Browsing Tag

news of india

କୃଷି ଆଇନ ବିରୁଦ୍ଧରେ ରାହୁଲ ଗାନ୍ଧୀଙ୍କ ଟ୍ରାକ୍ଟର ର‍୍ୟାଲିକୁ ହରିୟାଣା ଆସିବା ପୂର୍ବରୁ ଅଟକାଇ ଦେଲା ପୋଲିସ

ନୂଆଦିଲ୍ଲୀ : କୃଷି ଆଇନ ବିରୁଦ୍ଧରେ ରାହୁଲ ଗାନ୍ଧୀଙ୍କ ଟ୍ରାକ୍ଟର ର‍୍ୟାଲିକୁ ହରିୟାଣା ଆସିବା ପୂର୍ବରୁ ଅଟକାଇ ଦେଇଛି ପୋଲିସ । ସୂଚନା ଅନୁସାରେ ଆଜି ରାହୁଲ ଗାନ୍ଧୀ ଟ୍ରାକ୍ଟର ର‍୍ୟାଲିରେ ପଞ୍ଜାବରୁ ହରିୟାଣା ବାହାରିଥିଲେ । ଉଲ୍ଲେଖଯୋଗ୍ୟ ଯେ, କୃଷି ଆଇନକୁ ବିରୋଧ କରି ତିନି ଦିନ ପାଇଁ
Read More...

ରାତିରେ ଅନ୍ତିମ ସଂସ୍କାର କରି ନଥିଲେ ସକାଳୁ ଜଳି ଉଠିଥାନ୍ତା ଜାତୀୟ ଦଙ୍ଗା : କୋର୍ଟକୁ କହିଲେ ୟୁପି ସରକାର

ନୂଆଦିଲ୍ଲୀ : ଉତ୍ତର ପ୍ରଦେଶର ବହୁଚର୍ଚ୍ଚିତ ଗଣ ଦୁଷ୍କର୍ମ ସହ ସଂପୃକ୍ତ ଏକ ଜନହିତ ଯାଚିକା ସମ୍ବନ୍ଧରେ ଦାୟର ହୋଇଥିବା ମାମଲାରେ ୟୁପି ସରକାର ନିଜର ପକ୍ଷ ରଖିଛନ୍ତି । ତେବେ ଡିଏମ୍‌ଙ୍କ ଦ୍ୱାରା ବିଳମ୍ବିତ ରାତିରେ ଶବ ଦାହ କରାଯିବା ବିଷୟରେ ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ, ରାତିରେ ଶବ
Read More...

ଦେଶରେ ଗତ ୨୪ ଘଂଟାରେ ୭୫,୮୨୯ କରୋନା ଆକ୍ରାନ୍ତ

ନୂଆଦିଲ୍ଲୀ : ଭାରତରେ କରୋନା ମହାମାରୀରେ ମୃତକଙ୍କ ସଂଖ୍ୟା ଏକ ଲକ୍ଷ ଟପି ଯାଇଛି । ସଂକ୍ରମଣ କ୍ଷେତ୍ରରେ ଭାରତ ଯଦିବି ସାରା ବିଶ୍ୱରେ ଦ୍ୱିତୀୟ ସ୍ଥାନରେ ରହିଛି, କିନ୍ତୁ ମୃତ୍ୟୁ କ୍ଷେତ୍ରରେ ତୃତୀୟ ସ୍ଥାନରେ ଅଛି । ଆଶ୍ୱସ୍ତର କଥା ଯେ, ଆଜି ଯାଏଁ ଦେଶରେ ୫୫୦୯୯୬୬ ଜଣ କରୋନାକୁ ପରାସ୍ତ
Read More...

କୋଭାସ୍କିନ ଭେକ୍‌ସିନ୍‌କୁ ଅଧିକ ପ୍ରଭାବୀ କରିବା ପାଇଁ ଏହି ଔଷଧ ବ୍ୟବହାର କରିବ ଭାରତ ବାୟୋଟେକ୍‌

ନୂଆଦିଲ୍ଲୀ : କରୋନାର ଭେକ୍‌ସିନ୍‌ ତିଆରୁଥିବା ଇଣ୍ଡିଆନ୍‌ ମେଡ଼ିକାଲ୍‌ କଂପାନୀ ଭାରତ ବାୟୋଟେକ୍‌ କହିଛି ଯେ, ନିଜର କରୋନା ଭେକ୍‌ସିନ୍‌ କୋଭାସ୍କିନ୍‌ରେ ଏକ ପ୍ରକାର ଏଭଳି ଔଷଧ ମିଶାଇବ, ଯାହାଫଳରେ ପ୍ରତିରୋଧ କ୍ଷମତା ଆହୁରି ଶକ୍ତିଶାଳୀ ହେବ ଓ ଏହାଦ୍ୱାରା ଦୀର୍ଘ ସମୟ ପର୍ଯ୍ୟନ୍ତ
Read More...

ଭାରତ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ଅତିକ୍ରମ କଲା

● କ୍ରମାଗତ ଦୁଇ ସପ୍ତାହ ଧରି କରୋନା ସକ୍ରିୟ ମାମଲା ୧୦ ଲକ୍ଷରୁ ତଳେ ରହିଛିନୂଆଦିଲ୍ଲୀ, (ପିଆଇବି) : ଭାରତ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ଅତିକ୍ରମ କରିଛି । କ୍ରମାଗତ ୧୪ ଦିନ ପାଇଁ କରୋନା ସକ୍ରିୟ ମାମଲା ୧୦ ଲକ୍ଷରୁ ତଳେ ରହିପାରିଛି ।କ୍ରମାଗତ ଦୁଇ ସପ୍ତାହ ସକ୍ରିୟ ମାମଲା ୧ ନିୟୁତ
Read More...

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଇସ୍ରାଏଲ ପ୍ରଧାନମନ୍ତ୍ରୀ ମିଷ୍ଟର ବେଞ୍ଜାମିନ ନେତାନ୍ୟାହୁଙ୍କ ମଧ୍ୟରେ ଟେଲିଫୋନ…

ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତକାଲି ଇସ୍ରାଏଲ ପ୍ରଧାନମନ୍ତ୍ରୀ ମହାମହିମ ମିଷ୍ଟର ବେଞ୍ଜାମିନ ନେତାନ୍ୟାହୁଙ୍କ ସହିତ ଟେଲିଫୋନ ଯୋଗେ ବାର୍ତ୍ତାଳାପ କରିଛନ୍ତି ।ପ୍ରଧାନମନ୍ତ୍ରୀ ମୋଦୀ ଇହୁଦୀ ନୂତନ ବର୍ଷ ଏବଂ ସୁକୋଟ ଇହୁଦୀ ପର୍ବ ପାଇଁ ପ୍ରଧାନମନ୍ତ୍ରୀ
Read More...

ସ୍ମାର୍ଟର ସଫଳ ପରୀକ୍ଷଣ

ନୂଆଦିଲ୍ଲୀ, (ପିଆଇବି) : ସୁପରସୋନିକ କ୍ଷେପଣାସ୍ତ୍ର ସହାୟତାରେ ନିକ୍ଷେପ କରାଯାଉଥିବା ଟୋର୍ପିଡୋ (ସ୍ମାର୍ଟ)ର ସଫଳ ପରୀକ୍ଷଣ ସମ୍ପନ୍ନ ହୋଇଛି । ଗତକାଲି ଦିନ ୧୧.୪୫ ମିନିଟରେ ଓଡିଶା ଉପକୂଳ ହ୍ୱିଲର ଦ୍ୱୀପରୁ ଏହାକୁ ପରୀକ୍ଷା କରାଯାଇଥିଲା। କ୍ଷେପଣାସ୍ତ୍ର ଦୂରତା ଓ ଉଚ୍ଚତା ସହ ଏହାର
Read More...

ହେପାଟାଇଟିସ୍‌-ସି ଭାଇରସ୍‌ର ସଂଧାନ କରିଥିବା ତିନି ଜଣ ବୈଜ୍ଞାନିକଙ୍କୁ ମିଳିଲା ଚଳିତ ବର୍ଷ ନୋବେଲ ପୁରସ୍କାର

ନୂଆଦିଲ୍ଲ : ହେପାଟାଇଟିସ୍‌-ସି ଭାଇରସ୍‌ର ସଂଧାନ କରିଥିବା ତିନି ଜଣ ବୈଜ୍ଞାନିକଙ୍କୁ ଚଳିତ ବର୍ଷ ନୋବେଲ ପୁରସ୍କାର ଦିଆଯାଇଛି । ଆମେରିକାର ବୈଜ୍ଞାନିକ ହାର୍ବି ଜେ ଆଲ୍‌ଟର୍‌, ଚାଲ୍‌ର୍ସ ଏମ୍‌ ରାଇସ୍‌ ଏବଂ ବ୍ରିଟେନ୍‌ର ମାଇକଲ ହାଗଟନ୍‌ଙ୍କୁ ୨୦୨୦ ବର୍ଷ ପାଇଁ ନୋବେଲ ପୁରସ୍କାର ପ୍ରଦାନ
Read More...

ବିହାର ବିଧାନସଭା ନିର୍ବାଚନ : ଜଣେ କିନ୍ନର ହେବେ ପ୍ରିଜାଇଡ଼ିଂ ଅଫିସର

ପାଟନା : ବିହାର ବିଧାନସଭା ନିର୍ବାଚନର ବିଗୁଲ୍‌ ବାଜି ସାରିଛି । ଅକ୍ଟୋବର ୨୮ ତାରିଖ ଆରମ୍ଭ ହେବ ନିର୍ବାଚନ । ନିର୍ବାଚନକୁ ନେଇ ସମସ୍ତ ପ୍ରକାର ନିର୍ଦ୍ଧାରିତ ତାରିଖ ଘୋଷଣା ହୋଇ ସାରିଥିବା ବେଳେ ନିର୍ବାଚନ କମିଶନ ପ୍ରଥମ ଥର ପାଇଁ ଜଣେ ମହିଳା କିନ୍ନର ମୋନିକା ଦାସଙ୍କୁ ନିର୍ବାଚନରେ
Read More...

କର୍ଣ୍ଣାଟକ ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ଡି.କେ.ଶିବକୁମାରଙ୍କ ଘରେ ସିବିଆଇ ଚଢ଼ଉ : ଆୟ ବହିର୍ଭୁତ ସଂପତ୍ତି ଠୁଳ ମାମଲା

ବାଙ୍ଗାଲୁରୁ : ଆୟ ବହିର୍ଭୁତ ସଂପତ୍ତି ଠୁଳ ମାମଲାର ତଦନ୍ତ ପାଇଁ କର୍ଣ୍ଣାଟକ ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ଡି.କେ.ଶିବକୁମାରଙ୍କ ଘରେ ଆଜି ସିବିଆଇ ଚଢ଼ଉ ଜାରି ରହିଛି । ସୂଚନା ଅନୁସାରେ ଆଜି ସକାଳୁ ବାଙ୍ଗାଲୁରୁର ସଦାଶିବନଗରରେ ଥିବା ଡି.କେ.ଶିବକୁମାରଙ୍କ ଘର ଉପରେ ଚଢ଼ଉ ଚାଲିଥିବା
Read More...