Browsing Tag

news of india

ଉତ୍ସାହ ଓ ଉଦ୍ଦୀପନା ମଧ୍ୟରେ ଦିଲ୍ଲୀ ଜୁହାର ପରିବାର ଇ-ନୂଆଁଖାଇ ପରବ ପାଳିତ

ଯୋଗଦେଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଡ଼. ପ୍ରମୋଦ କୁମାର ମିଶ୍ର : ପ୍ରଖ୍ୟାତ ବାନ୍ଧକଳା ବିଶେଷଜ୍ଞ ଡ଼. ସୁରେନ୍ଦ୍ର ମେହେରଙ୍କୁ ଜୁହାର ସମ୍ମାନ-୨୦୨୦ନୂଆଦିଲ୍ଲୀ : ଉତ୍ସାହ ଆଉ ଉଦ୍ଦୀପନା ମଧ୍ୟରେ ଆଜି ଜୁହାର ପରିବାର ନୂଆଦିଲ୍ଲୀର
Read More...

ଇସ୍ରାଏଲ୍‌ରେ ପୁଣି ଥରେ ଲକ୍‌ ଡାଉନ୍‌

ନୂଆଦିଲ୍ଲୀ, (କେପିଏନ୍‌ଏସ୍‌) : କରେନା ମହାମାରୀ ଯୋଗୁଁ ବିଶ୍ୱର ସମସ୍ତ ଦେଶ ଗୁଡିକରେ ଲକ୍‌ଡାଉନ୍‌ ହୋଇଥିଲା । କିନ୍ତୁ ବର୍ତ୍ତମାନ ସ୍ଥିତିକୁ ଦେଖିବାକୁ ଗଲେ ଅନେକ ଦେଶରେ ଲକ୍‌ ଡାଉନ୍‌ ଉଠି ଅନଲକ ପ୍ରକ୍ରିୟା ସୃଷ୍ଟି ହୋଇଛି । ତେବେ ବିଶ୍ୱ ମହାମାରୀ କରୋନା ଯୋଗୁଁ ଏବେ ସ୍ଥିତି ସାରା
Read More...

ମନ୍ଦିର ପୂଜକମାନଙ୍କୁ ପ୍ରତି ମାସ ମିଳିବ ହଜାରେ ଟଙ୍କା ଲେଖାଏଁ : ମମତା ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ଘୋଷଣା

ନୂଆଦିଲ୍ଲୀ : ପଶ୍ଚିମବଙ୍ଗର ମମତା ସରକାର ଏବେ ପ୍ରତି ମାସ ମନ୍ଦିରଗୁଡ଼ିକରେ ପୂଜା କରୁଥିବା ପୂଜକମାନଙ୍କୁ ହଜାରେ ଟଙ୍କା ଲେଖାଏଁ ଦେବେ । ତେବେ ଏହି ଯୋଜନାରେ ୮ ହଜାର ପୂଜକଙ୍କୁ ଲାଭ ମିଳିବ ବୋଲି କୁହାଯାଇଛି । ଏପରିକି ଯେଉଁ ପୂଜକମାନଙ୍କର ବାସଗୃହ ନାହିଁ, ସେମାନଙ୍କୁ ପଶ୍ଚିମବଙ୍ଗ ଆବାସ
Read More...

୨୦୨୪ ଯାଏଁ ସମସ୍ତଙ୍କୁ ମିଳି ପାରିବନି କରୋନା ଭେକ୍‌ସିନ୍‌ : ସବୁଠୁ ବଡ଼ କଂପାନୀର ବୟାନ

ନୂଆଦିଲ୍ଲୀ : ଦୁନିଆଁର ସବୁଠାରୁ ବଡ଼ ଭେକ୍‌ସିନ୍‌ ଉତ୍ପାଦକ କଂପାନୀ ସିରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଡିଆର ସିଇଓ ଅଦାର ପୁନାୱାଲା କହିଛନ୍ତି ଯେ, ସଂସାରର ସବୁ ଲୋକ ଭେକ୍‌ସିନ ପାଇବା ପାଇଁ ଏତେମାତ୍ରାରେ ୨୦୨୪ ପର୍ଯ୍ୟନ୍ତ ମଧ୍ୟ ଭେକ୍‌ସିନ୍‌ ପ୍ରସ୍ତୁତ ହୋଇ ପାରିବନାହିଁ । ସେ ଭାରତର
Read More...

ମୌସୁମୀ ଅଧିବେଶନ ଆରମ୍ଭ ହେବା ପୂର୍ବରୁ ସାଂସଦଙ୍କ କରୋନା ଟେଷ୍ଟ : ୧୭ ପଜିଟିଭ୍‌

ନୂଆଦିଲ୍ଲୀ : ଦେଶରେ ୧୭ ଜଣ ସାଂସଦଙ୍କ କରୋନା ଟେଷ୍ଟ ରିପୋର୍ଟ ପଜିଟିଭ୍‌ ଆସିଛି । ଏହି ସାଂସଦମାନଙ୍କ ମଧ୍ୟରେ ବିଜେପି ସାଂସଦ ମୀନାକ୍ଷୀ ଲେଖୀ, ପ୍ରବେଶ ସାହେବ ସିଂହ ବର୍ମା, କର୍ଣ୍ଣାଟକର ବିଜେପି. ସାଂସଦ ଅନନ୍ତ କୁମାର ହେଗ୍‌ଡେ଼ ମଧ୍ୟ ସାମିଲ୍‌ ଅଛନ୍ତି । ସଂସଦର ମୌସୁମୀ ଅଧିବେଶନ
Read More...

ରିୟା ଡଗ୍ସ ମାମଲାରେ ଏନ୍‌ସିବିର ତନାଘନା ତଦନ୍ତ

ନୂଆଦିଲ୍ଲୀ : ଅଭିନେତା ସୁଶାନ୍ତ ସିଂହ ରାଜପୁତ ମାମଲାର ତଦନ୍ତରେ ଡ୍ରଗ୍‌ସ ଏଙ୍ଗଲ୍‌ର ଯାଂଚ କରୁଥିବା ନାରକୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ(ଏନ୍‌ସିବି)ର ତନାଘନା ଚାଲିଛି । ଆଜି ଏନ୍‌ସିବିର ଟିମ୍‌ ଡ୍ରଗ୍ସ ପୈଡ଼ଲର୍‌ ସୂର୍ଯ୍ୟଦୀପ ମାଲହୋତ୍ରାଙ୍କ ଘର ଉପରେ ଚଢାଉ କରିଛି । ତେବେ ସୂର୍ଯ୍ୟଦୀପ,
Read More...

ଆଜିଠୁ ଆରମ୍ଭ ହେବ ସଂସଦର ମୌସୁମୀ ଅଧିବେଶନ

• ଅକ୍ଟୋବର ପହିଲା ପର୍ୟ୍ୟନ୍ତ ଚାଲିବାକୁ ଥିବା ଅଧିବେଶନରେ ରହିବ ୧୮ଟି କାର୍ୟ୍ୟଦିବସ, ୪୭ ପ୍ରସଙ୍ଗରେ ଆଲୋଚନା• ଅଧ୍ୟାଦେଶ ସ୍ଥାନରେ ଆଗତ ହେବ ୧୧ଟି ବିଲନୂଆଦିଲ୍ଲୀ, (ପିଆଇବି) : ଆଜିଠାରୁ ସଂସଦର ମୌସୁମୀ ଅଧିବେଶନ ୨୦୨୦ ଆରମ୍ଭ ହେବ । ଏହା ସପ୍ତଦଶ ଲୋକସଭାର ଚତୁର୍ଥ ତଥା ରାଜ୍ୟ ସଭାର
Read More...

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୋଭିଡ ଆରୋଗ୍ୟଙ୍କ ପାଇଁ ପରବର୍ତ୍ତୀ ସାମଗ୍ରିକ ଯାଞ୍ଚ ଓ ସ୍ୱାସ୍ଥ୍ୟ ଯତ୍ନ ନିୟମାବଳୀ…

ନୂଆଦିଲ୍ଲୀ, (ପିଆଇବି) : ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶ ସରକାରଙ୍କ ସହିତ ମିଶି ସମନ୍ୱୟ ଓ ସହଯୋଗ ଜରିଆରେ ଭାରତ ସରକାର ଦେଶରେ କୋଭିଡ-୧୯ର ମୁକାବିଲା ନିମନ୍ତେ ଉପଯୁକ୍ତ ପଦକ୍ଷେପ ଏବଂ ଚିକିତ୍ସା ପରିଚାଳନାର ନେତୃତ୍ୱ ନେଉଛନ୍ତି। କୋଭିଡ-୧୯ରୁ ସୁରକ୍ଷା, ଏହାର ନିୟନ୍ତ୍ରଣ ଏବଂ ଚିକିତ୍ସା
Read More...

ରାଜ୍ୟପାଳଙ୍କ ସହ ସାକ୍ଷାତ ପରେ କଙ୍ଗନାଙ୍କ ହାତରେ ପଦ୍ମ

ମୁମ୍ବାଇ : ଅଭିନେତ୍ରୀ କଙ୍ଗନା ରନୌତ ଆଜି ସଂଧ୍ୟାରେ ମହାରାଷ୍ଟ୍ରର ରାଜ୍ୟପାଳ ଭଗତ ସିଂ କୋଶ୍ୟାରୀଙ୍କ ସହ ସାକ୍ଷାତ କରିଛନ୍ତି । ନିକଟରେ ବିଏମ୍‌ସି ପକ୍ଷରୁ କରାଯାଇଥିବା କାର୍ଯ୍ୟାନୁଷ୍ଠାନ ଏବଂ ତାଙ୍କ କାର୍ଯ୍ୟାଳୟରେ ବୁଲ୍‌ଡେଜର୍‌ ଲାଗିବା ପରେ ସେ ରାଜ୍ୟପାଳଙ୍କୁ ସାକ୍ଷାତ କରିଛନ୍ତି ।
Read More...

କଙ୍ଗନା ବିବାଦ ଭିତରେ ଉଦ୍ଧବ ଠାକ୍‌ରେଙ୍କ ପ୍ରେସ୍‌ କନ୍‌ଫରେନ୍ସ୍‌ : ମହାରାଷ୍ଟ୍ରକୁ ବଦ୍‌ନାମ୍‌ କରିବାର ପ୍ରୟାସ…

ମୁମ୍ବାଇ : କଙ୍ଗନା ବିବାଦ ଭିତରେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ ଆଜି ପ୍ରେସ୍‌ କନ୍‌ଫରେନ୍ସର ଆୟୋଜନ କରିଛନ୍ତି । ଏହି ଅବସରରେ ସେ କହିଛନ୍ତି ଯେ, ବର୍ତ୍ତମାନ ତାଙ୍କ ନଜର୍‌ କରୋନା ଉପରେ ରହିଛି । ଏହା ସହ ମୁଖ୍ୟମନ୍ତ୍ରୀ ଶ୍ରୀ ଠାକ୍‌ରେ ଏହା ମଧ୍ୟ କହିଛନ୍ତି ଯେ,
Read More...