Browsing Tag

news of india

ମଧ୍ୟପ୍ରଦେଶ ମନ୍ତ୍ରୀଙ୍କ ଘୋଷଣା : ତାଙ୍କ ପିଲାମାନେ ସଂରକ୍ଷଣର ଲାଭ ଉଠାଇବେ ନାହିଁ

ଭୋପାଳ : ମଧ୍ୟପ୍ରଦେଶ ପଛୁଆ ବର୍ଗ ଏବଂ ସଂଖ୍ୟାଲଘୁ କଲ୍ୟାଣ ମନ୍ତ୍ରୀ ରାମଖିଲାବନ ପଟେଲ ଘୋଷଣା କରିଛନ୍ତି ଯେ, ତାଙ୍କ ପିଲାମାନେ ଓବିସି ସଂରକ୍ଷଣର ଲାଭ ଉଠାଇବେ ନାହିଁ। ଭୋପାଳରେ ପାର୍ଟି କାର୍ୟ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀରେ ପଟେଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାରଙ୍କୁ
Read More...

୧୧ ବର୍ଷ ଧରି ଯୁବତୀ ବଳାତ୍କାରର ଶିକାର ହୋଇ ଆସୁଥିଲେ : ଏବେ ଦୁବାଇରେ ବିକ୍ରୟ ପାଇଁ ପ୍ରସ୍ତୁତି ଚାଲିଥିଲା

ଚଣ୍ଡିଗଡ଼ : ୧୧ ବର୍ଷ ଧରି ଜଣେ ଯୁବତୀ ବଳାତ୍କାରର ଶିକାର ହୋଇ ଆସୁଥିଲେ । ଭୟ ହେତୁ ସହ୍ୟ କରିଥିଲେ ସବୁ ନିର୍ଯ୍ୟାତନା । ଏବେ ଅଭିଯୁକ୍ତ ତାଙ୍କୁ ଦୁବାଇରେ ବିକ୍ରୟ କରିବାକୁ ପ୍ରସ୍ତୁତି ଚଳାଇଥିଲେ । କୌଣସି ପ୍ରକାରେ ସେମାନଙ୍କ କବଳରୁ ମୁକ୍ତ ହୋଇ ପୀଡିତା ପୋଲିସ ପାଖରେ ପହଞ୍ଚିଥିଲେ ।
Read More...

ମୀରାବାଇ ଚାନୁଙ୍କୁ ତାଙ୍କ ପ୍ରିୟ ହିରୋ ସଲମାନ ଖାନ ଜଣାଇଲେ ବିଜୟ ପାଇଁ ଅଭିନନ୍ଦନ : କହିଲେ, ଆପଣ ତ’ ପ୍ରକୃତ…

ମୁମ୍ବାଇ : ଜାତୀୟ ଭାରୋତ୍ତୋଳନକାରୀ ସାଇଖୋମ ମୀରାବାଇ ଚାନୁ ୨୦୨୦ ଗ୍ରୀଷ୍ମ ଅଲିମ୍ପିକ୍ସର ପ୍ରଥମ ଦିନରେ ପଦକ ଜିତି ଭାରତକୁ ଗର୍ବିତ କରିଛନ୍ତି । ଟୋକିଓରେ ଅନୁଷ୍ଠିତ ମେଗା-ସ୍ପୋର୍ଟସ ଫେଷ୍ଟରେ ଭାରତର ପଦକ ଖାତା ଖୋଲି ୨୬ ବର୍ଷୀୟା ମହିଳା ୪୯ କିଲୋଗ୍ରାମ ବର୍ଗରେ ରୌପ୍ୟ ପଦକ ଜିତିଛନ୍ତି ।
Read More...

ଜମ୍ମୁ-କାଶ୍ମୀରରେ ଘନଘୋର ବର୍ଷା : ୫ ମୃତ, ୪୦ ନିଖୋଜ ସୂଚନା

ଶ୍ରୀନଗର : ଜମ୍ମୁ-କାଶ୍ମୀରରେ ଘନଘୋର ବର୍ଷା ଯୋଗୁଁ ଭୂସ୍ଖଳନ ହେବା ସହ ବିଭିନ୍ନ ସ୍ଥାନରେ ଭୟଙ୍କର ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ବୁଧବାର କିଶତ୍ୱର ଜିଲାର ଗୁଲବର୍ଗ ଅଞ୍ଚଳର ଏକ ଗାଁରେ ପ୍ରଚଂଡ଼ ବର୍ଷା ଯୋଗୁଁ ୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪୦ ଜଣ ନିଖୋଜ ହୋଇଥିବା ସୂଚନା
Read More...

ମୌସୁମୀ ଅଧିବେଶନ : ବିରୋଧୀ ଦଳର ସାଂସଦମାନେ ଲୋକସଭାରେ ପାମ୍ପଲେଟ୍ ଉଡ଼ାଇଲେ, ପେଗାସସ୍‌ ପ୍ରସଙ୍ଗକୁ ନେଇ ଉତ୍ତେଜନା

ନୂଆଦିଲ୍ଲୀ : ଆଜି ସଂସଦର ମୌସୁମୀ ଅଧିବେଶନର ଅଷ୍ଟମ ଦିନ । ଆଜି ବି ଲୋକସଭା ଓ ରାଜ୍ୟସଭାରେ ବିରୋଧୀ ଦଳର ସାଂସଦଙ୍କ ହଂଗାମା ଜାରି ରହିଛି । ପେଗାସସ୍ ଗୁପ୍ତଚର ଦୁର୍ନୀତି, କରୋନାର ଦୁଃଖଦ ପ୍ରସଙ୍ଗରେ ବିରୋଧୀଙ୍କ ଆଭିମୁଖ୍ୟ ତୀକ୍ଷ୍ଣ ରୂପ ନେଇଛି । ଏଥି ସହିତ କଂଗ୍ରେସ ସମେତ ୧୪ ଟି ବିରୋଧୀ
Read More...

ବାସଭରାଜ ବୋମ୍ମାଇ କର୍ଣ୍ଣାଟକର ନୂତନ ମୁଖ୍ୟମନ୍ତ୍ରୀ

ବେଙ୍ଗାଲୁରୁ : କର୍ଣ୍ଣାଟକ ବିଜେପି ବିଧାନସଭା ଦଳ ମଙ୍ଗଳବାର ଦିନ ବାସଭାରାଜ ବୋମ୍ମାଇଙ୍କୁ ନୂତନ ନେତା ଭାବରେ ମନୋନୀତ କରିଛି ଏବଂ ସେ ରାଜ୍ୟର ନୂତନ ମୁଖ୍ୟମନ୍ତ୍ରୀ ହେବେ । କିଛି ଦିନ ଧରି ଚାଲିଥିବା କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ଶ୍ରୀ ବୋମ୍ମାଇ ବିଦାୟୀ ମୁଖ୍ୟମନ୍ତ୍ରୀ ବି.ଏସ୍
Read More...

ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର : ଏହି ରାଜ୍ୟରେ ମହଙ୍ଗା ଭତ୍ତା ବଢ଼ିଲା

ରାଞ୍ଚି : ଝାଡଖଣ୍ଡର ହେମନ୍ତ ସୋରେନ୍ ସରକାର ସରକାରୀ କର୍ମଚାରୀଙ୍କୁ ଖୁସି ଖବର ଦେଇଛନ୍ତି । ରାଜ୍ୟ ସରକାର ସରକାରୀ କର୍ମଚାରୀଙ୍କୁ ଦିଆଯାଉଥିବା ମହଙ୍ଗା ଭତ୍ତା ବୃଦ୍ଧି କରିଛନ୍ତି । ଚଳିତ ବର୍ଷ ଜୁଲାଇ ୧ରୁ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୧୭ ପ୍ରତିଶତରୁ ୨୮ ପ୍ରତିଶତକୁ ବୃଦ୍ଧି କରିବାକୁ
Read More...

ପ୍ରେମିକ ସହିତ ମିଶି ହତ୍ୟା କଲେ ସ୍ୱାମୀଙ୍କୁ, ପୁଣି ନିଜକୁ ନିର୍ଦ୍ଦୋଷ ପ୍ରମାଣ କରିବାକୁ ପୋଲିସ ଷ୍ଟେସନରେ…

ପାଟନା : ଜଣେ ବିବାହିତା ମହିଳା ନିଜ ପ୍ରେମିକ ସହ ମିଶି ତାଙ୍କ ସ୍ୱାମୀଙ୍କୁ ହତ୍ୟା କରିବା ପରେ ନିଜକୁ ନିର୍ଦ୍ଦୋଷ ପ୍ରମାଣ କରିବାକୁ ପୋଲିସ ଷ୍ଟେସନକୁ ଯାଇ ପହଂଚିଥିବା ଭଳି ଏକ ଅମାନବୀୟ ଖବର ଆସିଛି । ପୁରା ଘଟଣା ସାମ୍ନାକୁ ଆସିବା ପରେ ପୋଲିସ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଛି । ପ୍ରେମ
Read More...

ଆଜି କାର୍‌ଗିଲ ବିଜୟ ଦିବସ : ଭାରତୀୟ ଯବାନଙ୍କୁ ସଲାମ୍‌

ନୂଆଦିଲ୍ଲୀ : ଭାରତୀୟ ସେନାର ମୁହୁଁତୋଡ଼ ଜବାବ୍‌ ସାମ୍‌ନାରେ ପାକିସ୍ତାନ ଭୟଭୀତ ହୋଇ ପଡ଼ିଥିଲା ସେତେବେଳେ । ପାକିସ୍ତାନର ମନ୍ଦ ଚକ୍ରାନ୍ତ ସବୁ ବିଫଳ ହୋଇଥିଲା । ଛତ୍ରଭଂଗ ଦେଇଥିଲା ପାକିସ୍ତାନୀ ସେନା । ଆଜି ୨୨ତମ କାରଗିଲ ବିଜୟ ଦିବସ । ବର୍ଷ ୧୯୯୯ ମାର୍ଚ୍ଚ ୩ ତାରିଖରେ କାରଗିଲ
Read More...

ବୋହୂଙ୍କୁ ଏସିଡ୍‌ ପିଇବାକୁ ଶାଶୁ ବାଧ୍ୟ କରିଥିବା ଅଭିଯୋଗ : ମହିଳା ଆୟୋଗଙ୍କ ହସ୍ତକ୍ଷେପ ପରେ ୬ ମାସ ପରେ ଶାଶୁଙ୍କ…

ନୂଆଦିଲ୍ଲୀ : ଦିଲ୍ଲୀ ମହିଳା ଆୟୋଗ(ଡିସିଡବ୍ଲ୍ୟୁ) ଗୁରୁବାର ଦିନ କହିଛି ଯେ, ଦିଲ୍ଲୀର କିରାଡ଼ିରେ ରହୁଥିବା ଜଣେ ମହିଳା ଚଳିତ ବର୍ଷ ଜାନୁଆରୀ ମାସରେ ତାଙ୍କ ଶାଶୁଙ୍କ ତାଗିଦ୍‌ ଦ୍ୱାରା ଏସିଡ୍‌ ପିଇବାକୁ ବାଧ୍ୟ ହୋଇଥିଲେ ଏବଂ ପୋଲିସ ଏହି ଘଟଣାର ତଦନ୍ତ କରୁଛି । ଏକ ସରକାରୀ ଡାକ୍ତରଖାନାରେ
Read More...