ରିଲ୍ ନିର୍ମାତା ଓ ପେସାଦାର ବିଜ୍ଞାପନ ଚଳଚ୍ଚିତ୍ର ନିର୍ମାତାଙ୍କୁ ପ୍ରସିଦ୍ଧି ପାଇବାର ସୁବର୍ଣ୍ଣ ସୁଯୋଗ ଆଣିଛି…
ଶୀଘ୍ର କରନ୍ତୁ, ମାତ୍ର ଦୁଇ ଦିନ ବାକି, ବିଶ୍ୱସ୍ତରରେ ନିଜର କାମକୁ ମାନ୍ୟତା ଦେବା ଲାଗି ସୁଯୋଗ ହାତଛଡ଼ା କରନ୍ତୁ ନାହିଁ, ଫେବୃଆରୀ ୧୫ ସୁଦ୍ଧା ନିଜର ଆବେଦନ କରନ୍ତୁ ଦାଖଲକ୍ରିଏଟ୍ ଇନ୍ ଇଣ୍ଡିଆ ପ୍ରତିଯୋଗିତାର ଅଂଶବିଶେଷ ଭାବେ ଓ୍ୱେଭ୍ସ ଉତ୍କର୍ଷତା ପୁରସ୍କାର ବିଶ୍ୱସ୍ତରୁ ଆବେଦନ ଆହ୍ୱାନ!-->…
Read More...
Read More...