୫ ରାଜ୍ୟର ବିଧାନସଭା ନିର୍ବାଚନ ପ୍ରଚାର ଉପରେ ବି କଟକଣା : ରାଲି, ରୋଡ ସୋ’ ଜାନୁଆରୀ ୧୫ ଯାଏଁ ମନା
ନୂଆଦିଲ୍ଲୀ : ୫ ରାଜ୍ୟର ବିଧାନସଭା ନିର୍ବାଚନ ପାଇଁ ତିଥି ଘୋଷଣା ହୋଇ ସାରିଛି । ୭ଟି ପର୍ଯ୍ୟାୟରେ ହେବ ନିର୍ବାଚନ । ୫ ରାଜ୍ୟର ନିର୍ବାଚନ ପ୍ରଚାର ଉପରେ ନିର୍ବାଚନ ଆୟୋଗ କଟକଣା ଲଗାଇଥିବା ବେଳେ ଜାନୁଆରୀ ୧୫ ଯାଏଁ ପ୍ରାର୍ଥୀ କୌଣସି ରାଲି କିମ୍ବା ରୋଡ ସୋ' କରିପାରିବେ ନାହିଁ । ପ୍ରଚାର!-->…
Read More...
Read More...