Browsing Tag

news of india

ଅଟଳ ସୁଡ଼ଙ୍ଗ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ

ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅକ୍ଟୋବର ୩, ୨୦୨୦ରେ ରୋହତଙ୍ଗସ୍ଥିତ ଅଟଳ ସୁଡଙ୍ଗକୁ ଉଦଘାଟନ କରିବେ ।ଅଟଳ ସୁଡ଼ଙ୍ଗ ହେଉଛି ବିଶ୍ୱର ଦୀର୍ଘତମ ରାଜପଥ ସୁଡ଼ଙ୍ଗ । ଏହାର ଦୈର୍ଘ୍ୟ ୯.୦୨ କିଲୋମିଟର ଏବଂ ଏହା ବର୍ଷତମାମ ମନାଲୀକୁ ଲାହୌଲ- ସ୍ପିତି ଉପତ୍ୟକା ସହ
Read More...

‘ସ୍ୱଚ୍ଛତା କେ ୬ ସାଲ, ବେମିସାଲ’ : ଆବାସ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟ

(ଏମଓଏଚୟୁଏ)ଗାନ୍ଧୀ ଜୟନ୍ତୀ ଅବସରରେ ସ୍ୱଚ୍ଛ ଭାରତ ମିଶନର ୬ ବର୍ଷ ପୂର୍ତ୍ତି ପାଳନ କରିବ● ପ୍ରଭାବଶାଳୀ ସ୍ୱଚ୍ଛ ଭାରତ ମିଶନ ପାଇଁ ନୂଆ ପଦ୍ଧତି ଦର୍ଶାଇବା ଲାଗି ସଂକ୍ଷିପ୍ତ ଓ ସକ୍ରିୟ ଜିଆଇଏସ ପୋର୍ଟାଲ ପ୍ରଦର୍ଶନ କରିବେ ହରଦୀପ ସିଂହ ପୁରୀ● ବିଭିନ୍ନ ଭାରତୀୟ ସହରଗୁଡିକର କୋଭିଡ-୧୯
Read More...

ଭାରତରେ କରୋନା ସକ୍ରିୟ ମାମଲାରେ କ୍ରମାଗତ ହ୍ରାସ

● ଲଗାତର ଦଶମ ଦିନରେ ସକ୍ରିୟ ମାମଲା ୧୦ ଲକ୍ଷରୁ କମ୍ ରହିଛି● ଭାରତରେ ମୋଟ ସୁସ୍ଥ ପ୍ରାୟ ୫୩ ଲକ୍ଷ● ଗତ ୧୨ ଦିନରେ ୧୦ ଲକ୍ଷ ସୁସ୍ଥନୂଆଦିଲ୍ଲୀ, (ପିଆଇବି) : ଭାରତରେ କରୋନା ସକ୍ରିୟ ମାମଲା ସଂଖ୍ୟା କ୍ରମାଗତ ୧୦ ଲକ୍ଷରୁ ତଳେ ରହିଛି । କ୍ରମାଗତ ଦଶମ ଦିନ ପାଇଁ ଦେଶରେ ସକ୍ରିୟ ମାମଲା ୧୦
Read More...

ହାଥରସ୍‌ ଯିବା ବେଳେ ରାସ୍ତାରେ ରାହୁଲ ଓ ପ୍ରିୟଙ୍କାଙ୍କୁ ରୋକିଲା ପୋଲିସ : ଧସ୍ତାଧସ୍ତି, ଲାଠିଚାର୍ଜ

ନୂଆଦିଲ୍ଲୀ : ହାଥରସ୍‌ ଗେଙ୍ଗ୍‌ ରେପ୍‌ ପୀଡ଼ିତାଙ୍କୁ ନ୍ୟାୟ ପ୍ରଦାନ ଉଦ୍ଦେଶ୍ୟରେ ସାରା ଦେଶରେ ସ୍ୱର ଉଠିଛି । ଆଜି କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଏବଂ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଦିଲ୍ଲୀରୁ ହାଥରସ୍‌କୁ ବାହାରିଛନ୍ତି । ଦୁଇ ନେତାଙ୍କ କହିବା ଅନୁସାରେ ସେମାନେ
Read More...

ଅଧିକ କାର୍ଯ୍ୟକଳାପ ଖୋଲିବାକୁ ଗୃହ ମନ୍ତ୍ରଣାଳୟର ନୂଆ ଗାଇଡ ଲାଇନ

● ସ୍କୁଲ ଖୋଲିବା ନିଷ୍ପତ୍ତି ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶଗୁଡ଼ିକ ଉପରେ ନ୍ୟସ୍ତ କରାଗଲା● ୫୦% ଦର୍ଶକ କ୍ଷମତା ସହିତ ସିନେମା ହଲ/ଥିଏଟର/ମଲ୍ଟିପ୍ଲେକ୍ସ ଖୋଲିବାକୁ ଅନୁମତି● କଣ୍ଟେନମେଣ୍ଟ ଜୋନ ବାହାରେ ଅଧିକ କାର୍ୟ୍ୟକଳାପକୁ ଅନୁମତି● ୩୧ ଅକ୍ଟୋବର, ୨୦୨୦ ପର୍ୟ୍ୟନ୍ତ କଣ୍ଟେନମେଣ୍ଟ
Read More...

ଘୋଷଣା ହେଲା ଅନ୍‌ଲକ୍‌-୫ ଗାଇଡ୍‌ ଲାଇନ୍‌ : ସ୍କୁଲ୍‌, କଲେଜ୍‌ ଖୋଲିବାରେ ନୂଆ ନିୟମ

ନୂଆଦିଲ୍ଲୀ : ଗୃହ ମନ୍ତ୍ରଣାଳୟ ପକ୍ଷରୁ ଅନ୍‌ଲକ୍‌-୫କୁ ନେଇ ନିର୍ଦ୍ଦେଶ ଜାରି କରାଯାଇଥିବା ବେଳେ ସ୍କୁଲ ଓ କଲେଜ ଖୋଲିବାକୁ ନେଇ ମଧ୍ୟ ନିୟମ ରହିଛି । ଗୃହ ମନ୍ତ୍ରଣାଳୟର ଗାଇଡ୍‌ ଲାଇନ୍‌ରେ କୁହାଯାଇଛି ଯେ, ୧୫ ଅକ୍ଟୋବରରୁ ରାଜ୍ୟ ଏବଂ କେନ୍ଦ୍ରଶାସିତ ପ୍ରଦେଶର ସ୍କୁଲ ଓ କଲେଜ ଖୋଲାଯାଇ
Read More...

ବାବରୀ ମସ୍‌ଜିଦ୍‌ ଧ୍ୱଂସ ମାମଲା : ଆଡ଼ଭାନୀ, ଜୋଷୀ, କଲ୍ୟାଣ ସିଂହ ସମେତ ୩୨ ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ

ଲଖ୍‌ନଉ : ୨୮ ବର୍ଷ ପୁରୁଣା ବାବ୍‌ରୀ ମସ୍‌ଜିଦ ଧ୍ୱଂସ ମାମଲାରେ ଲଖ୍‌ନଉ ସ୍ଥିତ ସିବିଆଇର ସ୍ୱତନ୍ତ୍ର ଅଦାଲତର ଜଜ୍‌ ସୁରେନ୍ଦ୍ର କୁମାର ଯାଦବ ଆଜି ଶୁଣାଣି କରିଛନ୍ତି । ଏହି ମାମଲାରେ ପେସ୍‌ କରାଯାଇଥିବା ସମସ୍ତ ପ୍ରମାଣକୁ ପର୍ଯ୍ୟାପ୍ତ ଭାବେ ଗ୍ରହଣ କରିନାହିଁ କୋର୍ଟ । ୨୩୦୦ ପୃଷ୍ଠା
Read More...

ବାବରୀ ବିଧ୍ୱଂସ ମାମଲାର ଶୁଣାଣି ଏଇ ଅଳ୍ପ ସମୟ ମଧ୍ୟରେ : କୋର୍ଟକୁ ପହଂଚିଲେ ଜଜ୍‌

ଲଖ୍‌ନଉ : ବାବରୀ ବିଧ୍ୱଂସର ୨୮ ବର୍ଷ ପରେ ଆଜି ସ୍ପେସିଆଲ ସିବିଆଇ କୋର୍ଟର ଶୁଣାଣି ହେବ ଏଇ ଅଳ୍ପ ସମୟ ମଧ୍ୟରେ । ତେବେ ସ୍ପେସିଆଲ ସିବିଆଇ କୋର୍ଟର ଜଜ୍‌ ସୁରେନ୍ଦ୍ର ଯାଦବ କୋର୍ଟ ପହଂଚି ସାରିଛନ୍ତି । ଅଭିଯୁକ୍ତ ଚଂପତ ରାୟ ଏବଂ ବଜରଙ୍ଗ ଦଳର ପ୍ରକାଶ ଶର୍ମା, ରାମବିଳାସ ବେଦାନ୍ତି,
Read More...

‘ଜିସିଟିସି ଉର୍ଜା ସୁରକ୍ଷା ସମ୍ମିଳନୀ-୨୦୨୦’ରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉଦବୋଧନ

• ଦେଶରେ ବ୍ୟାପକ ଉର୍ଜା ସୁରକ୍ଷା ସ୍ଥାପତ୍ୟର ବିକାଶରେ ଆତ୍ମନିର୍ଭର ଭାରତର ରହିବ ବଡ ଭୂମିକା - ଧର୍ମେନ୍ଦ୍ର ପ୍ରଧାନ• ଓଡିଶାର ଚଣ୍ଡିଖୋଲ ଏବଂ କର୍ଣ୍ଣାଟକର ପାଦୁର ଠାରେ ଥିବା ଷ୍ଟ୍ରାଟେଜିକ୍ ପେଟ୍ରୋଲିୟମ ଭଣ୍ଡାରକୁ ବିକଶିତ କରିବା ପାଇଁ ବିଦେଶୀ କମ୍ପାନୀକୁ ନିମନ୍ତ୍ରଣ• ଆଗାମୀ ଦିନରେ
Read More...

ପବିତ୍ର ଗଙ୍ଗା ନଦୀକୁ ନିର୍ମଳ କରିବା ଲାଗି ଉତ୍ତରାଖଣ୍ଡରେ ୬ଟି ବୃହତ ପ୍ରକଳ୍ପର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

• ନମାମି ଗଙ୍ଗେ ମିଶନ କାରଣରୁ ବିଗତ ଛଅ ବର୍ଷରେ ଉତ୍ତରାଖଣ୍ଡରେ ଦୂଷିତ ଜଳ ବିଶୋଧନ କ୍ଷମତା ଚାରିଗୁଣ ବୃଦ୍ଧି• ବିଗତ ୬ ବର୍ଷରେ ଗଙ୍ଗା ନଦୀରେ ମିଶିଥିବା ୧୩୦ଟି ନାଳ ବନ୍ଦ• ପ୍ରଥମ ଗଙ୍ଗା ନଦୀ ସଂଗ୍ରହାଳୟ ‘ଗଙ୍ଗା ଅବଲୋକନ’ ଉଦଘାଟିତ• ଅକ୍ଟୋବର ୨ ତାରିଖ ଠାରୁ ୧୦୦ ଦିନିଆ ସ୍ୱତନ୍ତ୍ର
Read More...