Browsing Tag

news of india

ଭାରତରେ ଲଗାତର କମୁଛି ସକ୍ରିୟ କରୋନା ମାମଲା

● ତୃତୀୟ ଦିନ ପାଇଁ ସକ୍ରିୟ ମାମଲା ୮ ଲକ୍ଷରୁ କମ● ଲଗାତର ଚତୁର୍ଥ ଦିନ ପାଇଁ ଜାତୀୟ ପଜିଟିଭିଟି ହାର ୮%ରୁ କମ ନୂଆଦିଲ୍ଲୀ, (ପିଆଇବି) : କୋଭିଡ-୧୯ ବିରୋଧୀ ଲଢ଼େଇରେ ଭାରତ ଆଉ ଏକ ମାଇଲଖୁଣ୍ଟ ଅତିକ୍ରମ କରିଛି । ଜାତୀୟ ପଜିଟିଭିଟି ହାର ୮% ତଳକୁ ହ୍ରାସ ପାଇଛି । ଲଗାତର ଚତୁର୍ଥ ଦିନ
Read More...

ପୀଡ଼ିତଙ୍କ କଣ୍ଠରୋଧ କରୁଛନ୍ତି ସରକାର, ଏଇଟା କି ପ୍ରକାର ରାଜଧର୍ମ : ପ୍ରଶ୍ନ କଲେ ସୋନିଆ ଗାନ୍ଧୀ

ନୂଆଦିଲ୍ଲୀ : କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଗତକାଲି କଂଗ୍ରେସ ଦଳର ଏକ ବୈଠକରେ ମୋଦୀ ସରକାରଙ୍କ ଉପରେ ଜୋର୍‌ ବର୍ଷିଛନ୍ତି ଏବଂ କହିଛନ୍ତି ଯେ, ଦେଶର ଲୋକତନ୍ତ୍ର ଏବେ ସବୁଠାରୁ କଠିନ ପରିସ୍ଥିତି ଦେଇ ଗତି କରୁଛି । ସେ ଦଳିତ ମାନଙ୍କ ଉପରେ ହେଉଥିବା ଅପରାଧ, କୋଭିଡ-୧୯ ମହାମାରୀ ଏବଂ
Read More...

ସଣ୍ଡେ ସମ୍ବାଦ-୬ ଅବସରରେ ସମସ୍ତଙ୍କୁ ଶରତ ନବରାତ୍ରୀର ଶୁଭେଚ୍ଛା ଜଣାଇଲେ ଡ. ହର୍ଷବର୍ଦ୍ଧନ

• ଏହି ପାର୍ବଣ ଋତୁରେ ଉତ୍ସବ ବଦଳରେ ଦାନ ପ୍ରତି ଗୁରୁତ୍ୱ ଦିଆଯାଉ• ଓଣମ ପର୍ବ ସମୟରେ ଅବହେଳାର ଫଳ ଭୋଗୁଛି କେରଳ• ଚୀନର ଉହାନ କ୍ଷେତ୍ରରୁ ହିଁ ବିଶ୍ୱର ପ୍ରଥମ କୋଭିଡ ମାମଲା ଚିହ୍ନଟ କରାଯାଇଥିଲା• ଭାରତରେ ନୋଭେଲ କରୋନା ଭୂତାଣୁର କୌଣସି ମ୍ୟୁଟେସନ ବିଷୟରେ ଜଣାପଡ଼ିନାହିଁ• ସମ୍ବାଦପତ୍ର
Read More...

ବ୍ରହ୍ମୋସ ସୁପରସୋନିକ କ୍ରୁଜ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ଭାରତୀୟ ନୌସେନାର ଅଦୃଶ୍ୟ ବିଧ୍ଵଂସକ ଦ୍ଵାରା ଆଇଏନଏସ ଚେନ୍ନାଇରୁ ହେଲା ପରୀକ୍ଷା ନୂଆଦିଲ୍ଲୀ, (ପିଆଇବି) : ସୁପରସୋନିକ କ୍ରୁଜ କ୍ଷେପଣାସ୍ତ୍ର ବ୍ରହ୍ମୋସର ଆଜି ସଫଳ ପରୀକ୍ଷଣ କରାଯାଇଛି । ଭାରତୀୟ ନୌସେନା ନିର୍ମିତ ଅଦୃଶ୍ୟ ବିଧ୍ଵଂସକ ଦ୍ଵାରା ଆଇଏନଏସ ଚେନ୍ନାଇରୁ ଏହା ଆରବ ସାଗରରେ
Read More...

ଭାରତରେ କରୋନା ସକ୍ରିୟ ମାମଲା ନିୟମିତ ହ୍ରାସ ପାଇବାରେ ଲାଗିଛି

● କ୍ରମାଗତ ଦ୍ୱିତୀୟ ଦିନରେ ସକ୍ରିୟ ମାମଲା ୮ ଲକ୍ଷ ତଳକୁ ରହିଛି● ୨୨ଟି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରେ ସକ୍ରିୟ ମାମଲା ୨୨ ହଜାରରୁ କମ୍ ନୂଆଦିଲ୍ଲୀ, (ପିଆଇବି) : ଭାରତରେ କରୋନା ସକ୍ରିୟ ମାମଲା ନିୟମିତ ଭାବେ ହ୍ରାସ ପାଇବାରେ ଲାଗିଛି । କ୍ରମାଗତ ଦ୍ୱିତୀୟ ଦିନରେ ସକ୍ରିୟ ମାମଲା ୮
Read More...

କରୋନା ଭେକ୍‌ସିନ୍‌ : ୩୦ କୋଟି ଭାରତୀୟଙ୍କୁ ପ୍ରଥମେ ଲାଗିବ ଟୀକା, ସରକାର ଆରମ୍ଭ କଲେ ତାଲିକା ପ୍ରସ୍ତୁତି

ନୂଆଦିଲ୍ଲୀ : ଭାରତ କରୋନା ଭାଇରସ୍‌ ଟୀକାକରଣ ଅଭିଯାନର ପ୍ରସ୍ତୁତି ଆରମ୍ଭ କରିଦେଇଛି । ପ୍ରାଥମିକତା ଆଧାରରେ ଭେକ୍‌ସିନ୍‌ ପାଇବାକୁ ଥିବା ୩୦ କୋଟି ଲୋକ କେଉଁମାନେ ହେବେ, ଏହାର ତାଲିକା ପ୍ରସ୍ତୁତ କରାଯାଉଛି । ଏଥିରେ ବେଶୀ ସଂକ୍ରମିତ ଜନସମୂହଙ୍କ ବ୍ୟତୀତ ଫ୍ରଣ୍ଟ ଲାଇନ କର୍ମୀ ଯଥା-
Read More...

ପୁଣି ଚୀନ୍‌କୁ ବଡ ଝଟ୍‌କା ଦେଲେ ମୋଦୀ

ନୂଆଦିଲ୍ଲୀ : ମୋଦୀ ସରକାର ପୁଣି ଏକ ନୂଆ ପଦକ୍ଷେପ ନେଇଛନ୍ତି । ଦେଶରେ ପ୍ରସ୍ତୁତ ହେଉଥିବା ସାମାଗ୍ରୀକୁ ପ୍ରତ୍ସୋହନ ଦେବା ଉଦ୍ଦେଶ୍ୟରେ ଚୀନରୁ ଆମଦାନୀ ହେଉଥିବା ଏୟାର କଣ୍ଡିସନର୍‌(ଏସି) ଏବଂ ରେଫ୍ରିଜେଟର୍‌ ଉପରେ ରୋକ ଲଗାଇଛନ୍ତି । ତେବେ ଭାରତ ଚୀନରୁ ଏୟାର କଣ୍ଡିସନର୍‌(ଏସି) ଏବଂ
Read More...

କୃଷି ଓ ଖାଦ୍ୟ ସଂଗଠନର ୭୫ତମ ପ୍ରତିଷ୍ଠା ଦିବସ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ୭୫ ଟଙ୍କିଆ ସ୍ମାରକ ମୁଦ୍ରା…

• ବିଶ୍ୱରେ ଖାଦ୍ୟ ନିରାପତ୍ତାକୁ ସୁନିଶ୍ଚିତ କରିବାରେ ଏହି ସଂଗଠନର ଭୂମିକାକୁ ପ୍ରଧାନମନ୍ତ୍ରୀଙ୍କ ଉଚ୍ଚପ୍ରଶଂସା• ନିକଟରେ ବିକଶିତ ହୋଇଥିବା ବାୟୋଫର୍ଟିଫାୟାଡ (ଜୈବ ସମୃଦ୍ଧ) ୧୭ କିସମର ଶସ୍ୟକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଅର୍ପଣ କଲେ• ଭାରତରେ ସଂସ୍କାରବାଦୀ କାର୍ୟ୍ୟକ୍ରମ ବିଶ୍ୱ ଖାଦ୍ୟ
Read More...

ରାଜ୍ୟର ବନ୍ୟା ଏବଂ ପ୍ରବଳ ବର୍ଷା ଜନିତ ପରିସ୍ଥିତି ନେଇ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀଙ୍କ…

ନୂଆଦିଲ୍ଲୀ, (ପିଆଇବି) : ରାଜ୍ୟର କେତେକ ଅଞ୍ଚଳରେ ବନ୍ୟା ଓ ପ୍ରବଳ ବର୍ଷା ଯୋଗୁଁ ଉପୁଜିଥିବା ପରିସ୍ଥିତି ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ସହ କଥାବାର୍ତ୍ତା କରିଛନ୍ତି ।"ରାଜ୍ୟର କେତେକ ସ୍ଥାନରେ ବନ୍ୟା ଓ ପ୍ରବଳ ବର୍ଷା ଯୋଗୁଁ
Read More...

ପ୍ରତି ୧୦ ଲକ୍ଷ ଜନସଂଖ୍ୟାରେ ଭାରତରେ ସବୁଠାରୁ କମ୍ ମୃତ୍ୟୁ ହାର

• ଗତ ୧୪ ଦିନ ମଧ୍ୟରେ ୧୧ ଶହରୁ କମ ମୃତ୍ୟୁ• ୨୨ ରାଜ୍ୟ/କେନ୍ଦ୍ରଶାସିତ ପ୍ରଦେଶରେ ମୃତ୍ୟୁ ହାର ଜାତୀୟ ହାର ଠାରୁ କମ ନୂଆଦିଲ୍ଲୀ, (ପିଆଇବି) : ଭାରତରେ ପ୍ରତି ୧୦ ଲକ୍ଷ ଜନସଂଖ୍ୟାରେ ସବୁଠାରୁ କମ୍ କୋଭିଡ-୧୯ ଜନିତ ମୃତ୍ୟୁ ହୋଇଛି । ଆଜି ଏହି ସଂଖ୍ୟା ୮୧ ଥିଲା ।ଅକ୍ଟୋବର ୨ରୁ ଗତକାଲି
Read More...