ : ଦେଶରେ ଏଇ କିଛି ଦିନ ହେଲା ପ୍ରତ୍ୟହ ୯୦ ହଜାର ନୂଆ ଆକ୍ରାନ୍ତ ଚିହ୍ନଟ ହେଉଥିବା ବେଳେ ଆଜି ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ଦେଶରେ ୪୭ ଲକ୍ଷ ଡେଇଁଯାଇଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁସାରେ ଗତ ୨୪ ଘଂଟାରେ ୯୪,୩୭୨ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ଏବଂ
Read More...

ମାସ୍କ ନ ପିନ୍ଧିଥିବା ଲୋକଙ୍କ ଉପରେ ଜୋରିମାନା : ଗୋଟିଏ ସପ୍ତାହରେ ୧ କୋଟି ଆଦାୟ

ପୁନା : କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ପୁନାରେ କଡ଼ାକଡ଼ି କରାଯାଇଛି ମାସ୍କ ଚେକିଂ । ଯେଉଁମାନେ ମୁହଁରେ ମାସ୍କ ଲଗାଇ ନାହାନ୍ତି ସେମାନଙ୍କ ଚାଲାନ୍‌ କଟାଯାଇ ଗୋଟିଏ ସପ୍ତାହରେ ୧ କୋଟି ଟଙ୍କା ଆଦାୟ ହୋଇଛି । ବିନା ମାସ୍କରେ ବାହାରେ ବୁଲୁଥିବା ୨୭,୯୮୯ ଲୋକଙ୍କ ଚାଲାନ୍‌ କଟାଯାଇଥିବା
Read More...

ପୁଣି ଟ୍ରାଏଲ୍‌ ହେବ ଅକ୍ସଫୋର୍ଡ ଭେକ୍‌ସିନ୍‌ : କଂପାନୀ ଦେଲା ବୟାନ

ନୂଆଦିଲ୍ଲୀ : ଅକ୍ସଫୋର୍ଡ ୟୁନିଭର୍‌ସିଟି ଏବଂ ପିଏଲ୍‌ସି ପକ୍ଷରୁ ବିକଶିତ ହୋଇଥିବା କୋଭିଡ୍‌-୧୯ ଭେକ୍ସିନର ପରୀକ୍ଷଣ ବ୍ରିଟେନ୍‌ରେ ଜଣେ ସ୍ୱେଚ୍ଛାସେବୀ ରୋଗାଗ୍ରସ୍ତ ହୋଇ ପଡ଼ିବାରୁ ବନ୍ଦ ରହିଥିଲା । କିନ୍ତୁ ଏହାର ପରୀକ୍ଷଣ ପୁଣି ଆରମ୍ଭ ହେବ, ଏ ସଂକ୍ରାନ୍ତରେ ଅକ୍ସଫୋର୍ଡ ୟୁନିଭର୍‌ସିଟି
Read More...

ଅମିତ ଶାହଙ୍କୁ ନିଶ୍ୱାସ ନେବାରେ କଷ୍ଟ : ବିଳମ୍ବିତ ରାତିରେ ଏମ୍ସରେ ଭର୍ତ୍ତି

ନୂଆଦିଲ୍ଲୀ : ଗୃହମନ୍ତ୍ରୀ ଅମିତ ଶାହଙ୍କୁ ନିଶ୍ୱାସ ନେବାରେ କଷ୍ଟ ହେବାରୁ ଗତକାଲି ବିଳମ୍ବିତ ରାତିରେ ଏମ୍‌ସରେ ଭର୍ତ୍ତି କରାଯାଇଛି । ତେବେ ସୂଚନା ଅନୁସାରେ କରୋନା ନେଗେଟିଭ୍‌ ରିପୋର୍ଟ ଆସିଥିବା ଯୋଗୁଁ ଗୃହମନ୍ତ୍ରୀ ଶ୍ରୀ ଶାହଙ୍କୁ ହସ୍‌ପିଟାଲ୍‌ରୁ ଡିସ୍‌ଚାର୍ଜ କରାଯାଇଥିଲା । କିନ୍ତୁ
Read More...

ଭଲ ଖବର : ଭାରତ ବାୟୋଟେକ୍‌ର କରୋନା ଭେକ୍‌ସିନ କୋଭାକ୍ସିନର ମାଙ୍କଡ଼ ଉପରେ ହୋଇଥିବା ଟେଷ୍ଟ୍‌ ରିପୋର୍ଟ ଆସିଲା : ଆଶା…

ନୂଆଦିଲ୍ଲୀ : ଭାରତୀୟ କଂପାନୀ ଭାରତ ବାୟୋଟେକ୍‌ର କରୋନା ଭେକ୍‌ସିନ୍‌ କୋଭାକ୍ସିନ ପ୍ରସ୍ତୁତ କରିବାରେ ଲାଗି ପଡ଼ିଛି । ଏହି ଭେକ୍‌ସିନ୍‌କୁ ମାଙ୍କଡ଼ମାନଙ୍କ ଉପରେ କରାଯାଇଥିବା ପରୀକ୍ଷଣର ରିପୋର୍ଟ ଆସି ଯାଇଥିବା ଖବର ମିଳିଛି । ତେବେ ସାମୁହିକ ଭାବରେ ଭେକ୍‌ସିନ୍‌ରେ କରୋନା ଭାଇରସ୍‌
Read More...

ନିଜ ଦେଶକୁ ଫେରିଲେ ୫ ଭାରତୀୟ : ଛାଡ଼ିଦେଲା ଚୀନ୍‌

ନୂଆଦିଲ୍ଲୀ : ଅରୁଣାଚଳ ପ୍ରଦେଶର ଉପର ସୁବାନ୍‌ସିରୀରେ ବାଟବଣା ହୋଇ ଚୀନ୍‌ର ସୀମାକୁ ଚାଲି ଯାଇଥିବା ୫ ଭାରତୀୟ ନିଜ ଦେଶକୁ ଫେରିଛନ୍ତି । ଚୀନ୍‌ର ସେନା ସୀମାରେ ଆଜି ଭାରତୀୟ ସୈନକଙ୍କୁ ସଂପୃକ୍ତ ୫ ଜଣଙ୍କୁ ସମର୍ପଣ କରିଛନ୍ତି । ସୂଚନାଯୋଗ୍ୟ ଯେ, ଗତ ସେପ୍ଟେମ୍ବର ୨ ତାରିଖ ଦିନ ଜଂଗଲକୁ
Read More...

ରିୟାଙ୍କ ମୁହଁରୁ ବାହାରିଲା ସତ : ଥାଇଲାଣ୍ଡ ଟ୍ରିପ୍‌ରେ ସାରା ବି ଯାଇଥିଲେ

ନୂଆଦିଲ୍ଲୀ : ରିୟା ଚକ୍ରବର୍ତ୍ତୀଙ୍କ ମୁହଁରୁ ସତ ବାହାରିଥିବା ବେଳେ ଡ୍ରଗ୍ସ ମାମଲାରେ ଯାହାଙ୍କ ନାଁ ନେଇଛନ୍ତି ସେ ହେଲେ ସାରା ଅଲି ଖାନ । ଯାହାଙ୍କ ଜନ୍ମଗତ ସଂପର୍କ ରହିଛି ନବାବ ପରିବାର ସହ । ଛୋଟେ ନବାବ ଏବଂ ଅଭିନେତା ସୈଫ୍‌ ଅଲି ଖାନ୍‌ ଏବଂ ଅମୃତା ସିଂହର ଝିଅ । ସାରା ଏବେ ରିୟାଙ୍କ
Read More...

କଂଗ୍ରେସ ପାର୍ଟିରେ ବଡ଼ ଧରଣର ଅଦଳ ବଦଳ

ନୂଆଦିଲ୍ଲୀ : କଂଗ୍ରେସ ପାର୍ଟିରେ ଗତ କାଲି ବଡ଼ ଧରଣର ଅଦଳ ବଦଳ ହୋଇଛି । ତେବେ ୨୩ ଜଣ ନେତାଙ୍କ ଚିଠି ପରେ କଂଗ୍ରେସ ମଧ୍ୟରେ ଯେଉଁ ପରିବର୍ତ୍ତନର ଅନୁଭବ କରାଯାଉଥିଲା, ଗତକାଲି ସଂଧ୍ୟାରେ ସେ ଉପରେ ନିଷ୍ପତ୍ତି ଗ୍ରହଣ କରାଯାଇଛି । କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଅନେକ ଦିଗରୁ ବିଚାର
Read More...