ନେପାଳରେ ୬.୧ ତୀବ୍ରତାର ଶକ୍ତିଶାଳୀ ଭୂକମ୍ପ ଝଟକା
ନୂଆଦିଲ୍ଲୀ : ଆଜି ସକାଳ ପ୍ରାୟ ୭ଟା ୨୪ ମିନିଟ୍ ସମୟରେ ନେପାଳରେ ପ୍ରବଳ ଭୂକମ୍ପ ଅନୁଭୂତ ହୋଇଛି । ରେକ୍ଟର ସ୍କେଲରେ ଏହାର ତୀବ୍ରତା ୬.୧ ଥିଲା । କାଠମାଣ୍ଡୁଠାରୁ ପାଖାପାଖି ୫୫ କିଲୋମିଟର ଦୂରରେ ପଶ୍ଚିମ ଧାଡିଙ୍ଗରେ ଏହାର କେନ୍ଦ୍ରସ୍ଥଳ ହୋଇଥିବା ଜଣାପଡିଛି । ଭୂକମ୍ପ ଝଟକା ପାଇ ସମସ୍ତେ!-->…
Read More...
Read More...